ଆକାଶରୁ ଖସିଲା ଅଦ୍ଭୁତ ବସ୍ତୁ ! ଭୟରେ ଦୌଡିଲେ ଲୋକେ… ଆସୁଛି କି ବଡ ବିପଦ ?

ନମସ୍କାର ବନ୍ଧୁଗ । ସୂଚନା ଅନୁସାରେ ଆସୁଛି କି ମହାବିପତ୍ତି ! ମହାକାଶରୁ ଖସିଲା ବିଶାଳ ଏକ ପେଣ୍ଡୁ । ତେବେ ଏହା ଖସିବା ପଛରେ କଣ ରହିଛି ରହସ୍ୟ ? ତେବେ ହଁ ବନ୍ଧୁଗଣ ଜାପାନର ଏକ ଉପକୂଳବର୍ତ୍ତୀ ସମୁଦ୍ର ତଟ ଏରିଆରେ ଏକ ଧାତୁ ନିର୍ମିତ ପେଣ୍ଡୁ ସଦୃଶ ଏକ ଜିନିଷଟି ଖସି ପଡିଛି । ତେବେ ଏହି ଅଦ୍ଭୁତ ପେଣ୍ଡୁକୁ ଦେଖିବା ପରେ ସମୁଦ୍ର ତଟରେ ଉପସ୍ଥିତ ଥିବା ସମସ୍ତଙ୍କ ମନରେ ଭୟର ଏକ ଛାୟା ଖେଳିଯାଇଥିଲା ।

ତେବେ ପେଣ୍ଡୁର ସାଇଜ ପାଖାପାଖି ଦେଢ ମିଟର ଭଳି ହେବ । ତେବେ ଗତ ମଙ୍ଗଳବାର ଦିନ ହଟାତ ଭାବରେ ଉପକୂଳବର୍ତ୍ତୀ ସମୁଦ୍ର ପାଖରେ ଆକାଶରୁ ଏକ ପେଣ୍ଡୁ ଖସିପଡିଥିଲା । ତେବେ ଏତେ ବଡ ଧାତୁ ନିର୍ମିତ ପେଣ୍ଡୁଟି ହଟାତ ଭାବେ ଶୂନ୍ୟ ଶୂନ୍ୟରୁ ଆକାଶରୁ ଖସିବା ଦେଖି ସମୁଦ୍ର ଏରିଆରେ ବୁଲୁଥିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ । ସମସ୍ତେ ନିଜ ନିଜ ଠିଆ ହୋଇଥିବା ଜାଗରୁ ଦୌଡାଦୌଡି କରିବାକୁ ଆରମ୍ଭ କରିଥିଲେ ।

ତେବେ ପେଣ୍ଡୁଟି ଖସିବା ସମୟରେ ସେହି ପାଖ ଏରିଆରେ ଉପସ୍ଥିତ ଥିବା ଜଣେ ମହିଳା ପ୍ରଶାସନୀକ ଅଧିକାରୀଙ୍କୁ ଏହାର ଖବର ଦେଇଥିଲେ । ତାପରେ ଜାପାନ ସେଲ୍ଫ ଡିଫେନସ କମ୍ପାନୀର ବୋମା ନିଷ୍କ୍ରିୟକାରୀ ଟିମର ସଦସ୍ୟ ମାନେ ଉକ୍ତ ଘଟିଥିବା ସ୍ଥାନକୁ ଆସିଥିଲେ । ତେବେ ସେହି ସ୍ଥାନକୁ ଜନସାଧାରଣ ଆସିବା ପାଇଁ ବାରଣ କରି ଦିଆଯାଇଛି । ତେବେ ସେହି ପେଣ୍ଡୁଟି କଣ ଓ ଏଠାକୁ କିପରି ଭାବେ ଆସିଲା ?

ଏହି ସମସ୍ତ ତଥ୍ୟକୁ ଖୋଜିବା ପାଇଁ ଖୋଳତାଡ ମଧ୍ୟ ଆରମ୍ଭ ହୋଇଯାଇଛି । ତାପରେ ଅନେକ ଟିମ ସେଠାକୁ ଆସିବା ସହ ବୈଜ୍ଞାନିକ ଟିମ ମଧ୍ୟ ସେଠାରେ ଆସି ଉପସ୍ଥିତ ହୋଇ ନିଜର ତନାଘନା ଆରମ୍ଭ କରିଦେଇଥିଲେ । ତେବେ ଜାପାନର ନୌସେନା ଓ ପୋଷ୍ଟଗାର୍ଡ ଟିମ ମଧ୍ୟ ସେଠାରେ ଆସି ପହଞ୍ଚି ଏହି ଅଦ୍ଭୁତ ଜିନିଷଟି କଣ ଓ ଏଠାକୁ କାହିଁକି ଆସିଛି ବୋଲି ଯାଞ୍ଚ କରିଥିଲେ ।

ତେବେ ଧାତୁ ନିର୍ମିଅତ ପେଣ୍ଡୁଟି ଉପରେ ଅଧିକରୁ ଅଧିକ ତଥ୍ୟ ହାସଲ କରି ପେଣ୍ଡୁଟିର ସଠିକ ଚିହ୍ନଟ କରିବା ପରେ ହିଁ ପେଣ୍ଡୁ ପଛରେ ଥିବା ଅସଲ ରହସ୍ୟଟି ଜଣା ପଡିବ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *