ପ୍ରେମିକା ଡାକ୍ତରାଣୀଙ୍କ ପାଇଁ ଚାଲିଗଲା DJ ଆଜେକ୍ସଙ୍କ ଜୀବନ, କହୁ କହୁ କାନ୍ଦି ପକେଇଲେ ସାଙ୍ଗ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କର ଅତି ପ୍ରିୟ କଳାକାର ଡିଜେ ଆଜେକ୍ସ ଅକ୍ଷୟଙ୍କର ଚାଲିଗଲା ଜୀବନ ! ତେବେ ଏବେ ଏବେ ବହୁତ ବଡ ଏକ ଦୁଃଖ ଖବର ଆସି ପହଞ୍ଚିଛି । ତେବେ ଓଡିଶାର ବହୁ ଜଣାଶୁଣା ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କର ଏକ ସନ୍ଦେହ ଜନକ ଭାବରେ ପରଲୋକ ଘଟିଛି । ତେବେ ଡିଜେ ଆଜେକ୍ଷ ଅକ୍ଷୟ ଘରେ ଆତ୍ମହତୟଆ ଉଦ୍ୟମ କରିଥିବା ବେଳେ ଘର ଲୋକେ ଏହାକୁ ଯାନିଯାଇଥିଲେ ।

ତାପରେ ସଙ୍ଗେ ସଙ୍ଗେ ଅକ୍ଷୟଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃ-ତ ଘୋଷଣା କରିଥିଲେ । ତେବେ ଡିଜେ ଆଜେକ୍ଷଙ୍କର mrutyu ସନ୍ଦେହ ଘେରରେ ଥିବା ସମୟରେ ଅକ୍ଷୟଙ୍କ ଘର ଲୋକେ ଏହାକୁ ହତୟଆ ବୋଲି ପ୍ରଶ୍ନ ଉଠାଇଛନ୍ତି । ତେବେ ଏହାରି ଭିତରେ ଆଉ ଜଣଙ୍କ ଚେହେରା ସାମ୍ନାକୁ ଆସିଯାଇଛି । ତେବେ ଅକ୍ଷୟଙ୍କର mrutyu ପଛରେ ସେହି ଚେହେରାର ହାତ ରହିଛି ବୋଲି ଚର୍ଚା ଉଠୁଛି ।

ତେବେ ଡିଜେ ଆଜେକ୍ଷଙ୍କର ଜଣେ ଡାକ୍ତରାଣୀ ପ୍ରେମିକାକୁ ଭଲ ପାଉଥିଲେ । ତେବେ ଅକ୍ଷୟଙ୍କର mrutyu ପଛରେ ସେହି ପ୍ରେମିକାଙ୍କର ହାତ ରହିଛି ବୋଲି ଡିଜେ ଆଜେକ୍ଷଙ୍କର ସାଙ୍ଗ ଏହି କଥା ସାମ୍ନାକୁ ଆଣିଛନ୍ତି । ତେବେ ଜଣେ ଅତି ସୁନ୍ଦରୀ ନାରୀର ପ୍ରେମ ଜାଲରେ ପଡିଯାଇଥିଲେ ଡିଜେ ଆଜେକ୍ଷ ଅକ୍ଷୟ । ତେବେ ସେହି ଝିଅ ଜଣଙ୍କ ଡାକ୍ତରୀ ମଧ୍ୟ ପଢୁଥିଲେ । ତେବେ ଡିଜେ ଆଜେକ୍ଷ ଅକ୍ଷୟଙ୍କର ସାଙ୍ଗ କହିଛନ୍ତି ।

ଯେ ଅକ୍ଷୟର ପ୍ରେମିକା ପାଇଁ ଆଜି ଅକ୍ଷୟର ଜୀବନ ଚାଲିଗଲା । କାରଣ ଅକ୍ଷୟର ପ୍ରେମିକାର ବହୁତ କିଛି ଡିମାଣ୍ଡ ରହୁଥିଲା । ଯାହାକୁ ପୂରଣ କରିବା ଏତେ ମାତ୍ରାରେ ଅସମର୍ଥ ହୋଇପ ଡିଥିଲେ ଡିଜେ ଆଜେକ୍ଷ ଅକ୍ଷୟ । ତେବେ ଯଦିଓ ସମସ୍ତଙ୍କର ଅତି ପ୍ରିୟ ଡିଜେ ଆଜେକ୍ଷ ଅକ୍ଷୟ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି । ତେବେ ତାଙ୍କ ସନ୍ଦେହ ଜନକ mrutyu ପାଇଁ ଏବେ ଚର୍ଚା ହେବାରେ ଲାଗିଛି ।

ତେବେ ସତରେ କଣ ଡିଜେ ଆଜେକ୍ସ ଅକ୍ଷୟଙ୍କର mrutyu ପାଇଁ ତାଙ୍କ ସୁନ୍ଦରୀ ପ୍ରେମିକା ଜଣଙ୍କ ଦାୟୀ କି ନାହିଁ ପୋଲିସ ତଦନ୍ତ କରିଲେ ହିଁ ସଠିକ ତଥ୍ୟ ସାମ୍ନାକୁ ଆସିବ ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *