ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତା ଉପରେ ରାଗିଂ ର ଓଲଟା ଚିତ୍ର ଦେଖିବାକୁ ମିଳିଛି । ସିନିୟର ଙ୍କୁ ଗଓଡାଇ ଗଓଡାଇ ପଇଟଇଲେ ଜୁନିୟର । କମ ଉଚ୍ଚତା କୁ ନେଇ ଆରମ୍ଭ ହୋଇଥିଲା କଳି । କଲେଜରୁ ବାହାରକୁ ଡାକି ନିସ୍ତୁକ ମଆଡ ମଆରଇଲେ ଜୁନିୟର । ଭି-ଡି-ଓ ଭା-ଇ-ରା-ଲ ହେବା ପରେ ବର୍ତ୍ତମାନ ଚାଲିଛି ତଦନ୍ତ । ତେବେ କଲେଜରେ ରାଗିଂ ସମୟରେ ଅକାଳରେ ବହୁ କଲେଜ ଛାତ୍ର ଛାତ୍ରୀ ଙ୍କ ଜୀବନ ଚାଲିଯାଉଥିବାର ଖବର ଆପଣ ମାନେ ଶୁଣିଥିବେ ।
କିନ୍ତୁ ବଲାଙ୍ଗୀରି ସଇଁତଲା ପଞ୍ଚାୟତ ସମିତି ମହା ବିଦ୍ୟାଳୟରେ ଖୁଲମଖୋଲା ଓଲଟା ରାଗିଂ ଚିତ୍ର ଦେଖିବାକୁ ମିଳିଛି । ଯେଉଁଠାରେ ଜୁନିୟର ପିଲାମାନେ ସିନିୟର ଙ୍କୁ ରାସ୍ତା ଉପରେ ପଇଟାପଇଟି କରୁଥିବା ଘଟଣା ସାମ୍ନା କୁ ଆସିଛି । ଏଠାରେ ଯୁନିୟର ମାନେ ସଙ୍ଘବତ ଭାବରେ ଜଣେ ସିନିୟର ଛାତ୍ର ଙ୍କୁ ଗଓଡାଇ ଗଓଡାଇ ପିଟଉ ଥିବାର ଦେଖିବାକୁ ମିଳିଛି । ଏହାର ଭି-ଡି-ଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ।
ଆକରଅମଣ ର ଶିକାର ହୋଇଥିବା ଛାତ୍ର ହେଉଛନ୍ତି ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ଛାତ୍ର ବକ୍ସି ଗ୍ରାମର କାହ୍ନା ତାଣ୍ଡି । ସେ କହିଛନ୍ତି ଯେ ମୁଁ କଲେଜରୁ ଫେରିବା ସମୟରେ ମୋର ପଛ ପଟରୁ ଆସୁଥିଲେ ୪ ଟି ପିଲା ଭାଷା କରି ଗାଳିଫଜିତ କରୁଥିଲେ ତାଙ୍କୁ । ପୀଡିତ ଛାତ୍ର ଜଣଙ୍କ କହିଲେ ଯେ ମୁଁ ତୁମଠୁ ବହୁତ ବଡ ହେବି ତୁମେ କଣ ପାଇଁ ମତେ ଭାଷା କହୁଛ ?
ମାତ୍ର ଏ ସବୁ ସେମାନେ କିଛି ନ ବୁଝି ଛାତ୍ର ଜଣଙ୍କୁ ପଇଟଇବାକୁ ବସିଲେ । ଏହା ସହିତ ତାଙ୍କଠାରୁ ନମ୍ବର ନେଇ ତାଙ୍କୁ ଡରାଉଛନ୍ତି । ପୀଡିତ ଛାତ୍ର ଙ୍କ ମା’ କହିଛନ୍ତି ଯେ ମୋ ପିଲାକୁ ବହୁତ ମଆଡ ମଆରିଛନ୍ତି । ମାତ୍ର ମୋ ପିଲା ଝଗଡା କେଉଁଠାରେ କରେ ନାହିଁ ଶାନ୍ତ ସରଳ ପିଲା ଅଟେ ।
ଯଦି ଝଗଡା କରିଥାନ୍ତା ତେବେ ବୋଧ ହୁଏ ମୁଁ କହିଥାନ୍ତି ଯେ ମୋର ପିଲା ଗୋଳମାଳ କରିଲା ଯାହା କି ଉଚିତ ନୁହେଁ । ମାତ୍ର ସେ ବହୁତ ନିରୀହ ତଥା ଶାନ୍ତ ଅଟେ । କାହା ସହିତ ସେ ଝଗଡା ମଧ୍ୟ କରେ ନାହିଁ । ମାତ୍ର ଆଜି ସେ ଏତେ ମଆଡ ଖାଇଛି ଯେ ମୁଁ ସହି ପାରୁନାହିଁ । କାହ୍ନା ଙ୍କ ଉଚ୍ଚତା କମ ଥିବାରୁ କିଛି ଜୁନିୟର ପିଲା ତାଙ୍କୁ କମେଣ୍ଟ ମାରିଥିଲେ ।
ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ଏହା ଅତ୍ୟନ୍ତ ଗୁରୁତ୍ଵ ରୂପ ଧାରଣ କରିବାରୁ କାହ୍ନା କୁ ରାସ୍ତା ରେ ଗଓଡାଇ ଗଓଡାଇ ମାରିଥିଲେ । ଏହି ସମ୍ବନ୍ଧରେ କଲେଜ କତୃପକ୍ଷ କହିଛନ୍ତି ଯେ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।