ବାରବାଟୀରେ ଏତେ ବଡ଼ ଆୟୋଜନ ! ରାଇଜ ରାଇଜ ବୁଲି ହେଲା ଗୁଆଦିଆ କାର୍ଯ୍ୟକ୍ରମ…ହେଲେ କୋଉ ମୁଖ୍ୟମନ୍ତ୍ରୀ ଆସିଲେନି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏତେ ଡାକିଲେ ହେଲେ କୋଉ ମୁଖ୍ୟମନ୍ତ୍ରୀ ମଧ୍ୟ ଆସିଲେ ନାହିଁ । ହଁ ବନ୍ଧୁଗଣ ହକିବିଶ୍ଵକପ ପାଇଁ  ବହୁତ ଧୂମଧାମରେ କଟକର ବାରବାଟୀ ସ୍ଦାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରଯାଇଥିଲା । ଯେଉଁଥି ପାଇଁ ବହୁ ଆଗରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅନ୍ୟ ରାଜ୍ୟର ମୁଖିଆ ମାନଙ୍କ ପାଇଁ ନିମନ୍ତ୍ରଣ ମନ୍ତ୍ରୀ ମାନଙ୍କ ଦ୍ଵାରା ପଠା ଯାଇଥିଲା ।

ତେବେ ସବୁ ରାଜ୍ୟର ମୁଖିଆ ମାନଙ୍କୁ ତାରକସିରେ ନିର୍ମିତ ଓଡିଶାର କଳାକୃତ୍ତି ଦେବା ସହିତ ସମ୍ମାନର ପ୍ରତ୍ଯେକଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ହକିମ୍ଯାଚର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ରଖାଯାଇଥିଲା । ହେଲେ କଟକର ବାରବାଟୀ ଷ୍ଟାଡିୟମରେ ବହୁ ଯାକଜମକରେ ଆୟୋଜିତ ହୋଇଥିବା ହକି ଇନାଗୋରେସନ କାର୍ଯ୍ୟକ୍ରମରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଖାମିଳିଲା ନାହିଁ ।

ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କର ବ୍ଯତୀତ ଅନ୍ୟ କୌଣସି ବଡ ବଡ ମନ୍ତ୍ରୀବୃନ୍ଦର ଦେଖା ସାକ୍ଷାତ ମିଳିନଥିଲା । ଏପରିକି ଓଡିଶାର କ୍ରିଡା ମନ୍ତ୍ରୀଙ୍କୁ ମଧ୍ୟ ହକି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତେବେ ଏହି ହକି ମ୍ଯାଚ ପାଖାପାଖି ୧୭ ଦିନ ପର୍ଯ୍ୟନ୍ତ ଜାରୀ ରହିବ । ତେବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ନିଜର ଓଡିଶାକୁ ଜାତୀୟ ସ୍ତରରେ ଏକ ସ୍ଵତନ୍ତ୍ର ସ୍ଥାନରେ ରଖିବାର ପ୍ରୟାସଟି ଏତେ ମାତ୍ରାରେ ସଫଳ ହୋଇପାରିଲା ନାହିଁ ।

ତେବେ ଏହା ପଛରେ କଣ ରହିଛି ପ୍ରକୃତ ରହସ୍ୟ ?ଏପରିକି ରାଜ୍ୟ ରାଜ୍ୟ ବୁଲି ମନ୍ତ୍ରୀ ଓଡିଶାର ମାନେ ହକି ଖେଳ ପାଇଁ ନିମନ୍ତ୍ରଣ ବାଣ୍ଟିଥିଲେ । ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ପ୍ରତେକ୍ଷ ଭାବରେ ସାକ୍ଷାତ ମିଳିପାରିନଥିଲା । ତେବେ ରାଷ୍ଟ୍ର ପାହ୍ୟାର ଜଣେ ମନ୍ତ୍ରୀ ଓଡିଶା ତରଫରୁ ଯାଇଥିବା ହକି ମ୍ଯାଚ ନିମନ୍ତ୍ରଣକୁ ଗ୍ରହଣ କରିଥିଲେ ।

ତେବେ ଓଡିଶା ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ମୁଖିଆ ମାନଙ୍କୁ ଓଡିଶାକୁ ହକି ମ୍ଯାଚ ପାଇଁ ନିମନ୍ତ୍ରଣ କରିଥିଲେ । ଯାହା ଦ୍ଵାରା ଓଡିଶାର ସୁନାମ ବଢିବା ସହିତ ଜାତୀୟ ସ୍ତରରେ ଓଡିଶାକୁ ଆହୁରି ପ୍ରସିଦ୍ଧି କରିପାରିଥାନ୍ତେ । ତେବେ କୌଣସି ରାଜ୍ୟ ମଧ୍ୟ ହକି ମ୍ଯାଚ କାର୍ଯ୍ୟକ୍ରମର ନିମନ୍ତ୍ରଣରୁ ବାଦ ପଡିନଥିଲା ।

ସବୁ ରାଜ୍ୟ ବୁଲି ବୁଲି ନିମନ୍ତ୍ରଣ କରଯାଇଥିଲା । ତେବେ ଏତେ ରାଜ୍ୟମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ମ୍ଯାଚ ପାଇଁ କୋଟି କୋଟି ଟଙ୍କା ବେୟ କରି ସବୁ କିଛି ଆୟୋଜନ କରିଥିଲେ । ହେଲେ କୌଣସି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହକି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *