‘ଆମକୁ ରକ୍ଷା କର, ମୋର ଗୋଟେ ପୁଅ, ସୁନ୍ଦର ବୋହୂ ଦେଖି ଆଣିଥିଲି….ହେଲେ ପରେ ଜାଣିଲି ସେ ଅନେକ ପୁଅଙ୍କ ସହ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଶାଶୁ ଜଣେ ନିଜ ବୋହୂ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଶାଶୁ ଜଣଙ୍କ କହିଛନ୍ତି ଯେ ମୋର ଗୋଟିଏ ବୋଲି ପୁଅ । ସମସ୍ତେ ଚାହାଁନ୍ତି  ଯେ ବୋହୁଟିଏ ଆସିଲେ, ଘର ସଂସାର ଭଲରେ ଗଢିବ । ଏଣୁ ମୁଁ ଗୋଟିଏ ସୁନ୍ଦର ବୋହୂ ଦେଖି ଆଣିଥିଲି । ମାତ୍ର ସୁନ୍ଦର ଭିତରେ ଏତେ ଅସୁନ୍ଦର ଅଛି ବୋଲି ମୁଁ ଜାଣିନଥିଲି । ପୂର୍ବରୁ ବାଡୁଅରୁ ସେ ଗୋଟିଏ ପିଲା ନେଇ ନଷ୍ଟ କରି ଆସିଥିଲା ।

ଏହାପରେ ବ୍ଲିଡିଙ୍ଗ ଦେଖିବାରୁ ଡାକ୍ତର ପାଖକୁ ଗଲି ବୋହୂ କୁ ନେଇ ମାତ୍ର ଡାକ୍ତର କହିଲା ଯେ ଯେଉଁ ଡାକ୍ତର କରିଛି ସେହି ଡାକ୍ତର କରିବ । ଏହାପରେ ତାକୁ ଘୋଡାଇ ଲୁଚାଇ ରଖିଲି । ମାତ୍ର ଏହାପରେ ଝଗଡା ଲାଗିଲା ଏବଂ ବହୁତ ଥର ମିଟିଂ ବସାଇ ବୋହୂକୁ ନେଇ ଆସିଛନ୍ତି ବୋଲି କହିଛନ୍ତି ଶାଶୁ । ମାତ୍ର ଘରେ ସବୁବେଳେ ମାରପିଟ, ପୁଅକୁ ମାରିବା ସହିତ ବୋହୂ ଜଣଙ୍କ ଶାଶୁ ଙ୍କୁ ମଧ୍ୟ ମାରନ୍ତି ।

ଖାଇବାକୁ ଭଲ ଭାବରେ ଦିଅନ୍ତି ନାହିଁ କି ତାଙ୍କ କଥା ମଧ୍ୟ ଭଲରେ ବୁଝନ୍ତି ନାହିଁ ବୋଲି କହିଛନ୍ତି ବୋହୂ ଙ୍କ ଶାଶୁ । ବିବାହ କରିବା ପୂର୍ବ ରୁ ମଧ୍ୟ ଅନେକ ପୁଅ ଙ୍କ ସହିତ ଅନେଇତିକ ସମ୍ପର୍କ ରଖି ଆସିଥିଲେ ବୋହୂ । ମାତ୍ର ଏ ସମ୍ବନ୍ଧରେ ଧୀରେ ଧୀରେ ବିବାହ ପରେ ଜାଣିବାକୁ ପାଇଲେ ପରିବାର ଲୋକେ ।

ଝଗଡା ଲଗାଇ ବୋହୂ ଜଣଙ୍କ ନିଜ ବାପ ଘରକୁ ଚାଲି ଯାଇଥାନ୍ତି ଏବଂ ଏହାପରେ ସେ ଭଦ୍ରଲୋକ ବସାଇ ପୁଣି ଶାଶୁ ଏକ ମିମାଂସା କରି ନିଜ ଘରକୁ ନେଇ ଆସନ୍ତି । ୮ ବର୍ଷ ହେଲା ବିବାହ କୁ ମାତ୍ର ୫ ବର୍ଷ ହେବ ସୁଶାନ୍ତ ନାମକ ଜଣେ ବ୍ୟକ୍ତି ଙ୍କ ସହିତ ତାଙ୍କର ଖରାପ ସମ୍ପର୍କ ରହିଅଛି ବୋଲି ଶାଶୁ କହିଛନ୍ତି ।

ଏଭଳି ଏକ ବେଶ୍ୟା କୁ ଯାହାର ଅନେକ ପୁରୁଷ ତଥା ଗୁଣ୍ଡା ଙ୍କ ସହିତ ଅନେଇତିକ ସମ୍ପର୍କ ରହିଅଛି ତାକୁ କେବେ ମଧ୍ୟ ସେ ଘରକୁ ଆଣିବେନି ବୋଲି କହିଛନ୍ତି । ଯଦି ଘରାକୁ ଆଣନ୍ତି ତେବେ କିଭଳି ତାଙ୍କ ପୂର୍ବ ପୁରୁଷ ସନ୍ତୁଷ୍ଟ ରହିବେ ? ଏହା ସହିତ ବୋହୂ ଜଣଙ୍କ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *