ଏ ହେଉଛି ସେହି ଥାର୍ଡ ପର୍ସନ ! ଦାମ୍ପତ୍ୟ ଜୀବନରେ ଥାର୍ଡ ପର୍ସନର ଏଣ୍ଟ୍ରିକୁ ଦେଖନ୍ତୁ କଣ କହିଲେ ଶ୍ରୀୟା

ଯାହା ଆମେ ଆଗରୁ କହିଥିଲୁ ସେହି କଥା ହିଁ ଶ୍ରୀୟା କହିଲେ । ପୁରୀରେ ଯେଉଁ ପ୍ରେସମେଣ୍ଟ କଲେ ଶ୍ରୀୟା ସେହି କଥା ହିଁ କହିଲେ । ସେହି ଥାର୍ଡ ପର୍ଶନ ପାଇଁ ଉଭୟଙ୍କ ମଧ୍ୟରେ ହୋଇଛି ସବୁଠାରୁ ବଡ ଯୁଦ୍ଧ । ସେହି ଥାର୍ଡ ପର୍ଶନ ପାଇଁ ଶ୍ରୀୟା ଯାଇ ରହୁଛନ୍ତି ନିଜ ବାପ ଘରେ । ସେହି ଥାର୍ଡ ପର୍ଶନ ପାଇଁ ଝିଅ ପାଉନି ହ୍ୟୁମାନଙ୍କ ଭଲ ପାଇବା । ସେହି ଥାର୍ଡ ପର୍ଶନ ପାଇଁ ପାରିବାରିକ ଜୀବନରେ ହେଇଛି ବଡ ଝଡ ।

ହଁ ସେହି ଥାର୍ଡ ପର୍ଶନ କିଏ ଯିଏ ହ୍ୟୁମାନଙ୍କ ସହ ନଟର ପଟର ହେଉଛି ଏ କଥା ସମସ୍ତେ ଜାଣି ଛନ୍ତି ସମସ୍ତେ ଚର୍ଚ୍ଚା କରୁଛନ୍ତି । ସବୁ ଆଡେ ଗୋଟିଏ ଚର୍ଚ୍ଚା ହ୍ୟୁମାନ କାହା ପ୍ରେମରେ ବାୟା । ଯାହା ସହ ହ୍ୟୁମାନ ଅନେକ ଗୀତ ଗାଇଛନ୍ତି ଯାହା ସହ ହ୍ୟୁମାନ ଶହ ଶହ ଲୋକଙ୍କର ତାଳି ମ-ଆଡ ପାଇଛନ୍ତି ଏ ହେଉଛି ସେହି ଥାର୍ଡ ପର୍ଶନ । ଯାହାଙ୍କ ପାଇଁ ଶ୍ରୀୟା ଆଉ ହ୍ୟୁମାନଙ୍କ ମଧ୍ୟରେ ଗଢି ଉଠିଛି ସବୁ ଠାରୁ ବଡ ବିବାଦ ।

ଏହି କଂଫରେନ୍ସରେ ଶ୍ରୀୟା ସେହି ଥାର୍ଡ ପର୍ଶନ କଥା କହିଲେ ହେଲେ ନା ସ୍ପର୍ଷ୍ଟ କରିଲେ ନାହିଁ । କାରଣ ଶ୍ରୀୟା ଏବେ ବି ଚାହୁଁ ଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ଫେରି ଯିବା ପାଇଁ । ଶ୍ରୀୟା ଏବେ ବି ଚାହୁଁ ଛନ୍ତି ସେହି ଥାର୍ଡ ପର୍ଶନ ସେହି ପ୍ରେମିକା ଯିଏ ତାଙ୍କ ସ୍ଵାମୀକୁ ଏବେ ବି ପାଗଳ କରୁଛି ସେହି ତାଙ୍କ ଜୀବନରୁ ହଟି ଯାଉ । ହଁ ଦର୍ଶକ ବନ୍ଧୁ ସେ ଆହୁରି ମଧ୍ୟ କହିଛନ୍ତି ଝିଅ ଜନ୍ମ ହେବା ପରେ ହ୍ୟୁମାନଙ୍କ ନି-ଇର୍ଯା-ତ-ଅନା ବଢି ଯାଇ ଥିଲେ ।

ଝିଅ ପ୍ରତି ଯେଉଁ ଦାୟିତ୍ଵ ବୋଧ ରହିବା କଥା ସେ ଦାୟିତ୍ଵ ବୋଧ ନଥିଲା ହ୍ୟୁମାନଙ୍କର । କାରଣ ଆମ ପାରିବାରିକ ଜୀବନରେ ସେହି ଥାର୍ଡ ପର୍ଶନ ଏଣ୍ଟ୍ରି ମାରି ସାରି ଥିଲା । ଆଉ ପାରିବାରିକ ଜୀବନରେ ସେହି ଥାର୍ଡ ପର୍ଶନ କଥା ହିଁ ଉଠାଇ ଥିଲେ ଶ୍ରୀୟା । ସେହି ପ୍ରେମିକା ପାଇଁ ହ୍ୟୁମାନ ନିଜ ଝିଅକୁ ସ୍ନେହ କରୁ ନଥିଲେ ଆଉ ଏହା ତାଙ୍କ ପତ୍ନୀ କହିଛନ୍ତି । ସେହି ପ୍ରେମିକା ପାଇଁ ଶ୍ରୀୟାଙ୍କୁ ତାଙ୍କ ବାପଘରେ ରହିବାକୁ ପଡୁ ଥିଲା ।

ତେବେ ସେ ଥାର୍ଡ ପର୍ଶନ କିଏ ରେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *