Interesting Odia Gk- ୭ଟା କଦଳୀ ଅଛି, ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ? କଣ ଆପଣ କହି ପାରିବେ ?

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନ ଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ଆପଣଙ୍କ ପିଲା ମାନଙ୍କ ଜ୍ଞାନକୁ ଆପଣ ମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଏହି ସବୁ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଯାହାକୁ ସେମାନେ ଆହରଣ କରି କୌଣସି ବି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ବିଷୟ ବସ୍ତୁ । 

୧- କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉତ୍ତର- ଋଷ ।

୨- ଜନସଂଖ୍ୟା ଅନୁସାରେ ଭାରତ ସବୁଠାରୁ ବଡ ସହର ର ନାମ କଣ ?

ଉତ୍ତର- ମୁମ୍ବାଇ ।

୩- ଜନସଂଖ୍ୟା ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶର ନାମ କଣ ?

ଉତ୍ତର- ଚୀନ । 

୪- କେଉଁ ଗ୍ରହର ଚତୁ ପାର୍ଶ୍ଵ ରେ ବଳୟ ରହିଛି ?

ଉତ୍ତର- ଶନି ।

୫- କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ଗତି ମାପ କରାଯାଏ ?

ଉତ୍ତର- ଏନିମୋମିଟର ।

୬- ଭାରତ ରତ୍ନ ର ଡିଜାଇନ କେଉଁ ବୃକ୍ଷ ର ପତ୍ର ସଦୃଶ୍ୟ ହୋଇଥାଏ ?

ଉତ୍ତର- ଅଶ୍ଵଥ ଗଛ ।

୭- ଗାନ୍ଧୀଜୀ କେଉଁ ଠାରେ ଆଇନ ଅଧ୍ୟୟନ କରିଥିଲେ ?

ଉତ୍ତର- ଇଂଲଣ୍ଡ ।

୮- ୭ଟା କଦଳୀ ଅଛି ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର- କଦଳୀ ସେକ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *