ଦର୍ଶକ ବନ୍ଧୁ ବର୍ତ୍ତମାନର ଡିଜିଟାଲ ଯୁଗରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେବେଠାରୁ ଇଣ୍ଟର୍ନେଟ ଆଉ ସୋସିଆଲ ମିଡିଆ ଆସିଲାଣି ସେବେଠାରୁ ଲୋକ ମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ।
ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା କାରଣ ଏହି ଘଟଣାଟି ଆଉ କେଉଁଠି ନୁହଁ ଆମ ରାଜ୍ୟରେ ଘଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବୋହୂ ନିଜ ପ୍ରେମିକକୁ ଘରକୁ ଡାକି ରାସନୀଳା କରୁଥିଲା । ସେହି ସମୟରେ ଶାଶୁ ଶଶୁର ଉଭୟ ପ୍ରେମିଯୁଗଳଙ୍କୁ ଧରି ଦେଇଥିଲେ । ଶଶୁର ଉକ୍ତ ଯୁବକଙ୍କୁ କହିଥିଲେ ତୁ ମୋ ବୋହୂ ସହ କେତେ ଥର କରିଛୁ । ଏହି ଘଟଣାକୁ ନେଇ ସେତେବେଳେ ସମସ୍ତ ସ୍ଥାନରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।
ଅନ୍ୟ ପକ୍ଷେ ଶଶୁର ବୋହୂକୁ ଯେଉଁ ସବୁ କଥା କହିଥିଲେ ତାହା ଆମେ ଆପଣ ମାନଙ୍କୁ କହିବା ଟିକେ କଷ୍ଟକର । ଆପଣ ମାନଙ୍କୁ ଏହି ଘଟଣା ନିଶ୍ଚୟ ମନେ ଥିବ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶାଶୁ ଶଶୁର ନିଜ ବୋହୂ ଆଉ ତାର ପ୍ରେମିକର ବିବାହ କରି ଦେଇଛନ୍ତି । ଉଭୟଙ୍କ ବିବାହ କରି ଜବରଦସ୍ତି କାରରେ ବସାଇ ବିଦା କରୁଥିବାର ନଜର ଆସୁଛନ୍ତି ।
ଶାଶୁ-ଶଶୁର ବୋହୂକୁ ଯେଉଁ ନାମ ଦେଇଛନ୍ତି ତାହା ବୋଧ ହୁଏ ଆଉ କେଉଁ ଶାଶୁ-ଶଶୁର ଦେଇ ନଥିବେ । ଏମିତି ଅନେକ ଥର ବୋହୂ ମାନେ ପରକ୍ରିୟା ପ୍ରୀତି ମାମଲାରେ ଧରା ପଡିଛି । ହେଲେ ଏମିତି କାହା ସହ ବି ହୋଇ ନଥିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଲୋକ ମାନେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।