ଅନେକ ବର୍ଷ ପରେ ମିଳିଲା ଏମିତି ରାଗି ଓ ଭୟଙ୍କର ଚନ୍ଦ୍ରନାଗ ତା’ ବି ରୋଷେଇ ଘରେ ଦେଖି ଭୟରେ ଥରିଲେ ଲୋକ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କୌଣସି ଏକ ଗ୍ରାମରେ ଏକ ପରିବାରର ରୋଷେଇ ଘର ଭିତରେ ଚନ୍ଦ୍ର ନାଗ ନାମକ ଏକ ସାପ ପଶିଯାଇଥିଲା । ପରିବାର ଲୋକେ ଦେଖିବା ପରେ ଏ ନେଇ ସମସ୍ତ ବିବରଣୀ ସମ୍ବନ୍ଧରେ ଜାଣିବା ପରେ ସେମାନେ ସାପ ଉଦ୍ଧାରକାରୀ ଟିମ କୁ ଖବର ଦେଇଥିଲେ । ଏହାପରେ ସେମାନେ ଘରକୁ ଆସି ସାପ ଟିକୁ ଖୋଜିବାକୁ ଲାଗିଲେ । ସାପଟି ରୋଷେଇ ଘରେ ଥିବା ସିଲିଣ୍ଡର ପଛପଟେ ଲୁଚିଥିଲା ।

ସିଲିଣ୍ଡର କୁ ହଟାଇବାରୁ ସେ ସଙ୍ଗେ ସଙ୍ଗେ ସେଠାରୁ ଆଉ ଏକ ସ୍ଥାନକୁ ଯାଉଥିଲା ମାତ୍ର ତାହାର ଗର୍ଜନ ପ୍ରବଳ ଥିଲା ଏବଂ ସମସ୍ତେ ଦେଖି ଭୟଭୀତ ହୋଇଯାଇଥିଲେ । ସାପ ଉଦ୍ଧାରକାରୀ ଟିମ ଆଙ୍କୁଡା ସାହାର୍ଯ୍ୟରେ ସାପ ଟିକୁ କଢୁଥିବା ସମୟରେ ସାପ ଟି ଫଁ ଫଁ କରି ବିଷ କାଢୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ସାପ ବହୁତ ରାଗି ହୋଇଥିବା ବେଳେ ଏମାନଙ୍କ ବିଷ ମଧ୍ୟ ବହୁତ ମାରାତ୍ମକ ଅଟେ ।

ଏମାନେ ସହଜରେ କାହାର ଜୀବନ ନେବାକୁ ବେସି ସମୟ ନେଇ ନଥାନ୍ତି । ତେବେ ବହୁତ ଚେଷ୍ଟା ଫଳରେ ସାପ ଉଦ୍ଧାରକାରୀ ଟିମ ଏହି ବିଷଧର ସାପଟିକୁ ଧରିବାରେ ସକ୍ଷମ ହେଲା । ସେ କହିଥିଲେ ଯେ ଏହିଭଳି ସାପ କୁ ଯଦି ଧରିବାକୁ ଜାଆନ୍ତି ତେବେ କିଛି ଭୁଲ ହେଲେ ଏହା ସଙ୍ଗେ ସଙ୍ଗେ କାମୁଡି ଦେଇଥାଏ ।

ଏହି ସାପଟି ଘରେ ପ୍ରେବେଶ କରିଥିଲା ମାତ୍ର ଭାଗ୍ୟବଶତ କାହାର କ୍ଷତି ହୋଇନାହିଁ । କୋବ୍ରାର ଶରୀର ସଂପୂର୍ଣ୍ଣ ଭାବରେ ଅଲଗା ରହିଥାଏ । ତେବେ ପ୍ରତ୍ୟକ ବ୍ୟକ୍ତି ଙ୍କୁ ଜଣାଥାଏ ଯେ ଏହାର ଦୁଇ ପ୍ରକାରର ଜହର ରହିଥାଏ, ଗୋଟିଏ ହେଉଛି ନ୍ୟୁରୋ ଟକସିକ ଏବଂ ସାଇକୋ ଟକସିକ । ଏହା ଯେତେବେଳେ ମଧ୍ୟ ନିଜର ପାଟି ଖୋଲିଥାଏ ସେତେବେଳେ ସେ ଜହର ନିଶ୍ଚିତ ଭାବରେ ପକାଇଦେଇଥାଏ ।

ଏବଂ ଆଖି ଉପରେ ଏହା ବିଶେଷ ଭାବରେ ଜହର ପକାଇବାକୁ ପ୍ରୟାସ କରିଥାଏ । ଏଭଳି ହେଲେ ବ୍ୟକ୍ତି ଅନ୍ଧ ହୋଇଯାଇଥାଏ । ଏହା ବିଶେଷ କରି ଓଡିଶା ର ଭଦ୍ରକ ରେ ଦେଖିବାକୁ ମିଳିଥାଏ । ବହୁତ ବିଷଧର କୋବ୍ରା ମିଳିଥାଏ । ମାତ୍ର ଆଗରୁ ସାପ କୁ ମାରି ଦେଉଥିଲେ କିନ୍ତୁ ବର୍ତ୍ତମାନ ସାପ କୁ ମାରୁ ନାହାଁନ୍ତି, ସୋ-ସି-ଆ-ଲ ମି-ଡି-ଆ କାରଣରୁ ସାପ କୁ ବଞ୍ଚାଯାଉଛି । ଆପଣ ଘର ଆଖ ପାଖ ସଫା ରହିବା ସହିତ ନିଜେ ସାବଧାନତା ସହିତ ଜୀବନ ଜାପାନ କରନ୍ତୁ ।

ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଆପଣଙ୍କ ଘରେ ଛୋଟ ଛୋଟ ପିଲା ମାନଙ୍କ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । କାରଣ ଏହିଭଳି ସାପ ଦଂଶନରେ ଅନେକ ଶିଶୁ ଙ୍କ ଜୀବନ ଚାଲି ଯାଇଥିବାର ସୂଚନା ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *