ବନ୍ଧୁଗଣ ଜୀବନରେ ମନୋରଞ୍ଜନର ବହୁତ ଆବଶ୍ୟକତା ରହିଛି । ମଣିଷ ନିଜ କାମ ସାରି ଆସିବା ପରେ କିଛି ମନୋରଞ୍ଜନ କରିବା ପାଇଁ ଇଛା କରିଥାଏ । ହେଲେ ଆଜିକାଲିର ବ୍ୟସ୍ତ ବାହୁଲତା ଜୀବନରେ ମଣିଷ ନିଜର ମନୋରଞ୍ଜନ କରିପାରେ ନାହିଁ । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ।ଏହାକୁ ପଢିବା ଦ୍ଵାରା ଆପଣଙ୍କ ମନୋରଞ୍ଜନ ହୋଇଯିବ । ତେବେ ବନ୍ଧୁଗଣ ଆଉଆ ଅପେକ୍ଷା ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।
୧. ଜଣେ ବ୍ୟକ୍ତି ମଶାକୁ ପଚାରିଲା –
ଦିନରେ କାହିଁକି ଆମର ରକ୍ତ ପିଇବାକୁ ଆସିଛ ?
ମଶା କହିଲା –
ଓଭରଟାଇମ କରୁଛି ବାବୁ !
ମା ବାପା ଅସୁସ୍ଥ ଅଛନ୍ତି,
ଘରେ ଯବାନ ଭଉଣୀ ଅଛି,
ଆଉ ଝିଅ ବାଲା ଯୌତୁକରେ
ଏକ ଲିଟର ରକ୍ତ ମାଗିଛନ୍ତି ।
୨. ବାପା – ପୁଅ ତୋର ରେଜଲ୍ଟ କଣ ହୋଇଛି
ପପୁ – ବାପା ୮୦% ଆସିଛି ।
ବାପା – କିନ୍ତୁ ମାର୍କସିଟରେ ତ ୪୦ % ଲେଖା ହୋଇଛି ।
ପପୁ – ବାକି ୪୦ % ଆଧାର କାର୍ଡ ଲିଙ୍କ ହେଲେ
ସିଧା ଆକାଉଣ୍ଟକୁ ଆସିବ
ବାପା ଶୁଣି ବେହୋସ ହୋଇଗଲେ………
୩. ମଣିଷ ବିନା ମୁହୂର୍ତରେ ଜନ୍ମ ହୋଇଥାଏ
ଓ ବିନା ମୁହୂର୍ତରେ ମରି ବି ଯାଏ
କିନ୍ତୁ ଜୀବନ ସାରା
ଶୁଭ ମୁହୂର୍ତ ପଛରେ କାହିଁକି ପଡିଥାଏ ।
୪. Me : ଇଏ ନିଅ ରାଇତା
ଅତିଥି – ଇଏ କଳା ବୁନ୍ଦିର ରାଇତା ପ୍ରଥମ ଥର ଦେଖୁଛି
Me : ଛେଳିର ସର୍ତ୍ତ ଥିଲା କି ଯଦି ଦହି ତାର କ୍ଷୀରରେ ତିଆରି ହୋଇଛି
ତେବେ ବୁନ୍ଦି ବି ତାର ହୋଇଥିବା ଦରକାର ।
୫. ଶିକ୍ଷକ – mathର ଫୁଲ୍ ଫର୍ମ କୁହ ??
ଛାତ୍ର – ମୋର ଆତ୍ମା ତୋତେ ହଇରାଣ କରିବ ।
କିନ୍ତୁ ଶିକ୍ଷକ ଆଜି ପର୍ଯ୍ୟନ୍ତ ଚିନ୍ତା କରୁଛନ୍ତି କି
ଛାତ୍ରଟି ଫୁଲ ଫର୍ମ କହିଲା ନା ଅଭିଶାପ ଦେଲା ।
୬. ମାରୁତି ୮୦୦ ଟଙ୍କାରେ ନିଲାମି ହେଉଥିଲା
ସେଥିରେ ବୋଲି ଲାଗିଲା
୨୦ ଲକ୍ଷ, ୨୫ ଲକ୍ଷ, ୪୦ ଲକ୍ଷ
ପପୁ – ଏହି ଭଙ୍ଗା ଗାଡିରେ ଏମିତି କଣ ଅଛି ?
ମାଲିକ କହିଲା – ଏଥିରେ ୨୫ଟି ଆକ୍ସିଡେଣ୍ଟ ହୋଇଛି
ଯେଉଁଥିରେ କେବଳ ସ୍ତ୍ରୀମାନେ ମରୁଛନ୍ତି ।
ପପୁ – ୧ କୋଟି
ଗୋଟିଏ ପୁଅ ଝିଅ ଦେଖିବାକୁ ଯାଇଥିଲା
୭. ତାଙ୍କୁ କଥା ହେବା ପାଇଁ ଏକାଠି ବସାଇ ଦିଆଗଲା
ଝିଅ ଡରି ଡରି କହିଲା – ଭାଇ ଆପଣ କେତେ ଭାଇ ଭଉଣୀ ଅଟନ୍ତି ।
ପୁଅ କହିଲା – ବର୍ତ୍ତମାନ ପର୍ଯ୍ୟନ୍ତ ତ ତିନି ଜଣ ଥିଲୁ ବର୍ତ୍ତମାନ ଚାରିଜଣ ହୋଇଯାଇଛୁ
୮. ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….
ମମ୍ମୀ- ଏବେ ନୁହଁ ପୁଅ,
ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ
ପାପା ଆସିବା ମାତ୍ରେ
ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???
ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ
ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ