‘ବଡି ଓ ଫିଲିଙ୍ଗ କୁ ଅଲଗା ରଖି, କେବଳ ବଡି ପାଇଁ ଯୁବପିଢୀ ମାନେ ଲିଭ ଇନ ରିଲେସନସିପକୁ ଯାଉଛନ୍ତି, ଯାହାର ପରିଣାମ ସ୍ୱରୂପ ଆଜି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଦିଲ୍ଲୀ ରେ ପ୍ରେମିକ ପ୍ରେମିକା ଜଣକୁ ହ-ତ୍ୟା କରିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି । ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ରେ ଯୁବକ ଯୁବତୀ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଯୁବତୀ ଜଣଙ୍କ ଏହି ବାବଦରେ କ’ଣ ମତ ଦେଇଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ ତାଙ୍କ ମତରେ ପିଲା ଖୋଜିବା ଏବଂ ଭଲ ପାଇବା ଏ ଦୁଇଟି ଜିନିଷ ସବୁବେଳେ ଅଲଗା ।

ଭଲପାଇବା ସବୁବେଳେ ଅନ୍ତରରୁ ଆସିବା ଦରକାର । ମାତ୍ର ଯାହା ବର୍ତ୍ତମାନ ସେହି ଜିନିଷ ଆଉ ଆସୁନାହିଁ । ଲିଭଇନ ରିଲେସନ ସିପ କୁ ଯୁବପିଢୀ ଏଠି ନିମନ୍ତେ ଯାଉଛନ୍ତି ଯେ ନିଜ ଫିଲିଙ୍ଗ୍ସ କୁ ଅଲଗା ରଖି କେବଳ ଶରୀର ର ଭୋକ ନିମନ୍ତେ ହିଁ ଯାଉଛନ୍ତି । ଯେଉଁଥିରେ କି ପ୍ରେମର କୌଣସି ଅର୍ଥ ନାହିଁ । ମାତ୍ର ଏହି ଯେଉଁ କେସ ହୋଇଛି ଯେ 35 ଖଣ୍ଡ କରିଦେଇଛି ନିଜ ପ୍ରେମିକ କୁ ।

ମାତ୍ର ଏହା ଆଦୌ ଲାଗୁନି ଯେ ଏହା ଏକ ପ୍ରେମ ସମ୍ପର୍କ ଯୋଗୁଁ ହୋଇଛି ବୋଲି । କାରଣ ଲଭରେ କେହି କେବେ କାହାକୁ ଏତେ ଟରଚର କରିପାରେ ନାହିଁ । କିଛି ଦିନ ତଥା କିଛି ସମୟ ଯଦି ଆମ୍ଭେ କାହା ସହିତ ଭଲ ଦିନ କାଟିଥିବା ତେବେ କେବେ ହେଲେ ଏହିଭଳି କରି ହେବ ନାହିଁ । ପ୍ରେମ ହେଉଛି ସବୁବେଳେ ଏକ ନିଷ୍ପାପ ତଥା ନିଷ୍କଳଙ୍କ ଯାହାର କି କୌଣସି ଡେଫିନେସନ ୱାର୍ଡ ରେ କେବେ ପରିପ୍ରକାଶ କରି ହେବ ନାହିଁ ।

ଲିଭଇନ ରିଲେସନସିପ ଏତେ ମାତ୍ରାରେ ବଢିବାର କାରଣ ହେଉଛି ଘରୁ ପ୍ରଥମେ ସେମାନଙ୍କୁ ଫ୍ରିଡମ ମିଳୁଛି । ଘରେ ନିଜ ପିଲା ମାନଙ୍କ ପ୍ରତି ରୋକାଠକ ନ ଲଗାଇବାରୁ ଏହିଭଳି ପରିସ୍ଥିତି ଆଜି ଉପୁଜିବାରେ ଲାଗିଛି । ମାତ୍ର ଆଜିକାଲି ର ପ୍ରେମ ସମ୍ପର୍କ ଏଭଳି ହେଲାଣି ଯେ ଆଜି ଜଣଙ୍କ ସହିତ ରହୁଛନ୍ତି ସେ ଭଲ ଲାଗୁନି ତ ସାଙ୍ଗେ ସଙ୍ଗେ ଆଉ ଜଣଙ୍କ ସହିତ ତାକୁ ଛାଡି ।

ଏହା ଏଭଳି ପରିସ୍ଥିତି ଉପୁଯାଇ ଦେଉଛି ଯାହା ଫଳରେ ମଡର ତଥା ସୁଇସାଇଡ ଭଳି ଘଟଣାମାନ ଘଟିବାରେ ଲାଗିଛି । ମାତ୍ର ଜବରଦସ୍ତିବ କାହାକୁ ରିଲେସନସିପ ରେ ବାନ୍ଧି ରଖିଲେ ତାହା କେବେ ମଧ୍ୟ ଡେଭଲପ କରେ ନାହିଁ । ମାତ୍ର ଯଦି ସେ ଝିଅ ଚିଟ କରିଲା କି ଅନ୍ୟ କିଛି କାରଣ ଥିଲା ତେବେ ସେମାନେ କଥା ହେଇ ଅଲଗା ହେଇଯାଇପାରିଥାନ୍ତେ ।

ଖାଇବା ଯୋଗୁଁ ହାଇପର ନେସ ବଢିବାରେ ଲାଗିଛି । ଲୋକ ମାନଙ୍କ ର ଆଶା ରିଲେସନସିପ କୁ ନେଇ ବଢିବାରେ ଲାଗିଛି । ଏବଂ ଶରୀରର ଭୋକ ମେଣ୍ଟାଇବା ନିମନ୍ତେ ଏହାକୁ ରିଲେସନସିପ ର ଆଖ୍ୟା ଦିଆଯାଉଛି । ତେବେ ଏହିଭଳି ମନ୍ତବ୍ୟ ଶୁଣିବାକୁ ମିଳିଛି ଏକ ଯୁବତୀ ଙ୍କ ଠାରୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *