ଏହି ଯୁବତୀଙ୍କୁ ବାହା ହେଇଥିଲେ ଅଭିନେତା Anubhav Mohanty, ଏବେ ଧରା ପଡିଲା ସବୁ ସତ !

ବନ୍ଧୁଗଣ, ସାଧାରଣତଃ ଆପଣମାନେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ପାଇଥିବେ ଯେ ଅଭିନେତା ଅନୁଭବ ମହାନ୍ତି କୁଆଡେ ବିବାହ କରି ନେଇଛନ୍ତି । ତାହା ପୁଣି ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତିଙ୍କୁ । ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ନାନା ପ୍ରାକାରର କଥା ଉଠିବାରେ ଲାଗିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅନୁଭବ ମହାନ୍ତି ମିଛି ମିଚିକା ବିବାହ କରିଥିବାର ଦୃଶ୍ୟ ବର୍ତ୍ତମାନ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

କାରଣ ସତ ସତିକା ଢଙ୍ଗରେ ଏହି ବିବାହ ହୋଇଥିବାର ସୂଚନା ମିଳିଥିଲା । ଏହାକୁ ନେଇ ସକାଳୁ ବର୍ତ୍ତମାନ ପର୍ଯ୍ୟନ୍ତ ହାଉଜାଉ ଚର୍ଚ୍ଚା ହେବାରେ ଲାଗିଛି । କିନ୍ତୁ ସେ ଥିଲେ ଅନୁଭବ ମହାନ୍ତି ଙ୍କର ଫିଲ୍ମର ସ୍ତ୍ରୀ । ଯାହାଙ୍କୁ ସେ ବିବାହ କରିଛନ୍ତି । ତାଙ୍କୁ ନେଇ ଏତେ ପୋଷ୍ଟ ଏବଂ ଏତେ ଚର୍ଚ୍ଚା ଚାଲିଛି ଯେ ତାହା ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି । କାରଣ ସଂପୂର୍ଣ୍ଣ ତଥଯ ନଜାଣି ମିଛି ମିଛିକା ବିବାହକୁ ନେଇ ଏହିଭଳି ଚର୍ଚା ଅନୁଭବ ଙ୍କୁ ହଜମ ହୋଇନାହିଁ ।

ସୂଚନା ଅନୁଯାୟୀ ବାରିପଦାରେ ଚାଲିଥିଲା ଅନୁଭବ ଙ୍କ ଫିଲ୍ମର ସୁ-ଟି-ଙ୍ଗ । ଏହି ଅଭିନେତ୍ରୀ ଜଣକ ଜାଗୃତି ଶୁକ୍ଲା ନୁହନ୍ତି । ସେ ହେଉଛନ୍ତି ଅନୁଭବ ମହାନ୍ତି ଙ୍କ ଫିଲ୍ମ ର ନାୟିକା । ମଥାରେ ସିନ୍ଦୁର ଲଗାଇବା ସହିତ ବୋହୂ ବେଶରେ ସଜେଇ ହୋଇଛନ୍ତି, ମାତ୍ର ଏହା ସତ ସତିକା ନୁହେଁ, ବରଂ ମିଛି ମିଛିକା ଅଟେ । ତେବେ ବର୍ତ୍ତମାନ ମୂଳ ପ୍ରଶ୍ନ ହେଉଛି ଯେ ସୋ-ସି-ଆ-ଲ ମି-ଡି-ଆରେ ଏହାକୁ ଏଭଳି ଢଙ୍ଗରେ କିଏ ଏମିତି ଉପସ୍ଥାପିତ କରିଛନ୍ତି ?

ମାତ୍ର ଫିଲ୍ମର ପ୍ରମୋଶନ ପାଇଁ ଏହା ନିଶ୍ଚିତ ଭାବରେ ଏକ ଭଲ ଷ୍ଟଣ୍ଡ ଥିଲା । ଏହା ବର୍ତମାନ ଏହି ଅପ କମିଙ୍ଗ ସିନେମା କୁ କିଛି ମାଇଲେଜ ଦେବ । ଏହାକୁ ନେଇ ଅନୁଭବ ମହାନ୍ତି କହିଥିଲେ ତାଙ୍କର ଜଣେ ଫ୍ୟାନ୍ସ ଏହିଭଳି ଉତ୍କଣ୍ଠା ହୋଇ ପୋଷ୍ଟ କରିଦେଇଛନ୍ତି । ଏହାକୁ ନେଇ ସେ ବିଶେଷ କିଛି କହିବେ ନାହିଁ ।

କାରଣ ତାଙ୍କର ଯଦି ବିବାହ କରିବାର ଥାନ୍ତା ତେବେ ସେ ସମସ୍ତଙ୍କ ସାମ୍ନାରେ ହିଁ ବିବାହ କରିବେ ବୋଲି କହିଛନ୍ତି । କିନ୍ତୁ ଏଭଳି ଯିଏ ମଧ୍ୟ କରିଛନ୍ତି ତାହା ଆଦୌ ଉଚିତ ନୁହେଁ ବୋଲି ଅନୁଭବ କହିଥିଲେ । ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ପାରିବାରିକ ବିବାଦ କୋର୍ଟରେ ଲାଗି ରହିଥିବାବେଳେ ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *