ନମସ୍କାର ବନ୍ଧୁଗଣ, ମିନତୀ ବହିଦାର ସିଧା ସଳଖ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି କିଛି ଏମିତି କଥା ଯାହା ବିଜୁ ଜନତା ଦଳ ପାଇଁ ଏକ ଲଜ୍ୟା ଅଟେ । ନବୀନ ବିଜୁ ଜନତା ଦଳ ପାଇଁ ଉପଯୁକ୍ତ ନୁହନ୍ତି ବରଂ ତାଙ୍କ ବାପା ବିଜୁ ପଟ୍ଟନାୟକ ଉପଯୁକ୍ତ ବୋଲି ସେ କହିଛନ୍ତି । ନବୀନ ବମ୍ବେରୁ ଝିଅଙ୍କୁ ଆଣି ଲ-ଙ୍ଗ-ଳା ନାଚ କାରାଉଥିବା ଭଳି ବଡ କଥା ମଧ୍ୟ କହିଛନ୍ତି । ତେବେ ଏଭଳି ଏକ ମନ୍ତବ୍ୟ କାହିଁକି ମିନତୀ ଦେଇଛନ୍ତି ମିଡିଆ ସାମ୍ନାରେ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆଗରୁ ବିଜୁ ଜନତା ଦଳର ବହୁତ ନାଁ ଥିଲା । ବିଜୁ ବାବୁଙ୍କୁ ଦେଖିଲେ ଲୋକଙ୍କ ମନରେ ଆଗ୍ରହ ଉତ୍କଣ୍ଠା ଭରି ଯାଉଥିଲା । ବିଜୁ ବାବୁଙ୍କ ପାଇଁ ଲୋକଙ୍କ ମନରେ ସ୍ନେହ ମମତା ଭଲ ପାଇବା ଥିଲା । ତାଙ୍କ ଭାଷଣ ଶୁଣିଲେ ଲୋକେ ତାଳି ମା-ରି ଥ-କି ଯାଉଥିଲେ । ତାଙ୍କ ଭାଷଣ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିଲା ।
ନାରୀକୁ ନବୀନ ପଟ୍ଟନାୟକ ଯେଉଁ ସମ୍ମାନ ଦେବାର କଥା କହୁଛନ୍ତି ତାହାର କୌଣସି ମୂଲ୍ୟ ନାହିଁ ବୋଲି କହିଛନ୍ତି ମିନତୀ । ତାଙ୍କ କହିବା ଅନୁଯାୟୀ ଯେଉଁ ମନ୍ତ୍ରୀ ବାହାରୁ ଝିଅଙ୍କୁ ଆଣି ହକି ବିଶ୍ଵ କପରେ ଲ-ଙ୍ଗ-ଳା ନାଚ କରାଇବା ସହ ନିଜେ ବସି ତାଳି ମା-ରୁ-ଛି ସେ କି ନେତା କି ନାରୀକୁ ସମ୍ମାନ ଦେଉଛି ଏଥିରୁ ପ୍ରମାଣ ମିଳୁଛି । ମିନତୀ ଏହା ମଧ୍ୟ କହିଛନ୍ତି ନବୀନ ଓଡିଶା ବାସୀଙ୍କର ମଜା ଉଡାଉଛନ୍ତି ।
ଏକ ମନ୍ତ୍ରୀ ହୋଇ ଆଜି ଯାଏ ଭଲରେ ଓଡିଆରେ କଥା କହି ଜାଣିଲେନି ସେ କି ମନ୍ତ୍ରୀ । ଓଲଟ ତାଛଲ୍ୟ କରିବା ଭଳି କହୁଛନ୍ତି ଆପଣ ମାନେ ଖୁସି ତ ଏହା କଣ ଏକ ମନ୍ତ୍ରୀର ପରିଚୟ ଅଟେ । ଗରିବ ଲୋକଙ୍କୁ ଠକୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ମିନତୀ କହିଛନ୍ତି ।କେନ୍ଦ୍ର ସରକାର ଠାରୁ ଚାଉଳ ଆଣି ଲୋକଙ୍କୁ ବାଣ୍ଟି ରାଜ୍ୟସରକାର ଦେଉଛି ବୋଲି କହୁଛନ୍ତି ନବୀନ ।

ତେଣୁ ମିନତୀ ବହିଦାର ନବୀନ ପଟ୍ଟନାୟକଙ୍କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବଂ ଅନୁରୋଧ କରିଛନ୍ତି କେନ୍ଦ୍ର ଚାଉଳ ଦେବା ବନ୍ଦ କରିଦେଉ ତେବେ ଯାଇ ପ୍ରକୃତ ସତ ସାମ୍ନାକୁ ଆସିପାରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

