ଆକ୍ସିଡେଣ୍ଟ ବେଳେ ସୁସ୍ଥ ଥିବା ରାଣୀପଣ୍ଡା, ମେଡିକାଲ ବେଡରେ ହଠାତ କେମିତି ହେଲେ ଅସୁସ୍ଥ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର ଏବଂ ବାଇକ ଆରୋହୀ ଙ୍କ ଦୁର୍ଘଟଣା ପରେ ଆକାରଣରେ ଗୋଟିଏ ନିରୀହ ଜୀବନ ଚାଲିଗଲା । ମାତ୍ର ଦୁର୍ଘଟଣା ସମୟରେ ସଂପୂର୍ଣ୍ଣ ସୁସ୍ଥ ଥିବା ରାଣୀ ବର୍ତ୍ତମାନ ମେଡିକାଲ ବେଡରେ । ଆପଣ ମାନଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହେଉଥିବା ସ୍ଵାଭାବିକ । ରାଣୀ ପଣ୍ଡା କୁ ନେଇ ପ୍ରତିଥର ଅପଡେଟ ଦେଉଥିବା ରାଣୀ ପଣ୍ଡା ଙ୍କ ଫ୍ୟାନ କ୍ଲବରେ ପୋଷ୍ଟ ହୋଇଛି ଏହି ଭି-ଡି-ଓ ଟି ।

ଏଥିରେ ରାଣୀ ମେଡିକାଲ ବେଡରେ ଶୋଇଛନ୍ତି ଏବଂ ହାତ, ଗୋଡ, ମୁଣ୍ଡରେ ପଡିଛି ଷ୍ଟିଜ । ଏହି ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବେସ ବ୍ୟସ୍ତ ହୋଇପଡିଛନ୍ତି, ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ସଂପୂର୍ଣ୍ଣ ସୁସ୍ଥ ଥିବା ରାଣୀ ହଠାତ ଅସୁସ୍ଥ ହୋଇ ପଡିଲେ କିଭଳି ?

DSP ବିଜୟ କୁମାର ରାଣୀ ଙ୍କ କାର ଦୁର୍ଘଟଣା ସମ୍ବନ୍ଧରେ କହିଛନ୍ତି ଯେ, ୯.୪୫ ସମୟରେ ରାଣୀ ପଣ୍ଡା ସାତମାଳ ଢେଙ୍କାନାଳ କୁ ନିଜର କାର ଯୋଗେ ସେ ଯାଉଥିଲେ, ଏବଂ ଯିବା ସମୟରେ ଅପର ପାର୍ଶ୍ଵରୁ ଏକ ବାଇକ ଆରୋହୀ ଆସୁଥିଲା ଏବଂ ଉଭୟଙ୍କର ରାଜମହଲ ଛକ ନିକଟରେ ଧକ୍କା ହେଲା । ଯୁବକ ଙ୍କ ନାମ ସୁକାନ୍ତ ବେହେରା ଥିଲା । ଭୁବନେଶ୍ବରରୁ ଢେଙ୍କାନାଳ କୁ ଯାଉଥିଲେ ଏବଂ ମୁଣ୍ଡଳୀରୁ ସୁକାନ୍ତ ବେହେରା ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ସମୟରେ ସୁକାନ୍ତ ଛିଟିକି ଦୂରରେ ପଡିଥିଲେ । ଏହାପରେ ପୋଲିସ ଙ୍କ ପାଖକୁ ସ୍ଥାନୀୟ ଲୋକେ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏହାପରେ ପୋଲିସ ତୁରନ୍ତ ପହଞ୍ଚି ଆମ୍ବୁଲାନ୍ସ ଗାଡି ମାଧ୍ୟମରେ ସୁକାନ୍ତ କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସ୍ୟ ଚାଲିଥିବା ସମୟରେ ଯୁବକଙ୍କର ପରଲୋକ ହୋଇଛି । ଦୁର୍ଘଟଣା ସ୍ଥଳରେ ଲୋକଙ୍କ ପରିସ୍ଥିତି ଉତ୍ତେଜନା ଥିଲା, ପୋଲିସ ତାଙ୍କୁ ବୁଝାସୁଝା କରିବା ପରେ ରାଣୀପଣ୍ଡା ଏବଂ ଡ୍ରାଇଭର ଙ୍କୁ ଥାନାକୁ ନେଇ ଆସିଲେ ପୋଲିସ ।

ପରିବାର ଲୋକେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ଏବଂ ଗୋଟିଏ କେସ ରୁଜୁ ହୋଇଛି ଏବଂ ସେହି ଅନୁସାରେ ତଦନ୍ତ ଜାରି ରହିବ । ଏହି ଘଟଣା ରେ ଡ୍ରାଇଭର ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ପ୍ରତ୍ୟକଟି ଜୀବନ ତାଙ୍କ ହାତରେ ରହିଥାଏ । ମାତ୍ର ଏଠାରେ ମଦ୍ୟପାନ କରି ଗାଡି ଚଳାଇବା ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଦୁଇଟି ଗାଡି ଏତେ ଯୋରରେ ମାଡ ହୋଇଛି ଯେ ଗୋଟିଏ ଜୀବନ ଚାଲିଯାଇଛି । ତେବେ ପୋଲିସ ର ସଂପୂର୍ଣ୍ଣ ତଦନ୍ତ ପରେ ପରଦା ଫିଟିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *