ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ହେବ । ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏହି ପ୍ରଶ୍ନ ଉତ୍ତର ବେସ ଲାଭ ଦାୟକ ହେବ । କାରଣ ଅନେକ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ଜଣା ନଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉତ୍ତର ର ବିବରଣୀ ଦେବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- କେଉଁ ପଶୁ ଦିନରାତି ମଧ୍ୟରେ ମାତ୍ର ୨ ଘଣ୍ଟା ଶୋଇଥାଏ ?
ଉତ୍ତର;- ହାତୀ ।
୨;- କେଉଁ ପକ୍ଷୀ ମେଘ ଦେଖିଲେ ନାଚେ ?
ଉତ୍ତର;- ମୟୂର ।
୩;- କେଉଁ ଦେଶରେ ଭିକାରି ମାନେ ଘୋଡାରେ ଚଢି ଭିକ ମାଗନ୍ତି ?
ଉତ୍ତର;- ଅଷ୍ଟ୍ରେଲିଆ ।
୪;- କେଉଁ ପକ୍ଷୀର ଥଣ୍ଟ ନାଲିଆ ?
ଉତ୍ତର;- ଶୁଆ ।
୫;- ଆକାଶରେ କେଉଁ ତାରାଟି ସର୍ବଦା ସ୍ଥିର ଥାଏ ?
ଉତ୍ତର;- ଧୃବତାରା ।
୬;- ଗାଁ ଗହଳିରେ କେଉଁ ଆଲୁଅ ଲୋକପ୍ରିୟ ଥିଲା ?
ଉତ୍ତର;- ଡିବି ।
୭;- କେଉଁ ପାରିବା ପାଣିରେ ଭାସିଥାଏ ?
ଉତ୍ତର;- ବାଇଗଣ ।
୮;- କେଉଁ ଗଛରେ ଡାଳ ନଥାଏ ?
ଉତ୍ତର;- ଗୁଆ ।
୯;- ସବୁଠାରୁ ମୁଲ୍ୟବାନ ଗଛ କିଏ ?
ଉତ୍ତର;- ଚନ୍ଦନ ।
୧୦;- ଗାଈ ଦେହରୁ କେଉଁ ପୋକ ରକ୍ତ ଶୋଷି ନେଇଥାଏ ?
ଉତ୍ତର;- ଟିଙ୍କ ।
୧୧;- “statue of unity” ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର;- ଗୁଜୁରାଟ ।
୧୨;- ଭାରତରେ ସବୁଠାରୁ ବେଶୀ କୁହାଯାଉଥିବା ଭାଷା କଣ ?
ଉତ୍ତର;- ହିନ୍ଦୀ ।
୧୩;- ଭାରତର ସୁପ୍ରିମକୋର୍ଟ କେଉଁ ମସିହାରେ ସ୍ଥାପନ କରାଯାଇଥିଲା ?
ଉତ୍ତର;- ୧୯୫୦ ମସିହା ।
୧୪;- ବିଶ୍ବରେ ସବୁଠାରୁ ବେଶିଦିନ ବଞ୍ଚୁଥିବା ଯିବାର ନାମ କଣ ?
ଉତ୍ତର;- କଇଁଛ ।
୧୫;- ଆଧାର କାର୍ଡରେ କେତୋଟି ନମ୍ବର ରହିଛି ?
ଉତ୍ତର;- ୧୨ ।
୧୬;- ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ କିଏ ଥିଲେ ?
ଉତ୍ତର;- ସୁରେନ୍ଦ୍ର ସାଏ ।
୧୭;- ଓଡିଶାର ପ୍ରଥମ ବୈଜ୍ଞାନିକ ଙ୍କ ନାମ କଣ ?
ଉତ୍ତର;- ଡକ୍ଟର ପ୍ରାଣ କୃଷ୍ଣ ପରିଜା ।
୧୮;- ତ୍ରିରଙ୍ଗା ପତାକାରେ ଅଶୋକଚକ୍ର କିଏ ଲଗାଇଥିଲେ ?
ଉତ୍ତର;- ଭୀମରାଓ ଆମ୍ବେଦକର ।
୧୯;- ଜଣେ ଧନୀ ଲୋକ ତଥା ଜଣେ ଗରିବ ଲୋକଙ୍କ ଘରେ ନିଆଁ ଲାଗିଛି ପୋଲିସ ଆସିବା ପରେ ପ୍ରଥମେ କାହା ଘରର ନିଆଁ ଲିଭାଇବ ?
ଉତ୍ତର;- ପୋଲିସ ନିଆଁ ଲିଭାଇ ନଥାଏ, ଅଗ୍ନିସମ ବିଭାଗ ଯାହାକି ଦମକଳ ନିଆଁ ଲିଭାଇବାରେ ସାହାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।