ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସକାଳୁ ପେପର ପଢି ଜେଲ୍ ରେ ମୁହଁ ଶୁଖେଇଦେଲା ଗୋପାଳ । ଗୋପାଳ ଦାସ ଆଖିରେ ପୁଣି ଥରେ ଜେଲ୍ ରେ ଥିବା ସମୟରେ ଲୁହ ଚାଲିଆସିଥିଲା । ତେବେ ଏହି ଗୋପାଳ ଆଖିରେ ଝରିପଡୁଥିବା ଲୁହ ତାହା ନିକଟ ଅତୀତରେ ଥରେ ମନ୍ତ୍ରୀ ନବ ଦାସଙ୍କ ପୁଅ ଓ ଝିଅ ପାଇଁ ଝରିଥିଲା । ତେବେ ଆଜି ଯେଉଁ ଲୁହ ଗୋପାଳ ଆଖିରୁ ଝରୁଛି । ତାହା ଅନ୍ୟ କାହା ପାଇଁ ନୁହେଁ ବଂର ନିଜର ପରିବାର ପାଇଁ ଗୋପାଳର ଆଖିରେ ଥିଲା ଲୁହ ।

କାରଣ ଗୋପାଳ ପେପରରେ ଆଜି ପଢିବାକୁ ପାଇଥିଲା । ଯେ ଗୋପାଳର ପରିବାର ପ୍ରତି ଭୟ ରହୁଛି । ତେବେ ଗୋପାଳ ଯେଉଁ guli କାଣ୍ଡ କରି ସବୁଦିନ ପାଇଁ ମନ୍ତ୍ରୀ ନବ ଦାସକୁ ଚିର ନିଦ୍ରାରେ ଶୁଆଇ ଦେଇଛି । ସେହି ରାଗ ରଖି ହୁଏତ ଗୋପାଳ ଦାସର ପରିବାରକୁ କିଏ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରେ । ସେଥିପାଇଁ ଅଭିଯୁକ୍ତ ହିସାବରେ ଗୋପାଳକୁ ଜେଲ୍ ରେ ରଖାଯାଇଛି ।
ତେବେ ଜେଲ୍ ରେରହିଥିବା ବେଳେ ଗୋପାଳ ଉପରେ ପ୍ରତିଦିନ କିଛି ନା କିଛି ତଦନ୍ତ ଓ ଖୋଳତାଡ ଜାରୀ ରହୁଛି । ତେବେ ଦୋଷୀ ସାବ୍ୟସ୍ତ ହେଲା ପରେ ଗୋପାଳ ଉପରେ କୋର୍ଟ କଣ କାର୍ଜ୍ଯାନୁଷ୍ଠାନ ନେବ ତାହା ତ ଆଗାମୀ ସମୟରେ ଜଣାପଡିଯିବ । ହେଲେ ଗୋପାଳର ଅନୁପସ୍ଥିତିରେ ଗୋପାଳର ପରିବାରର ଯେ ଏବେ କି ଅବସ୍ଥା ସେହି କଥା ଭାବି ଭାବି ଗୋପାଳ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛି ।

ତେବେ ଗୋପାଳର ଏପରି କାନ୍ଦ କାନ୍ଦ ନିରୀହ ମୁହଁଟି ଏତେ ବ୍ୟସ୍ତ ବିବ୍ରତ ହୋଇପଡିଥିବା ଦେଖି ଗୋପାଳ ରହୁଥିବା ଜେଲ୍ ର ସେଲ ପାଖରେ ରହିଥିବା ୱାଡ଼ର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ନବ ଦାସକୁ ଗୋପାଳ ମ-ଆ ରିଛି ଏହି କଥା ସବୁଆଡେ ଚର୍ଚା ଚାଲିଛି । ତେବେ ଏହି କଥାର ପ୍ରତିଶୋଧ ନେବାକୁ ଯାଇ ଗୋପାଳର ପରିବାର ଉପରେ କିଏ ଯେ କେଉଁ ମୂହୁର୍ତ୍ତରେ ଅ-ଟା-କ କରିବ ।
ଏହା ଛଡା କୌଣସି ପ୍ରକାର କ୍ଷତି ଗୋପାଳର ପରିବାରକୁ ଗୋପାଳର ଅନୁପସ୍ଥିତିରେ ସହିବାକୁ ପଡିବ । ଏହି ସବୁ କଥାକୁ ମନେ ପକାଇ ଭାବି ଭାବି ଗୋପାଳ ଆଜି ଖବର କାଗଜ ପଢୁ ପଢୁ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

