Odia Gk Questions- ଲିପଷ୍ଟିକରେ କେଉଁ ପଶୁର ଚର୍ବି ମିଶା ଯାଇଥାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ ।

ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ୧- ମହୁମାଛି ଥରେ କେତୋଟି ଫୁଲର ରସ ପିଇଥାଏ ?

ଉତ୍ତର- ୨୦ ଲକ୍ଷ । 

୨- ଭାରତର କେଉଁ ରାଜ୍ୟରେ ସବୁଠାରୁ ଗରିବ ଲୋକ ରହିଥାନ୍ତି ?

ଉତ୍ତର- ଛତିଶଗଡ ।

୩- କ୍ଷୀରରେ କେତେ ପ୍ରତିଶତ ପାଣି ରହିଥାଏ ?

ଉତ୍ତର- ୮୫% । 

୪- ଭାରତରେ ସବୁଠାରୁ ବଡ ରାବଣର ମୂର୍ତ୍ତି କେଉଁଠି ଅଛି ?

ଉତ୍ତର- ହରିୟାନା ।

୫- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଡାଲି ଉତ୍ପାଦନ ହୋଇଥାଏ ?

ଉତ୍ତର- ପଞ୍ଜାବ ।

୬- ମଣିଷର ସବୁଠାରୁ ଛୋଟ ହାଡ କେଉଁଠି ଅଛି ?

ଉତ୍ତର- କାନ ।

୭- ରେଳଗାଡିର ହର୍ଣ୍ଣ କେତେ ଦୂର ଯାଏଁ ଶୁଣା ଯାଇଥାଏ ?

ଉତ୍ତର- ୬କିମି ।

୮- ମାଇକ୍ରୋମ୍ୟାକ୍ସ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଭାରତ ।

୯- ବ୍ଲଡ଼ ଗ୍ରୁପର ସନ୍ଧାନ କିଏ କରିଥିଲେ ?

ଉତ୍ତର- କାର୍ଲ ଲେଣ୍ଡଷ୍ଟିନର । 

୧୦- ଏମିତି କେଉଁ ଜୀବ ଅଛି ଯାହାର ହୃଦୟ ୧ ମିନିଟରେ ୧୦୦୦ ଥର ଧଡକିଥାଏ ?

ଉତ୍ତର- ଝିଟିପିଟି ।

୧୧- ନିଆଁ ବର୍ଷୁଥିବା ଗଛ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ମ୍ୟାଲେସିୟା ।

୧୨- ମୋବାଇଲର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ମାର୍ଟିନ କୁପର ।

୧୩- ସବୁଠାରୁ ଅଧିକ ଇଂରାଜୀ କେଉଁ ଦେଶରେ କୁହାଯାଏ ?

ଉତ୍ତର- ଆମେରିକା ।

୧୪- ବିଶ୍ଵର ସତ ଅଯୁବା ମଧ୍ୟରୁ କେଉଁ ଅଯୁବା ଆଗ୍ରା ରେ ଅଛି ?

ଉତ୍ତର- ତାଜମହଲ ।

୧୫- ଏମିତି କେଉଁ ଜୀବ ଅଛି ଯିଏ ଲଗାତାର ୩ ବର୍ଷ ଯାଏଁ ଶୋଇଥାଏ ?

ଉତ୍ତର- ଘୋଙ୍ଘା । 

୧୬- ସାଇକେଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଜର୍ମାନୀ ।

୧୭- ଭାରତର ପ୍ରଥମ ମହିଳା ମୁଗଲ ଶାସିକା କିଏ ?

ଉତ୍ତର- ରାଜିୟା ସୁଲତାନ ।

୧୮- କେଉଁ ଦେଶରେ ସର୍ବ ପ୍ରଥମେ ପ୍ଲାଷ୍ଟିକ ର ନୋଟିସ ଜାରି କରାଯାଇଥିଲା ?

ଉତ୍ତର- ଆମେରିକା ।

୧୯- ଶିକ୍ଷକ ଦିବସ କେବେ ପାଳନ କାରାଯାଏ ?

ଉତ୍ତର- ସେପ୍ଟେମ୍ବର ୫ ।

୨୦- ଅଯୋଧ୍ୟା କେଉଁ ନଦୀ କୂଳରେ ଅଛି ?

ଉତ୍ତର- ସରୟୂ ନଦୀ ।

୨୧- ଭାରତୀୟ ନୋଟ ଉପରେ ଗାନ୍ଧୀଜୀଙ୍କ ପୂର୍ବରୁ କାହାର ଫୋଟୋ ରହୁଥିଲା ?

ଉତ୍ତର- ଅଶୋକ ସ୍ତମ୍ବ । 

୨୨- ପାକିସ୍ତାନର ରାଷ୍ଟ୍ରୀୟ ପକ୍ଷୀର ନାମ କଣ ?

ଉତ୍ତର- ଚକୋର ।

୨୩- ଲିପଷ୍ଟିକ ରେ କେଉଁ ପଶୁ ର ଚର୍ବି ମିଶା ଯାଇଥାଏ ?

ଉତ୍ତର- ଘୁଷୁରି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *