ନମସ୍କାର ବନ୍ଧୁଗଣ, ଦିନେଶ ଏବଂ ଦୀପିକା ଘଟଣା ମାମଲାରେ ଦୀପିକା ବେସ ଚର୍ଚ୍ଚାରେ ରହିଥିଲେ ଦିନେଶଙ୍କ ଘର ଆଗରେ ବସିଥିବା ସମୟରେ । ସେତେବେଳେ ଚର୍ଚ୍ଚାରେ ଥିବା ଦୀପିକା ଖବର ଅନୁଯାୟୀ ପୁଣି ଥରେ ଚର୍ଚ୍ଚାର ପାତ୍ରୀ ହୋଇ ସାମ୍ନାକୁ ଆସିଛନ୍ତି । ଶେଷରେ ଦୀପିକା ହରାଇ ଦେଲେ ନିଜର ଧର୍ଯ୍ୟ ଆଉ ରାସ୍ତା ମଝିରେ ଯାହା କଲେ ତାହା ହୁଏତ ଆଉ କୌଣସି ମହିଳା କରିବା ପାଇଁ ସାହସ କରିବ ନାହିଁ ।
ମହିଳା ହୋଇ ଯୁବକକୁ ପାଣି ପିଆଇଦେଲେ k. ଦୀପିକା । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ସୂଚନା ଅନୁଯାୟୀ ଜଣେ ଯୁବକ ଦୀପିକାଙ୍କୁ ରାସ୍ତା ମଝିରେ କମେଣ୍ଟ କରିଥିଲା । ଆଉ ତାହାର ଜବାବ ଦେବାକୁ ଯାଇ ତାତି ଉଠିଥିଲେ ଦୀପିକା । ଗୋ-ଇ-ଠା, ବି-ଧା, ଚା-ପ-ଡା ମ-ଆରି ମ-ଆରି ସେହି ଯୁବକଙ୍କୁ ନୈୟାନ୍ତ କରିଦେଲେ ଦୀପିକା । ଉକ୍ତ ବ୍ୟକ୍ତିର ସାର୍ଟ ଧରି ଫା-ଡି-ଦେଲେ ଦୀପିକା । ରାସ୍ତା ମଝିରେ ଉତ୍ୟକ୍ତ ହୋଇଗଲେ ତାଙ୍କର କମେଣ୍ଟ ଶୁଣିବା ପରେ ଦୀପିକା ।
କାହାରି କଥା ମଧ୍ୟ ଶୁଣି ନଥିଲେ ବହେ ମନ ଶାନ୍ତିରେ ସେହି ଯୁବକକୁ ଛେ-ଚି ଦେଇଗଲେ ଦୀପିକା । ରାସ୍ତା ମଝିରେ ଲୋକ ଭିଡ ଜମିଥାଏ ହେଲେ ତଥାପି ଦୀପିକା ଏସବୁକୁ ଖାତିର ନକରି ତାଙ୍କୁ ମନ ଶାନ୍ତିରେ ନିଧୂମ ମ-ଆଡ ମ-ଆରିଥିଲେ ଦୀପିକା ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମପୁର ଟ୍ରାଫିକ ଥାନା ନିକଟସ୍ଥ ସାହିରେ ଦୀପିକାଙ୍କୁ ଜଣେ ଯୁବକ କମେଣ୍ଟ ମ-ଆରିଥିବାର ଅଭିଯୋଗ ହୋଇଛି ।
କମେଣ୍ଟ ମ-ଆରିବା ପରେ ଉକ୍ତ ଯୁବକକୁ ନିଜ ଦୋକାନରେ ଜବତ କରି ରଖିଥିଲେ ଦୀପିକା । ଏହାପରେ ଅଟକ ରଖିଥିବା ଯୁବକ ଜଣଙ୍କୁ ନିଜ ସମର୍ଥକଙ୍କ ଦ୍ଵାରା ଆ-କ୍ର-ମ-ଣ କରିଥିଲେ । ଏହା ପରେ ରାସ୍ତା ମଝିରେ ଦୀପିକା ଏବଂ କିଛି ଯୁବକଙ୍କ ମଧ୍ୟରେ ମା-ର-ପି-ଟ ଆରମ୍ଭ ହୋଇଥିଲା । ଏଭଳି ଘମାଘୋଟ ଝଗଡା ହେଲା କି ଦୀପିକାଙ୍କ ଦେହରେ ଶାଢୀ ମଧ୍ୟ ନଥିଲା
ଏହାର ସୂଚନା ପାଇବା ପରେ ଟାଉନ ଥାନା ପୋଲିସ ପରିସ୍ଥିତିକୁ ଆୟତ୍ତ କରି ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି କରିଛନ୍ତି । ଉକ୍ତ ଯୁବକଙ୍କ ପ୍ରତି ଦୀପିକାଙ୍କର ଏଭଳି କାର୍ଯ୍ୟନୁଷ୍ଠାନ ନେବା ଉଚିତ କି ନାହିଁ ଏହା ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।