Odia GK Questions- ସ୍ତ୍ରୀଙ୍କର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇଯାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ଥ ହେବ । ଛାତ୍ରଛାତ୍ରୀ ମାନେ ଏହାକୁ ସହଜରେ ମନେ ରଖିପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ସବୁଠାରୁ କମ ଭୂକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର;- ଭାରତରେ ।

୨;- ଦୁନିଆରେ ସବୁଠାରୁ ଅଧିକ ଘୁଷୁରି ପାଳୁଥିବା ଦେଶ କେଉଁଟା ?

ଉତ୍ତର;- ଚୀନ ।

୩;- କେଉଁ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ଅଛି ?

ଉତ୍ତର;- ଇରାନ ଦେଶ ପାଖରେ ।

୪;- ଶରୀର ର କେଉଁ ଅଙ୍ଗ ରେ ରକ୍ତ ନାହିଁ ?

ଉତ୍ତର;- ନଖ ଆଉ କେଶ ।

୫;- ଶାଶୁବୋହୂ ମନ୍ଦିର କେଉଁଠାରେ ସ୍ଥିତ ?

ଉତ୍ତର;- ଉଦୟପୁର ।

୬;- ଲାଲ ବାହାଦୁର ଶାସ୍ତ୍ରୀ ର ସମାଧି ସ୍ଥଳ କୁ କେଉଁ ନାମରେ ଜଣାଯାଇଥାଏ ?

ଉତ୍ତର;- ବିଜୟ ଘାଟ ।

୭;- ଭାରତ ର ସବୁଠାରୁ ଯୁବା ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର;- ରାଜୀବ ଗାନ୍ଧୀ ।

୮;- କେଉଁ ପକ୍ଷୀର ପକ୍ଷୀ ନଥାଏ ?

ଉତ୍ତର;- କିବୀ ପକ୍ଷୀ ।

୯;- ଭାରତର ସବୁଠାରୁ ବଡ ବ୍ୟାଙ୍କ କେଉଁଟା ?

ଉତ୍ତର;- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

୧୦;- ଉତ୍ତର ପ୍ରଦେଶ ର ମୁଖ୍ୟ ଲୋକନୃତ୍ୟ କ’ଣ ?

ଉତ୍ତର;- ଚାଚରୀ ।

୧୧;- ବିବୋ କେଉଁ ଦେଶ ର କମ୍ପାନୀ ଅଟେ ?

ଉତ୍ତର;- ଚୀନ ।

୧୨;- ଦୁନିଆରା ସବୁଠାରୁ ବଡ ଦେଶ କେଉଁଟା ?

ଉତ୍ତର;- ରୁଷ ।

୧୩;- ବୁଢିଯାଉଥିବା ସୂର୍ଯ୍ୟ ଙ୍କ ଦେଶ କାହାକୁ କୁହାଯାଇଥାଏ ?

ଉତ୍ତର;- ବ୍ରିଟେନ କୁ ।

୧୪;- ଆମ୍ଭର କେଉଁ ଅଙ୍ଗ ସବୁବେଳେ ଓଦା ରହିଥାଏ ?

ଉତ୍ତର;- ଜିଭ ।

୧୫;- ଇଣ୍ଡିଆ ବ୍ରାଣ୍ଡ ଇକ୍ବିଟି ଫଣ୍ଡ ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର;- ୧୯୯୬ ରେ ।

୧୬;- ଏଭଳି କେଉଁ ଗଛ ଅଛି ଯିଏ ମାଂସ ଖାଇଥାଏ ?

ଉତ୍ତର;- venus fly trap ।

୧୭;- ଡେନମାର୍କ ଦେଶର ସାଂସଦ ଙ୍କ ନାମ କ’ଣ ?

ଉତ୍ତର;- ଫୋଲକେଣ୍ଟିନ ।

୧୮;- କେଉଁ ଦେଶର ଲୋକେ ଭାରତ ବୁଲିପାରିବେ ନାହିଁ ?

ଉତ୍ତର;- ଉତ୍ତର କୋରିଆ ।

୧୯;- ଗାନ୍ଧୀ ସଦନ କେଉଁଠାରେ ଅବସ୍ଥିତ ?

ଉତ୍ତର;- ନୂଆ ଦିଲ୍ଲୀ ରେ ।

୨୦;- ବୁଢିଆଣୀ ଜାଲ କେଉଁଥିରେ ତିଆରି ?

ଉତ୍ତର;- ପ୍ରୋଟିନ ରୁ ।

୨୧;- କେଉଁ ଭିଟାମିନ ର ଅଭାବରୁ କେଶ ଧଳା ହୋଇଥାଏ ?

ଉତ୍ତର;- ଭିଟାମିନ ବି3 ।

୨୨;- ସ୍ତ୍ରୀ ଲୋକଙ୍କ କେଉଁ ଅଙ୍ଗ ରାତି ହେଲା ମାତ୍ରେ ବଡ ହୋଇଯାଇଥାଏ ?

ଉତ୍ତର;- ଆଖି ପିତୁଳା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ  ଏହି ସାଧାରଣଜ୍ଞାନ ସମ୍ବନ୍ଧୀୟ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *