ହସିବାର ଏକ ଅଲାଗ ହିଁ ମଜା ଅଛି | କିନ୍ତୁ କିଛି ଲୋକ ଏହି ସୁଯୋଗ ପାଆନ୍ତି ନାହିଁ | ସେମାନେ ସେମାନଙ୍କର ଦୈନଦିନ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି ଯେ ହସିବାର ସମୟ ନାହିଁ | ସେଇଠି ଆଉ କିଛି ଲୋକ ନିଜ ଜୀବନର ଦୁଃଖ କାରଣରୁ ଚିନ୍ତିତ ରୁହନ୍ତି । ଏହି ପରିସ୍ଥିତିରେ ଜୋକ୍ସ ବହୁତ କାମରେ ଆସିଥାଏ | ଏଗୁଡିକ ଆପଣଙ୍କ ମୁଡ କୁ ଫ୍ରେସ କରିବାରେ ମାହିର ହୋଇଥାନ୍ତି | ଏଗୁଡିକ ପଢିବା ପରେ ଆପଣ ଏକଦମ ରିଲାକ୍ସ ଅନୁଭବ କରନ୍ତି | ବାସ ଏହି କାରଣରୁ ଆମେ ଆପଣଙ୍କ ପାଇଁ ପୁଣି କିଛି ନୂଆ ଜୋକ୍ସ ନେଇ ଆସିଛୁ । ଗୋଟିଏ ବସ ଘାଇରେ ଗାଳି ପଡିଲା
୧. ଜଣେ ସ୍ତ୍ରୀ ଲୋକ ଶ୍ମଶାନରେ ଗୋଟିଏ କବର ଉପରେ ବସିଥିଲା
ଜଣେ ପଥଚାରି ପଚାରିଲେ କି
କବର ଉପରେ ବସିଛ ଡର ଲାଗୁନି ?
ସେ କହିଲା ଡର କାଁହିଁକି ଲାଗିବ
କବର ଭିତରେ ଗରମ ଲାଗୁଥିଲା
୨. ଝିଅ – ଆଜି ପକାଅ ନାହିଁ
ପୁଅ – କାହିଁକି ?
ଝିଅ – କାଲି ତୁମେ ପକେଇକି ଶୋଇ ଯାଇ ଥିଲ
ବହୁତ କଷ୍ଟ ହେଲା
ମୋତେ ଲାଗୁଛି ଏହି ଆଇ ଡ୍ରପ ବେକାର ଅଟେ…..
୩. ପପୁ ବସ ରେ ଠିଆହୋଇଥିଲା, ବସ ବ୍ରେକ ମାରିବାରୁ ଗୋଟେ ଝିଅ ଉପରେ ପଡିଗଲା ।
ଝିଅଟି କହିଲା ବଦମାସ କଣ କରୁଛୁ ?
ପପୁ ଜବାବ ଦେଲା – ITI, ଆଉ ତୁମେ ।
୪. ଶିକ୍ଷକ: ବିଜୁଳି କେଉଁଠୁ ଆସେ ।
ଛାତ୍ର: ମାମୁଁ ଙ୍କ ଘରୁ,
ଶିକ୍ଷକ: ଏହା କେମିତି ।
ଛାତ୍ର: ଯେତେ ବେଳେ ବି ବିଜୁଳି ଚାଲିଯାଏ ବାପା କୁହନ୍ତି କାଟିଦେଲେ ଶଳା ମାନେ ।
୫.ପତି: ଆସ ତୁମର ବ୍ୟାଟେରୀ ଚାର୍ଜ କରି ଦେଉଛି
ପତ୍ନୀ: ରାତିରେ ତ କରିଥିଲି
ପତି: ଆଉ ଥରେ କରିଦେଉଛି
ପତ୍ନୀ: ନା, ଜାନୁ ଏମିତି ତ ବ୍ୟାଟେରୀ ଜଲ୍ଦି ଫୁଲିଯାଏ
୬. ଦିନେ ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ଓ ନିଜ ସ୍ଵାମୀକୁ ପଚାରିଲା complete ଏବଂ finish ରେ କଣ ଫରକ ଥାଏ ?
ସ୍ଵାମୀ- ଆରେ ଶୁଣ ଯେମିତି ମୁଁ ତମକୁ ମିଳିଗଲି ତମେ complete ହେଇଗଲ । ସେମତି ତମେ ମୋ ଜୀବନକୁ ଆସିଲ ମୁ finish ହେଇଗଲି, ବୁଝିଲ ତ ।
ଆମେ ଛାତ ଉପରେ ଚଢିଲୁ
ଗୁଡି ଉଡାଇବା ବାହାନାରେ,
ପଡୋଶୀ ଭାଉଜ ବି ଆସିଲେ
କପଡା ଶୁଖାଇବା ବାହାନାରେ
ସ୍ତ୍ରୀ ଯେତେବେଳେ ଏହା ଦେଖିଲା
ତେବେ ସେ ବି ବାଡି ନେଇ ଆସିଲା
ମାଙ୍କଡ ଘୋଡାଇବା ବାହାନାରେ ।
୭. କାଲି ତ ମୋ ପଡୋସନ Full Mood ରେ ଥିଲା
କହିଲା ଯାହା ମାଗିବ କଥା ମାଗ…
ସାଲା ମୁଁ ବି ମଉକାର ଫାଇଦା ଉଠେଇ
Wifi ର Password ମାଗି ଦେଲି…
ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ