ବୁଦ୍ଧିଆ ଭାଲୁ ଆଗରେ ମାନିଲା ହାର ମଣିଷର ବୁଦ୍ଧି…ଭିଡିଓ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଭାଲୁକୁ ମଣିଷ ଦେଖିଲେ ଭୟରେ ଥର ଥର ହେବା ନିଶ୍ଚିନ୍ତ କିନ୍ତୁ ଭାଲୁର କାରନାମା ମଣିଷ ଜୀବନ ବଞ୍ଚାଇବା ପାଇଁ ଚାଲିଛି । ଏହା ଆପଣଙ୍କୁ ବିଶ୍ଵାସ ହେଉ ନଥିବା କିମ୍ବା ଆଓନ କିଛି ବୁଝିପାରିନଥିବେ । ତେବେ ଚାଲନ୍ତୁ ଆଉ ଡେରି କଣ ପାଇଁ କରିବା ଆସନ୍ତୁ ଜାଣିବା କିଭଳି ଭାବରେ ଭାଲୁ ନିଜର ବୁଦ୍ଧିକୁ ଦେଖାଇଛି ଏବଂ ତା ବୁଦ୍ଧି ଆଗରେ ମଣିଷ ବି ହାର ମାନିବ । କାରଣ ମଣିଷ ଠାରୁ ଭାଲୁ ଆହୁରି ଅଧିକ ସଚେତନ ଥିବା ଜଣା ପଡିଛି ଯାହା ଆଶ୍ଚର୍ଯ୍ୟଜନକ ନିହାତି ଅଟେ ।

ବିଶାଳ କାୟ ଭାଲୁଟି ରାସ୍ତାରେ ବୁଲୁଥିବାର ନଜର ଆସିଥିଲା । ଏହି ଏଭଳି ରାସ୍ତାରେ ଭୁଲୁଥିବା ଭାଲୁର କାର୍ଯ୍ୟକଳାପ ମଧ୍ୟ ନଜର ଆସିଥିଲା । ଏଭଳି ଏକ ଭାଲୁକୁ ଆପଣ ରାସ୍ତାରେ ବୁଲୁଥିବାର ଦେଖି ଭୟଭୀତ ହୋଇ ଥରିବାକୁ ଲାଗିବେ ନିହାତି ଭାବରେ । ହେଲେ ତାର କାର୍ଯ୍ୟ ଦେଖିବା ପରେ ଆପଣ କହିବେ ଭାଲୁ ବାହାରେ ବୁଲିଲେ ଆମର ମଙ୍ଗଳ ହେବ ।

କାରଣ ତାର କାର୍ଯ୍ୟ  ସେହିଭଳି ହିଁ କିଛି ଆଶ୍ଚର୍ଯ୍ୟକର । ଭିଡିଓରେ ନଜର ଆସିଥିବା ଭାଲୁଟି ମଣିଷ ଭଳି ଅଭିନୟ କରିଛି ଅର୍ଥାତ ରାସ୍ତା କଡରେ ଏକ ଟ୍ରାଫିକ କୋଣ ପଡିଥିଲା । ଆଉ ତାହାକୁ ଭାଲୁ ଅତି ଚତୁରତା ସହ ଉଠାଇ ସିଧା କରି ଠିଆ କରାଇଲା ଆଉ ସେହିଠାରୁ ଆଗକୁ ଚାଲିଗଲା । ଯେମିତି ଭାଲୁଟି କେବଳ ସେହି ଟ୍ରାଫିକ କୋଣଟିକୁ ଉଠାଇବା ପାଇଁ ଆସିଥିଲା ।

ଭାଲୁଟି ନିଜ ପାଟିରେ ତାହାକୁ କାମୁଡି ସିଧା କରି ଠିଆ କରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ଯେକେହିବି ଦେଖିବ ଚକିତ ନିହାତି ଭାବରେ ହୋଇଯିବ । ଏହାକୁ ଦେଖିବା ପରେ ଲାଗୁଛି ଯେମିତି ଯାହାକୁ ମଣିଷ ବୁଝିପାରୁନାହାନ୍ତି ତାହାକୁ ଭାଲୁଟି ବୁଝିଯାଇଛି ବୋଧ ହୁଏ । ଭାଲୁ ଏକ ଭୟଙ୍କର ପ୍ରାଣୀ ହେବା ସତ୍ବେ ମଧ୍ୟ ନିଜର ପ୍ରଖର ବୁଦ୍ଧି ଦେଖାଇଛି ।

ଭାଲୁର ଏହି ବୁଦ୍ଧି ଆଗରେ ସତରେ କୌଣସି ମଣିଷର ବୁଦ୍ଧି ମଧ୍ୟ ସରି ହେବ ନାହିଁ । ଭାଲୁକୁ ସଲାମ ଏଠାରେ ଭାଲୁ ମଣିଷକୁ ଏକ ବହୁତ ବଡ ଶିକ୍ଷାଟିଏ ଦେଇଗଲା । ଆଶା କରୁଛୁ ଏହାପରେ ମାନବଜାତି ସଚେତନ ହେବ ନିଶ୍ଚୟ । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *