ବନ୍ଧୁଗଣ, ସୂଚନା ଅନୁଯାୟୀ ସାର ଙ୍କ ନାମରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି କାର୍ଯ୍ୟରତ ଥିବା ଏକ ଯୁବତୀ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବତୀ ଙ୍କ ନାମ ରୂପାଲୀନ ଅଟେ ସେ କେମିକାଲ ଟେକ୍ନୋଲୋଜିରେ ଅଫିସ ଆଟେଡାନ୍ସ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଅଭିଯୋଗ ଏହା ରହିଅଛି ଯେ ତାଙ୍କର ସିନିୟର ଅଫିସର ଯିଏ ତାଙ୍କ ସହିତ ହ-ଆରା-ଅସମେଣ୍ଟ କରିଛନ୍ତି ଅର୍ଥାତ ବହୁତ ଖରାପ ଭାଷାରେ କଥାବାର୍ତ୍ତା କରନ୍ତି ।
ଶରୀରର ବିଭିନ୍ନ ଜାଗାକୁ ଟଚ କରିବା ସହିତ ପ୍ର-ଆଇ-ଭେଟ ପାର୍ଟ କୁ ମଧ୍ୟ ଟଚ କରନ୍ତି । ଏହା ସହିତ ଯୁବତୀ ଙ୍କ ଶରୀରକୁ ନେଇ ଅନେକ କଥା କୁହନ୍ତି, ସିନିୟର ଜଣଙ୍କ ଯୁବତୀ ଙ୍କୁ କୁହନ୍ତି ଯେ କାହିଁକି ବାହା ହେଉନ ? ତୁମର ବୟ ଫ୍ରେଣ୍ଡ ଅଛନ୍ତି, ଏହା ସହିତ ବହୁତ ଖରାପ ଖରାପ କମେଣ୍ଟ କରନ୍ତି, ଯେମିତିକି ଶୁଖିଗଲାଣି କିଛି ନାହିଁ । ସାର ଜଣଙ୍କ ତାଙ୍କ ଘରକୁ ମଧ୍ୟ ଯୁବତୀ ଜଣଙ୍କୁ ବହୁତ ଥର ଡାକିଛନ୍ତି ।
ମାତ୍ର ଏ ସବୁ ସମ୍ବନ୍ଧରେ ଜଣାଇବା ପରେ ମଧ୍ୟ ସେମାନେ କିଛି ଆକ୍ସନ ନେଉ ନାହାଁନ୍ତି । ଥାନାରେ ଏ ନେଇ ଯୁବତୀ ଜଣଙ୍କ ଅଭିଯୋଗ ମଧ୍ୟ କରିଥିଲେ ମାତ୍ର ତାହାର କୌଣସି ଆକ୍ସନ ନାହିଁ । ବର୍ତ୍ତମାନ 3 ଜଣ ଲୋକଙ୍କୁ ଆଣି ଯୁବତୀ ଜଣଙ୍କୁ ଧ-ଅମକ ଦେଉଛନ୍ତି, କହୁଛନ୍ତି ଆମେ ତତେ ମ-ଆରିଦେବୁ ଯଦି ପୁଅଟେ ହେଇଥାନ୍ତୁ ତେବେ ଗାଡିରେ ପକାଇ ନେଇଯାଇଥାନ୍ତୁ, ତୁ ବାହାରକୁ ଗଲେ ତୋତେ ଏ-ସିଡ ପ-କାଇ ମ-ଆରିଦେବୁ ଏହା ସହିତ ସାର ଜଣଙ୍କ ଯୁବତୀ ଙ୍କୁ ବହୁତ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି ।
29 ଡିସେମ୍ବର ରେ ଯୁବତୀ ଜଣଙ୍କ ଥାନାରେ ଏଫୟାର ଦେଲେଣି ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଆକ୍ସନ ନେଉନାହାଁନ୍ତି । ଏଥି ପାଇଁ ଯୁବତୀ ଜଣଙ୍କ ଡିସିପି ସାର ଙ୍କ ଅଫିସ ଙ୍କୁ ଯାଇଥିଲେ ତାଙ୍କୁ ଦେଖା କରିବା ପାଇଁ ଦେଖା ମଧ୍ୟ କରାଇ ଦେଲେନି କହିଲେ ଡିସିପି ସାର ଦେଖା କରିବାକୁ ଚାହୁଁନାହାଁନ୍ତି କାହା ସହିତ ।
ଉକ୍ତ ସିନିୟର ସାର ଜଣଙ୍କ କୌଣସି ନା କୌଣସି ବାହାନାରେ ଆସନ୍ତି ତାଙ୍କ ମନକୁ ନେଇ ସେ ଦେହର ପ୍ର-ଆଇ-ଭେଟ ପାର୍ଟ କୁ ଟଚ କରନ୍ତି, ମନା କରିଲେ ମଧ୍ୟ ସେ କିଛି ଶୁଣନ୍ତି ନାହିଁ, ଇଗନୋର କରନ୍ତି । ଯୁବତୀ ଜଣଙ୍କ କହିଥିଲେ ସେ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ବୋଲି ହୁଏତଃ ସିନିୟର ତାଙ୍କର ଫାଇଦା ଉଠାଉଛନ୍ତି ।
ସେ ବର୍ତ୍ତମାନ ସୁରକ୍ଷିତ ନାହାଁନ୍ତି ତଥା ତାଙ୍କୁ କେଉଁଠାକୁ ଯିବାକୁ ମଧ୍ୟ ଭୟ ଲାଗୁଛି । ଏଣୁ ଯୁବତୀ ଜଣଙ୍କ ଅନୁରୋଧ କରି କହିଛନ୍ତି ପୋଲିସ ପ୍ରଶାସନ ଏ ନେଇ ସଠିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।