ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କୁ ସରକାରୀ ଚାକିରୀରେ ସହାୟ ହେବ । ଅନେକ ସମୟରେ ଏଭଳି ବହୁତ ପ୍ରଶ୍ନ ଅଛି ଯାହାର ଉତ୍ତର ଆମ୍ଭ ମାନଙ୍କ ପାଖରେ ନଥାଏ । ଅଥବା ଆମ୍ଭେ ଜାଣିଥିଲେ ମଧ୍ୟ ହଠାତ କିଏ ପଚାରିଲେ ସେ ଗୁଡିକର ଉତ୍ତର ଦେଇ ପାରି ନଥାଉ । ତେବେ ଆଜି ଆମ୍ଭେ ସେହି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆପଣଙ୍କୁ କିଛି କହିବାକୁ ଯାଉଅଛୁ । ଆସନ୍ତୁ ବର୍ତ୍ତମାନ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।
୧;- ଭାରତର କେଉଁ ରାଜ୍ୟରେ ସାଗୁଆନ ବନ ବହୁତ ଅଧିକ ଦେଖାଯାଇଥାଏ ?
ଉତ୍ତର;- ମଧ୍ୟପ୍ରଦେଶ ।
୨;- ଆହୋମ ବିଦ୍ରୋହ କେଉଁଟି ହୋଇଥିଲା ?
ଉତ୍ତର;- ଆସାମ ।
୩;- ବିଶ୍ଵର ସବୁଠୁ ବଡ ଘଣ୍ଟା ଘର କେଉଁଠାରେ ଅବସ୍ଥିତ ?
ଉତ୍ତର;- ରୁଷିଆ ।
୪;- ସହିଦ ଦିବସ ଆମେ କେବେ ପାଳନ କରିଥାଉ ?
ଉତ୍ତର;- ଜାନୁଆରୀ ୩୦ ।
୫;- ବସନ୍ତ ରୋଗର ଟୀକା କିଏ ଆବିଷ୍କାର କରିଥିଲେ ?
ଉତ୍ତର;- ଏଡବାର୍ଡ ଜେନର ।
୬;- ଦୁନିଆର ସବୁଠାରୁ ଛୋଟ ଫୁଲର ନାମ କଣ ?
ଉତ୍ତର;- ବୋଲିଫିଆ ।
୭;- ମହାବିସ୍ପୋର ସିଦ୍ଧାନ୍ତ କାହା ସହିତ ସମ୍ଭନ୍ଧିତ ଅଟେ ?
ଉତ୍ତର;- ବିଶ୍ଵର ଉତ୍ପତ୍ତି ।
୮;- ଖିଲଜି ବଂଶର ସ୍ଥାପନ କିଏ କରିଥିଲେ ?
ଉତ୍ତର;- ଆଲଉଦ୍ଦିନ ଖିଲଜି ।
୯;- ଫ୍ରାସିସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ପ୍ରତିଷ୍ଠିତ ହୋଇଥିଲା ?
ଉତ୍ତର;- ୧୬୬୪ ମସିହା ।
୧୦;- ନୋବେଲ ପୁରସ୍କାର କାହାକୁ ଦିଆଯାଇଥାଏ ?
ଉତ୍ତର;- ସ୍ଵିଡେନ ଏକାଡେମି ।
୧୧;- ଗୁଲାମ ବଂଶର ସ୍ଥାପକ କେବେ ହୋଇଥିଲା ?
ଉତ୍ତର;- ୧୨୦୬ ମସିହାରେ ।
୧୨;- ରେଡକ୍ଲିପ ରେଖା କେଉଁ ଦେଶ ମଧ୍ୟରେ ଅବସ୍ଥିତ ?
ଉତ୍ତର;- ଭାରତ ଓ ପାକିସ୍ଥାନ ।
୧୩;- ହାଇଦର ଅଲ୍ଲୀର ଉତ୍ତରାଧିକାରୀ କିଏ ଥିଲା ?
ଉତ୍ତର;- ଟିପୁ ସୁଲତାନ ।
୧୪;- ହଂକଂ ର ମୁଦ୍ରାର ନାମ କଣ ?
ଉତ୍ତର;- ଡଲାର ।
୧୫;- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ, କାନ ନାହିଁ କିନ୍ତୁ ଶୁଣିପାରେ ?
ଉତ୍ତର;- ସାପ ।
୧୬;- ମିରାତ-ଉଲ-ଅଖବାର ର ସଂସ୍ଥାପକ କିଏ ଥିଲେ ?
ଉତ୍ତର;- ରାଜା ରାମ ମୋହନ ରାୟ ।
୧୭;- ଜଙ୍ଘ ରେ କେତୋଟି ହାଡ ଦେଖିବାକୁ ମିଳିଥାଏ ?
ଉତ୍ତର;- ୨ ଟି ।
୧୮;- ଆହାର ପାଦ ନାହିଁ ହେଲେ ସେ ବୁଲିଥାଏ ?
ଉତ୍ତର;- ପଙ୍ଖା ।
୧୯;- କେଉଁ ଗଛର ପତ୍ରରେ ହନୁମାନ ଙ୍କ ଛବି ଅଛି ?
ଉତ୍ତର;- ହନୁମନ୍ତ ବୀର ପତ୍ରରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।