‘ସୁରଭାଇ ମୋ ପୁଅକୁ ନ୍ୟାୟ ଦିଅ, ସେମାନେ ତାକୁ…’ Sura ଙ୍କ ଗୋଡ ତଳେ ପଡିଲେ ବ୍ୟକ୍ତି, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣ ବି ଚମକି ପଡିବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହାକୁ କହିଲା ବେଳକୁ ଛାତି ଥରି ଉଠୁଛି । ଜଣେ ବାପା ନିଜ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡି କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବାପା ଜଣଙ୍କ କହିଛନ୍ତି ଯେ ମୋ ପୁଅ ଅଜିତ ମହାପାତ୍ର ୨୧ ବର୍ଷ ର । ୩ ବର୍ଷ ହେଲା ସେ କ୍ୟାପିଟାଲ ଟସରେ ସେ ଚାକିରି କରିଥିଲେ । ଏହା ସହିତ ଭଲ କାମ କରୁଥିଲେ ବୋଲି ତାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା ।

ତାଙ୍କୁ ତାଙ୍କ ବାପା ଯେତେବେଳେ କିଛି ପଚାରନ୍ତି ସେ ସବୁବେଳେ ଭଲ ହିଁ କୁହନ୍ତି । କିଛି ଦିନ ହେବ ତାଙ୍କ ଅଫିସ କୁ ଏକ ବିଏମ ଟ୍ରାନ୍ସଫର ହୋଇ ଯାଇଥିଲେ । ମାତ୍ର ସେ ବହୁତ ମଦ୍ୟୟପାନ କରୁଥିଲେ । ବାପା ଏହି କଥା ଜାଣିବା ପରେ ନିଜ ପୁଅକୁ ଘରକୁ ଆସିବାକୁ କହିଲେ । ପୁଅ କହିଥିଲା ଯେ ବାପା ମୁଁ ଡ଼ିଜାଇନ ଦେଇଦେବି । ମାତ୍ର ଏହାପରେ ଘରକୁ ଆସିଥିଲେ ଅଜିତ ।

ଗଣେଶ ବିସର୍ଜନ ପରେ ପୁଣି ଚାକିରି କୁ ଚାଲିଗଲେ । କିଛି ଦିନପରେ ହଠାତ ଫୋନ ଆସିଲା ଯେ ତୁମ ପୁଅ ମରିଯାଇଛି । ଏହାପରେ ବାପା ଜଣକ ଛାନିଆରେ ଦୌଡି ଗଲେ ଏବଂ ସେ କ୍ୟାପିଟାଲରେ ଦେଖିବାକୁ ପାଇଲେ ଯେ ତାଙ୍କ ପୁଅ ଅଜିତ ଚଟାଣରେ ମରି ସୋଇଛି ।

ଏହା ଦେଖି ସ୍ଥାନୀୟ ଲୋକେ କହିଲେ ଯେ ଏଫୟାର ଦେବା ପାଇଁ, ଥାନାକୁ ବାପା ଯେତେବେଳେ ଗଲେ ଏଫୟାର ଦେବାକୁ ସେତେବେଳେ ଥାନା ବାବୁ କହିଲେ ଏହା ଏକ ସୁଇସାଇଡ କେସ ଅଟେ । ୧୦୦ କିମି ଏକୁଟିଆ ଯାଇଥିବାରୁ ବାପାଙ୍କୁ ଟିକିଏ ଭୟ ଲାଗୁଥିଲା ମାତ୍ର ତାଙ୍କ ଗ୍ରାମ ର ୧୦୦ ରୁ ୧୫୦ ପିଲା ଯାଇଥିବାରୁ ଏସଆଇ କାଗଜ ଦେଲେ ଏବଂ ବାପା ଜଣକ ଏଫୟାର ଲେଖିଲେ ।

ମାତ୍ର ତାଙ୍କ ପୁଅ ଶୋଇଲା ପରେ ତାଙ୍କ ଉପରେ ଶାବଳ ପକାଇ ତାଙ୍କୁ ହ-ତ୍ୟା କରାଯାଇଅଛି ବୋଲି ଅଭିଯୋଗ କରିଛନ୍ତି ବାପା ଜଣକ । ତେବେ ନ୍ୟାୟ ଭିକ୍ଷା କରି ପୁଅ ର ବାପା ଙ୍କ ସହିତ ପରିବାର ଲୋକେ ସୁର ରାଉତରାୟ ଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସୁର ରାଉତରାୟ କହିଛନ୍ତି ଯେ ମୁଁ ଇନ୍ସପେକ୍ଟର ଙ୍କୁ ଫୋନ କରିଲି, ଏସପି ଙ୍କ ସହିତ କଥା ହେଲି । ଏବଂ ସେମାନେ କହିଲେ ଯେ ପୋଷ୍ଟମଟମ ରିପୋର୍ଟ ଆସିଲେ ସେମାନେ ଷ୍ଟ୍ରଙ୍ଗ ସ୍ଟେପ ନିଶ୍ଚିତ ଭାବରେ ନେବେ ।

ସାଂସଦ ସୁର ରାଉତରାୟ କହିଛନ୍ତି ଯେ ନ୍ୟାୟ ଦିଅ । ଏହି ଅନ୍ୟାୟ ବିରୁଦ୍ଧରେ ଉଚିତ ପଦକ୍ଷପ ଗ୍ରହଣ କର । ଯେଉଁମାନେ ମଡର କରିଛନ୍ତି, ସେମାନଙ୍କୁ ଜେଲ ନିଶ୍ଚିତ ଭାବରେ ପଠାଅ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *