ସମାଜସେବୀଙ୍କୁ ମନ ଦେଇ ବସିଲେ IPS, ସେବା ମନୋବୃତ୍ତି କଲା ଆକର୍ଷିତ, କଲେ ପ୍ରେମ ନିବେଦନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମାଜସେବୀଙ୍କୁ ମନ ଦେଇ ବସିଲେ IPS । ସେବା ମନୋବୃତ୍ତି କଳା ଆକର୍ଷିତ । ତେବେ ଏପରି କିଛି କଥା ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ IPS କରିଲେ ସମାଜସେବୀଙ୍କୁ ପ୍ରେମ ନିବେଦନ ଏହି ପ୍ରେମ କଥା ଏବେ ପ୍ରେମ କାହାଣୀରେ ଏକ ସୁନ୍ଦର ଉଦାହରଣ ପାଲଟିଛି । ତେବେ ବନ୍ଧୁଗଣ ପ୍ରେମ ହେଉଛି ସତ୍ୟ, ଶ୍ବାଶତ ଓ ଚିରନ୍ତନ । ପ୍ରେମ କେତେବେଳେ କୋଉ ସମୟରେ ବି ହୋଇଯାଇଥାଏ ।

ତେବେ ଯେତେବେଳେ ପ୍ରେମ ହୋଇଯାଇଥାଏ । ସେତେବେଳେ ଦୁନିଆଟି ପୁରା ରଙ୍ଗୀନ ହୋଇଯାଇଥାଏ । ତେବେ IPS ରଚିତା ଜ୍ୱେଲ୍ସ ଙ୍କ ଜୀବନରେ ସମାଜସେବୀ ଜସ୍ବଶୀ ଆସିଲା ପରେ ତାଙ୍କ ଜୀବନ ବି ରଙ୍ଗୀନ ହୋଇଯାଇଥିଲା । ତେବେ ପ୍ରଶାଶନିକ ଅଧିକାରୀ IPS ରଚିତା ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି । ମୋ ବାପା ବି ପୋଲିସ ଚାକିରିରେ ରହିଥିଲେ । ତେବେ ମୁଁ ମଧ୍ୟ ସମାଜ ସେବା ପ୍ରତି ବହୁତ ରୁଚି ରଖିଥିଲି ।

ତେବେ ୨୦୧୫ ରେ ମୁଁ ୟୁପିଏସସି କ୍ଲିୟର କରିଥିଲି । ତେବେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ IPS ପୋଲିସ ଅଧିକାରୀ ହୋଇପାରିଲି । ତେବେ ପୋଲିସ ଅଧିକାରୀ ହେବା ପରେ ମଧ୍ୟ ସମାଜ ସେବା କାର୍ଯ୍ୟ ପ୍ରତି ସର୍ବଦା ରୁଚି ରଖିଥିଲି ବୋଲି IPS ରଚିତା କହିଥିଲେ । ତାପରେ କୋଭିଡ ସମୟରେ ସେ ଜଣେ ସମାଜସେବୀଙ୍କୁ ଦେଖି ପ୍ରଥମ ନଜରରେ ହିଁ ତାଙ୍କୁ ଭଲ ପାଇବସିଥିଲେ । ଯାହାଙ୍କ ନାମ ଥିଲା ଜସ୍ବଶୀ ।

କିଛି ଦିନ ଜସ୍ବଶୀଙ୍କ ସହ ରହି କାମ କରିଲା ପରେ ଧୀରେ ଧୀରେ ମୁଁ ତାଙ୍କ ପ୍ରେମରେ ପୁରାପୁରି ପଡିଯାଇଥିଲି । ତାପରେ ବହୁ ବାର ଜସ୍ବଶୀଙ୍କୁ ମୁଁ ନିଜ ମନର କଥା କହିବି କହିବି ବୋଲି ଭାବିଥିଲି । ହେଲେ ଜସ୍ବଶୀଙ୍କୁ ନିଜର ମନର କଥା ନିଜ ଆଡୁ କହିବାକୁ ମୁଁ ସାମାନ୍ୟତମ କୁଣ୍ଠାବୋଧ କରୁଥିଲି । ହେଲେ ଦିନେ ସାହସ କରି ଜସ୍ବଶୀଙ୍କୁ ମୁଁ ମୋର ନିଜର ମନର କଥା କହି ତାଙ୍କୁ ମୋ ତରଫରୁ ପ୍ରେମ ନିବେଦନ କରିଦେଇଥିଲି ।

ତାପରେ ସେ ମଧ୍ୟ ଏହି ପ୍ରେମ ପ୍ରସ୍ତାବରେ ରାଜି ହୋଇଯାଇଥିଅଲେ । ଏହାପରେ ଆମ ଦୁହିଙ୍କର ବିବାହ ମଧ୍ୟ ହୋଇଯାଇଥିଲା । ତେବେ ଯେବେ ଠାରୁ ଜସ୍ବଶୀ ମୋ ଜୀବନକୁ ଆସିଛନ୍ତି  ତାପରେ ମୋ ଦୁନିଆ ପୁରା ପ୍ରେମରେ ରଙ୍ଗୋଲି ହୋଇଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *