ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଯାହା ବିଷୟରେ ଜାଣିଲେ ଆପଣ ମାନେ ଦୁଃଖିତ ହୋଇଯିବେ । ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି ।
ତେବେ ପିନ୍ଟୁ ନନ୍ଦଙ୍କର ଲିଭର ସଂପୂର୍ଣ୍ଣ ଡାମେଜ ହୋଇଯାଇ ତାଙ୍କ ସ୍ଵାସ୍ଥବସ୍ତା ଅତି ସଙ୍କଟାପର୍ଣ୍ଣ ମଧ୍ୟ ହୋଇଯାଇଥିଲା । ତେବେ ଭୁବନେଶ୍ବରରୁ ଦିଲ୍ଲୀ ଦିଲ୍ଲୀରୁ ହାଇଦ୍ରାବାଦ ଯାଇ ଚିକିତ୍ସିତ ହୋଇ ମଧ୍ୟ ଏବେ ଶୁଣିବାକୁ ମିଳିଛି ଏକ ବହୁତ ବଡ ଦୁଃଖନୀୟ ଖବର ! ତେବେ ଓଡିଆ ଅଭିନେତା ପିନ୍ଟୁ ନନ୍ଦଙ୍କର ପରଲୋକ ଘଟିଛି ।
ତେବେ ଗତ କାଲି ରାତିରେ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତା ବହୁତ ଗୁରୁତର ହୋଇଯାଇଥିଲା । ତେବେ ଡାକ୍ତର ମଧ୍ୟ ପିନ୍ଟୁଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । ତେବେ ଡାକ୍ତର ମାନଙ୍କ ଆପ୍ରାଣ ଉଦ୍ୟମ ସତ୍ବେ ମଧ୍ୟ କିଛି ସଫଳ ହୋଇପାରିନଥିଲା । ତେବେ ଶେଷରେ ଆଖି ବୁଝି ଦେଇଥିଲେ ଓଡିଆ କଳାକାର ପିନ୍ଟୁ ନନ୍ଦ ! ତେବେ ଗତ କାଲି ରାତି 11 ତା ସମୟରେ ପିନ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
ତେବେ ଡାକ୍ତର ମାନେ ପିନ୍ଟୁଙ୍କ ପରିବାର ଲୋକଙ୍କ ନିକଟରେ ଘୋଷଣା କରିଥିଲେ କି ! ପିନ୍ଟୁ ଆଉ ନାହାନ୍ତି । ତେବେ ପିନ୍ଟୁ ମଧ୍ୟ ଚାଲି ଯିବା ପୂର୍ବରୁ ନିଜ ପରିବାର ଲୋକଙ୍କୁ ଦେଖିବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ସେ କଣ ଜାଣିଥିଲେ । ଯେ ଏହି ଆଜିକାର ଦେଖାସାକ୍ଷାତ ତାଙ୍କ ଜୀବନର ସବୁଦିନ ପାଇଁ ଶେଷ ସାକ୍ଷାତ ହୋଇଯିବ । ତେବେ ପିନ୍ଟୁ ନନ୍ଦଙ୍କର ପରଲୋକ ପରେ ଓଡିଆ ସିନେ ଜଗତରେ ଏକ ବହୁତ ବଡ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ତେବେ ପିନ୍ଟୁ ନନ୍ଦଙ୍କର ପରଲୋକରେ ସାରା ଓଡିଶାବାସୀ ଓ ସିନେ କଳାକାର ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା । ବହୁତ ବଡ ଭଲ କଳାକାରଙ୍କୁ ଆମେ ଆମ ଗହଣରୁ ହରାଇ ବସିଲୁ । ତେବେ ପିନ୍ଟୁ ନନ୍ଦଙ୍କ ଅମର ଆତ୍ମାର ସଦଗତି ହେଉ ବୋଲି ଓଡିଶା ବ୍ୟାପୀ ସମସ୍ତଙ୍କର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ରହୁଛି ।