ବନ୍ଧୁଗଣ, ସୂଚନା ଅନୁଯାୟୀ ଡ଼ିରେକ୍ଟର ସୁଧାକର ବସନ୍ତ ଙ୍କ ଫଟୋ ଅର୍ଚ୍ଚନା ଙ୍କ ସହିତ ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଏହାକୁ ନେଇ ସେ କହିଛନ୍ତି ଯେ ଗୋଟିଏ ଦିନରେ ୧୦ ରୁ ୧୫ ଲୋକ ଆସି ଫଟୋ ନେଉଛନ୍ତି । ସେହିଭଳି ଅର୍ଚ୍ଚନା ମଧ୍ୟ ତାଙ୍କ ସହିତ ଫଟୋ ନେଇଛନ୍ତି । କରୋନା ପରେ ସତ୍ୟବିହାରରେ ତାଙ୍କ ସାଙ୍ଗ ଙ୍କର ଗୋଟିଏ ଷ୍ଟୂଡିଓ ଥିଲା ଏଡିଟିଂ ଷ୍ଟୂଡିଓ ତାହା ଥିଲା ।
ଏଡିଟିଂ କରିଲା ବେଳକୁ ଗୋଟିଏ ଭଲ ରିଚ ଘର ଦେଖିବାକୁ ମିଳିଥିଲା । ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଅର୍ଚ୍ଚନା ରହିଥିଲା । ଘର ବହୁତ ଭଲ ଥିଲା ତଥା ସୁ-ଟି-ଙ୍ଗ ନିମନ୍ତେ ବହୁତ ସୁବିଧା ମଧ୍ୟ ଥିଲା । “ପ୍ରେମିକାୟ ନମଃ” ଗୋଟିଏ ଫିଲ୍ମ ରେ ଏହିଭଳି ଘରର ଆବଶ୍ୟକତା ଥିଲା । ଏଣୁ ସେହି ଘର ନିମନ୍ତେ ଅର୍ଚ୍ଚନା ଙ୍କୁ କହିଥିଲେ ଏବଂ ସେଠାରେ ସୁ-ଟି-ଙ୍ଗ ମଧ୍ୟ କରିଥିଲେ କେବଳ ଗୋଟିଏ ଦିନ ବୋଲି କହିଛନ୍ତି ସୁଧାକର ବସନ୍ତ ।
ସେ କହିଛନ୍ତି ଯେ ଅନ୍ୟ ପ୍ରଡ୍ୟୁସର ଯେଉଁଭଳି ଭାବରେ ପଶିଛନ୍ତି, ସେହିଭଳି ଭାବରେ ଅର୍ଚ୍ଚନା କୌଣସି ପ୍ରକାରର ଅଫର ଦେଇନଥିଲେ । କେବଳ ୧ ରୁ ୨ ଦିନ ମଧ୍ୟରେ ଭେଟା ହୋଇଥିଲା ଉଭୟଙ୍କର । ଅର୍ଚ୍ଚନା ସକାଳେ ଆସି ରୁମ ସବୁ ଖୋଲା କରିଦେଲେ ଏବଂ ଏହାପରେ ଉପରକୁ ଚାଲିଯାଇଥିଲେ । ମାତ୍ର ସମୁଦାୟ କେତେଜଣ ଏହି କେସ ରୁ ବାହାରିଲେଣି ତାହା କହିବା ଅସମ୍ଭବ ।
ଏହାକୁ ନେଇ ସୁଧାକର କହିଛନ୍ତି ଯେ ସିନେମା ଅଲଗା ଏବଂ ଏହି ଜିନିଷ ସଂପୂର୍ଣ୍ଣ ଭାବରେ ଅଲଗା । ମାତ୍ର ଏ ସମ୍ବନ୍ଧରେ ସେ ବିଶେଷ କିଛି କହିବାକୁ ଚାହୁଁନାହାଁନ୍ତି, କାରଣ ପୋଲିସ ଏ ସମ୍ବନ୍ଧରେ ତଦନ୍ତ କରୁଛି । ଏହି କଥାରେ କେତେ ସତ୍ୟତା ରହିଛି ତଥା କେତେ ମିଥ୍ୟା ରହିଛି ତାହା ପୋଲିସ ନିଶ୍ଚିତ ଭାବରେ ବାହାର କରିବ ।
ମାତ୍ର ଅନ୍ୟ ଡ଼ିରେକ୍ଟର କହିଛନ୍ତି ଯେ ନୋନଓଡିଆ ଡ଼ିରେକ୍ଟର ଆସିବା ଫଳରେ ଏହିଭଳି ଓଡିଆ ଇଣ୍ଡଷ୍ଟ୍ରୀ ଆଗକୁ ଯାଇ ପାରୁ ନାହିଁ, ତେବେ ଏହି କଥା ଶୁଣି ସୁଧାକର କହିଲେ ଯେ ନୋନଓଡିଆ ଡିରେକ୍ଟର ଆଗରୁ ମଧ୍ୟ ଥିଲେ, ଏବଂ ସେମାନେ ବହୁତ ଭଲ ଫିଲ୍ମ ମଧ୍ୟ ଦେଇଛନ୍ତି ।
ଟ୍ୟାଲେଣ୍ଟ ନଥିଲେ କେହି କିଛି କରି ପାରିବେ ନାହିଁ । ତେବେ ଅର୍ଚ୍ଚନା ସହିତ ଫଟୋ କୁ ନେଇ କହିଛନ୍ତି ଯେ ଅଯଥାରେ କାହା ସହିତ ଫଟୋ ଉଠାଇବା କଥା ନୁହେଁ, କାରଣ କିଏ କେତେବେଳେ କଣ କରୁଛି ତାହା ଆମ୍ଭେ ଜାଣି ନଥାଉ ଏଣୁ ସାବଧାନ ରୁହନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।