ବାହା ହେବାକୁ ଆସିଥିଲା ବର, ବାହା ହେବ କଣ ହଠାତ କନ୍ୟାକୁ ଛାଡି ବାଇକରେ କିଲବିଲ ହେଇ ମଣ୍ଡପରୁ ଦୌଡି ପଳେଇଲା ବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ମଣ୍ଡପରୁ ଉଭୟ ବାର କନ୍ୟା ମାରିଲେ ଚମ୍ପଟ । ହଁ ବନ୍ଧୁଗଣ ଆପଣଙ୍କୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ବାହା ହେବାକୁ ବର ଆସିଥିଲା ତେବେ ବାହା ହେବ କଣ ହଟାତ ବାଇକରେ ବସି କିଲିବିଲି ହୋଇ ଦଉଡି ପଳାଇଗଲା । ତେବେ ତା’ ସହିତ କନ୍ୟା ମଧ୍ୟ ବିଭା ହେବା ସ୍ଥାନରୁ ଚମ୍ପଟ ମାରିବା ପଛର କାରଣ ହୋଇପାରେ ? ତେବେ ଏହା ପଛରେ ମଧ୍ୟ ଏକ କାରଣ ଲୁକ୍କାୟିତ ହୋଇ ରହିଛି ।

ତେବେ କଣ ସେହି କାରଣ ଚାଲନ୍ତୁ ଜାଣିନେବା । ତେବେ ଏହି ଘଟଣାଟି କେନ୍ଦ୍ରପଡା ଜିଲ୍ଲା ଡେରାବିଶ ବସପୁର ଅଞ୍ଚଳର ଘଟଣା ଅଟେ । ତେବେ ସେହି ଅଞ୍ଚଳର ଜଣେ ଝିଅଙ୍କ ସହିତ ନିଶ୍ଚିତକୋଇଲିର ରଘୁନାଥପୁର ମନ୍ଦିରରେ ଆୟୋଜିତ କରଯାଇଥିଲା । ତେବେ ବିଭା ହେବାକୁ ଯାଉଥିବା ଝିଅଟି ନାବାଳିକା ଅଟେ । ତେବେ ଏହା କଥାର କୌଣସି ଏକ ସୂତ୍ରରୁ କଟକ ଶିଶୁ ମଙ୍ଗଳ ଅଧିକାରୀ ଖବର ପାଇଯାଇଥିଲେ ।

ତେବେ ଏହି କଥାର ଖବର ପାଇ ସେମାନେ ବାହାଘର ଆୟୋଜିତ ହୋଇଥିବା ସ୍ଥାନରେ ଆସି ହାଜର ହୋଇଯାଇଥିଲେ । ତେବେ ଯେତେବେଳେ ସେମାନଙ୍କୁ ଉଭୟ ପୁଅ ଓ ଝିଅ ଘର ଦେଖିଦେଇଥିଲେ । ତେବେ ଆଉ ବାହାଘର କାର୍ଯ୍ୟ  ନକରି ସିଧା ସଳଖ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଏଠାରେ ଘଟିଥିବା ସବୁଠାରୁ ବଡ କଥାଟି ହେଉଛି । ଏହା କି ଯେ ମନ୍ଦିରର ଟ୍ରଷ୍ଟି ବିନା ଡକୁମେଣ୍ଟରେ ବାହାଘର ରସିଦ ବୁକିଙ୍ଗ କରିଦେଇଥିଲେ ।

ତେବେ ବାହାଘର ଚାଲିଥିବା ସମୟରେ ଯେତେବେଳେ ଉଭୟ ପୁଅ ଓ ଝିଅଙ୍କର ଆଧାର କାର୍ଡ ଚେକ କରଯାଇଥିଲା । ସେତେବେଳେ ଝିଅକୁ ୧୮ ବର୍ଷ ବୟସରୁ କମ୍ ବୋଲି ଜଣା ପଡିଯାଇଥିଲା । ତେବେ ବିବାହ ପାଇଁ ଆସିଥିବା କନ୍ୟା ୧୮ ବର୍ଷ ହୋଇନଥିବାରୁ ସେ ନାବାଳିକାରେ ଗଣତି ହେଉଛି । ଯାହାକି ବିବାହ ପାଇଁ ଉପଯୁକ୍ତ ବୟସ ପ୍ରମାଣିତ ହୋଇପାରିନାହିଁ ।

ତେବେ ସେହି ନାବାଳିକା ଝିଅର ଘର କେନ୍ଦ୍ରପଡା ଜିଲ୍ଲା ଡେରାବିଶ ବସପୁର ଅଞ୍ଚଳରେ ହୋଇଥିବା ବେଳେ ପୁଅ ଘର କଟିକିତା ନୂଆଁ ଗାଁର ବୋଲି ସୂଚନା ମିଳିଥିଲା । ତେବେ ଏହି କାରଣରୁ ଉଭୟ ବର ଓ କନ୍ୟା ବାହାଘର ଅଧାରୁ ସେହି ଜାଗା ଛାଡି ଚମ୍ପଟ ମାରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *