ଓଡିଆ ଜୋକ୍ସ: କାଲି ତ ମୋ ପଡୋସନ Full Mood ରେ ଥିଲା, କହିଲା ଯାହା ମାଗିବ କଥା ମାଗ…ସାଲା ମୁଁ ବି ମଉକାର ଫାଇଦା ଉଠେଇ…

ହସିବାର ଏକ ଅଲାଗ ହିଁ ମଜା ଅଛି | କିନ୍ତୁ କିଛି ଲୋକ ଏହି ସୁଯୋଗ ପାଆନ୍ତି ନାହିଁ | ସେମାନେ ସେମାନଙ୍କର ଦୈନଦିନ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି ଯେ ହସିବାର ସମୟ ନାହିଁ | ସେଇଠି ଆଉ କିଛି ଲୋକ ନିଜ ଜୀବନର ଦୁଃଖ କାରଣରୁ ଚିନ୍ତିତ ରୁହନ୍ତି । ଏହି ପରିସ୍ଥିତିରେ ଜୋକ୍ସ ବହୁତ କାମରେ ଆସିଥାଏ | ଏଗୁଡିକ ଆପଣଙ୍କ ମୁଡ କୁ ଫ୍ରେସ କରିବାରେ ମାହିର ହୋଇଥାନ୍ତି | ଏଗୁଡିକ ପଢିବା ପରେ ଆପଣ ଏକଦମ ରିଲାକ୍ସ ଅନୁଭବ କରନ୍ତି | ବାସ ଏହି କାରଣରୁ ଆମେ ଆପଣଙ୍କ ପାଇଁ ପୁଣି କିଛି ନୂଆ ଜୋକ୍ସ ନେଇ ଆସିଛୁ । ଗୋଟିଏ ବସ ଘାଇରେ ଗାଳି ପଡିଲା

୧. ଜଣେ ସ୍ତ୍ରୀ ଲୋକ ଶ୍ମଶାନରେ ଗୋଟିଏ କବର ଉପରେ ବସିଥିଲା

ଜଣେ ପଥଚାରି ପଚାରିଲେ କି

କବର ଉପରେ ବସିଛ ଡର ଲାଗୁନି ?

ସେ କହିଲା ଡର କାଁହିଁକି ଲାଗିବ

କବର ଭିତରେ ଗରମ ଲାଗୁଥିଲା

୨. ଝିଅ – ଆଜି ପକାଅ ନାହିଁ

ପୁଅ – କାହିଁକି ?

ଝିଅ – କାଲି ତୁମେ ପକେଇକି ଶୋଇ ଯାଇ ଥିଲ

ବହୁତ କଷ୍ଟ ହେଲା

ମୋତେ ଲାଗୁଛି ଏହି ଆଇ ଡ୍ରପ ବେକାର ଅଟେ…..

୩. ପପୁ ବସ ରେ ଠିଆହୋଇଥିଲା, ବସ ବ୍ରେକ ମାରିବାରୁ ଗୋଟେ ଝିଅ ଉପରେ ପଡିଗଲା ।

ଝିଅଟି କହିଲା ବଦମାସ କଣ କରୁଛୁ ?

ପପୁ ଜବାବ ଦେଲା – ITI, ଆଉ ତୁମେ ।

୪. ଶିକ୍ଷକ: ବିଜୁଳି କେଉଁଠୁ ଆସେ ।

ଛାତ୍ର: ମାମୁଁ ଙ୍କ ଘରୁ,

ଶିକ୍ଷକ: ଏହା କେମିତି ।

ଛାତ୍ର: ଯେତେ ବେଳେ ବି ବିଜୁଳି ଚାଲିଯାଏ ବାପା କୁହନ୍ତି କାଟିଦେଲେ ଶଳା ମାନେ ।

୫.ପତି: ଆସ ତୁମର ବ୍ୟାଟେରୀ ଚାର୍ଜ କରି ଦେଉଛି

ପତ୍ନୀ: ରାତିରେ ତ କରିଥିଲି

ପତି: ଆଉ ଥରେ କରିଦେଉଛି

ପତ୍ନୀ: ନା, ଜାନୁ ଏମିତି ତ ବ୍ୟାଟେରୀ ଜଲ୍ଦି ଫୁଲିଯାଏ

 

୬. ଦିନେ ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ଓ ନିଜ ସ୍ଵାମୀକୁ ପଚାରିଲା complete ଏବଂ finish ରେ କଣ ଫରକ ଥାଏ ?

ସ୍ଵାମୀ- ଆରେ ଶୁଣ ଯେମିତି ମୁଁ ତମକୁ ମିଳିଗଲି ତମେ complete ହେଇଗଲ । ସେମତି ତମେ ମୋ ଜୀବନକୁ ଆସିଲ ମୁ finish ହେଇଗଲି, ବୁଝିଲ ତ ।

ଆମେ ଛାତ ଉପରେ ଚଢିଲୁ

ଗୁଡି ଉଡାଇବା ବାହାନାରେ,

ପଡୋଶୀ ଭାଉଜ ବି ଆସିଲେ

କପଡା ଶୁଖାଇବା ବାହାନାରେ

ସ୍ତ୍ରୀ ଯେତେବେଳେ ଏହା ଦେଖିଲା

ତେବେ ସେ ବି ବାଡି ନେଇ ଆସିଲା

ମାଙ୍କଡ ଘୋଡାଇବା ବାହାନାରେ ।

୭. କାଲି ତ ମୋ ପଡୋସନ Full Mood ରେ ଥିଲା

କହିଲା ଯାହା ମାଗିବ କଥା ମାଗ…

ସାଲା ମୁଁ ବି ମଉକାର ଫାଇଦା ଉଠେଇ

Wifi ର Password ମାଗି ଦେଲି…

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *