ବିଧାନସଭା ପାଲଟିଲା ଜେଲ୍ ! ଦୀର୍ଘ 19 ବର୍ଷ ପରେ ରାଗ ସୁଝାଇଲେ ବିଧାୟକ…ସାଙ୍ଗ ହେଲେ ବାଚସ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଧାନସଭା ପାଲଟିଲା ଜେଲ୍ ! ୧୯ ବର୍ଷ ପରେ ରାଗ ସୁଝାଇଲେଲେ ବିଧାୟକ । ବିଧାନସଭାର ବାଚସ୍ପତି ସାଜିଲେ କିଛି ସମୟ ପାଇଁ ଜଜ୍ । ପୋଲିସଙ୍କ ଦୁର୍ବ୍ୟବହାର ପାଇଁ ଗୋଟିଏ ଦିନ ପାଇଁ ହାଜତରେ ପଶିଲା ପୋଲିସ ! ତେବେ ସମସ୍ତେ ଜାଣନ୍ତି ଏହା କି ଯେ ଅଭିଯୁକ୍ତଙ୍କ ଉପରେ ଯାହା ସବୁ କାର୍ଜ୍ୟନୁଷ୍ଠାନ ନିଆଯାଇଥାଏ । ତାହା ସବୁ କୋର୍ଟରେ ହିଁ କୋର୍ଟ ଜଜ୍  ଦ୍ଵାରା କରାଯାଇଥାଏ ।

ହେଲେ ଉତ୍ତରପ୍ରଦେଶରେ ଏପରି କିଛି ଘଟଣାର ଖବର ଶୁଣିବାକୁ ମିଳିଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏପରି କିଛି ଘଟଣା ଉତ୍ତରପ୍ରଦେଶରୁ ଶୁଣିବାକୁ ମିଳିଛି । ତେବେ ୨୦୦୪ ମସିହାରେ ମୁଲାମସିଁ ଯାଦଭ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଘୋଷିତ ବିଦ୍ୟୁତ କାଟ ପାଇଁ କାନପୁରରେ ଆନ୍ଦୋଳନ କରୁଥିଲା ବିଜେପି ଦଳ । ବିଜେପିର କାନପୁର ବିଧାୟକ ସାଲ୍ଲିଳ ବିସ୍ୱୋଇ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସେତେବେଳେ ଆନ୍ଦୋଳନର ନେତୃତ୍ଵ ନେଉଥିଲେ  ବର୍ତ୍ତମାନର ଉତ୍ତରପ୍ରେଦେଶର ବାଚସ୍ପତି ସତୀଶ ମହାନା । ତେବେ ଆନ୍ଦୋଳନ ତୀବ୍ରତର ହେବାରୁ ଲାଠି ଚାର୍ଜ କରିଥିଲା ପୋଲିସ ଦଳ । ତେବେ ଏହା ଫଳରେ ବିଧାୟକ ସତିଶ ବିସ୍ୱୋଇଙ୍କ ଗୋଡ ଭାଙ୍ଗି ଯାଇଥିଲା ।  ତେବେ ଏଥି ଯୋଗୁ ୬ ଜଣ ପୋଲିସଙ୍କ ନାମରେ ଅଭିଯୋଗ ବିଧାନସଭାରେ ଏହା ଉପରେ ବିଚାର କରଯାଇଥିଲା । ବିଧାନସଭା ୨୦୦୫ ମସିହାରେ ସବୁ ପୋଲିସ ମାନଙ୍କୁ ଦୋଷୀ ମଧ୍ୟ ସାବ୍ୟସ୍ଥ କରିଥିଲା ।

ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ ୧୭ ବର୍ଷ ଭଳି ବିତିଯାଇଥିଲେ । ସୁଦ୍ଧା ଦୋଷୀ ମାନଙ୍କୁ କିଛି ଦଣ୍ଡ ମିଳିପାରିନଥିଲା । ତେବେ ଗତ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବିଧାନସଭାରେ ବାଚସ୍ପତି ସେହି ଘଟଣା ପାଇଁ ୬ ଜଣ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଗୋଟିଏ ଦିନ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସମ୍ବିଧାନର ଧାରା ୧୯୪ ଅନୁଯାଇ ବିଧାନସଭାର ସଦସ୍ୟଙ୍କ ପାଖରେ ଥିବା ବିଶେଷ ଅଧିକାର ଦ୍ଵାରା ବାଚସ୍ପତି ଏଭଳି କିଛି ପଦକ୍ଷେପ ନେଇପାରିଲେ ।

ତେବେ ବିଧାନସଭାରେ ଥିବା ଜେଲ୍ ରେ ସେହି ୬ ଜଣ ପୋଲିସଙ୍କୁ ରଖାଯାଇଥିଲା ।  ତେବେ ଜେଲ୍ କାରାବାଶର ଅବଧି ଶେଷ ହେବ ପରେ ସେହି ୬ ଜଣ ଅଭିଯୁକ୍ତ ମୁକୁଳି ପାରିଛନ୍ତି । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *