କଣ ଏମିତି ନି ଆସେ ମୃତ୍ୟୁ ! ଲିଫ୍ଟରେ ଯାଉଥିଲେ ହଟାତ ଅଟକିଗଲା ତଣ୍ଟି, ତା’ ପରେ ଯାହା ହେଲା ନା…

ବନ୍ଧୁଗଣ, ମୃ-ତ୍ୟୁ ମଧ୍ୟ ଏମିତି ଆସେ ଯାହା ଜାଣିଲେ ଆପଣଙ୍କ ଛାତି ଥରିଯିବ । ମୃ-ତ୍ୟୁ କେତେ ଯେ ଭୟଙ୍କର ଆପଣ ଏହି ଦୃଶ୍ୟ ଦେଖିଲେ ଜାଣିପାରିବେ । ତେବେ ଯମର ଦରବାରରେ କେତେବେଳେ କାହାର ଯେ ସମୟ ଆସିବ ତାହା କିଏ କହିବ ? କିନ୍ତୁ ଏଠାରେ ମୃ-ତ୍ୟୁ ଏଭଳି ଆସିଛି ଯାହାକୁ ଶୁଣିଲେ କିମ୍ବା ଚିନ୍ତା କରିଲେ ଭୟରେ ଛାତି ଥରି ଯାଉଅଛି । ମୃ-ତ୍ୟୁ ର ନାମ ଶୁଣି ସାଧାରଣତ ଡର ଲାଗିଥାଏ । ତେବେ ପ୍ରତିଦିନ ଭଳି ଏହି ନବବିବାହିତ ମହିଳା ଜଣଙ୍କ ସ୍କୁଲ ଯାଇଥିଲେ । ମାତ୍ର କିଏ ଜାଣିଥିଲା ଯେ ତାଙ୍କର ଆଜି ଶେଷ ଦିନ ହେବ ବୋଲି ।

ଲିଫ୍ଟରେ ଅପେକ୍ଷା କରିଥିଲା ମୃ-ତ୍ୟୁର ସଉଦାଗର, ଆଉ ଅତି ଭୟଙ୍କର ଭାବରେ ନେଇଗଲା ଜୀବନ । ତେବେ ସୂଚନା ଅନୁଯାୟୀ ଲିଫ୍ଟ ରେ ଫସି ଜଣେ ଶିକ୍ଷୟତ୍ରୀଙ୍କର ମୃ-ତ୍ୟୁ ଘଟିଛି । ଆଉ ସେହି ଶିକ୍ଷୟତ୍ରୀ ହେଉଛନ୍ତି ୨୬ ବର୍ଷୀୟ ଜେର୍ନେଲଫର୍ନାଣ୍ଡିସ । ମୁମ୍ବାଇ ରେ ଏହି ଅଭାବନୀୟ ଘଟଣା ଘଟିଛି ।

ଶୁକ୍ରବାର ମାଲଦାର ଛିଞ୍ଚଳୀବଣ୍ଡ ର ସେଣ୍ଟମେରୀ ଇଙ୍ଗ୍ଲିଶ ହାଇ ସ୍କୁଲ ରେ ଏହି ଘଟଣା ଘଟିଛି । ଷ୍ଟାଫ ରାମ କୁ ଯିବା ପାଇଁ ଜେନେଲ ଦ୍ଵିତୀୟ ଫ୍ଲୋର ରେ ଅପେକ୍ଷା କରିଥିଲେ । ଏହି ସମୟରେ ଲିଫ୍ଟ ଭିତରକୁ ପ୍ରବେଶ କରିବାରୁ ତାଙ୍କ ବ୍ୟାଗ ଟି ଦୁର୍ଭାଗ୍ୟ ବଶତ ଲିଫ୍ଟ ଡୋର ଭିତରେ ଛନ୍ଦି ହୋଇଯାଇଥିଲା ।

ମାତ୍ର ଏହି ସମୟରେ ହଠାତ ତାଙ୍କର ମୁଣ୍ଡ ଟି ଟାଣି ହୋଇ ଫସିଯାଇଥିଲା । ଖବର ପାଇ ତାଙ୍କ ସ୍କୁଲ କର୍ମଚାରୀ ମାନେ ତାଙ୍କୁ ଲିଫ୍ଟ ରୁ ବାହାର କରି ମେଡିକାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃ-ତ ଘୋଷଣା କରିଛନ୍ତି । ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସତରେ ଏହିଭଳି ଅଭାବନୀୟ ଦୁର୍ଘଟଣା କଥା ଚିନ୍ତା କରିଲା ବେଳକୁ ଛାତି ଥରି ଉଠୁଛି ।

ଜେର୍ନେଲ ପୁଣି ନୂଆ ବିବାହ କରିଥିବା ସୂଚନା ମିଳିଛି । ତେବେ ଏହି ଖବର ପାଇ ତାଙ୍କ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି । ଟିକିଏ ସାବଧାନତା ଅବଲମ୍ବନ ନ କରିଲେ କୌଣସି ପ୍ରକାର ମଧ୍ୟ ଦୁର୍ଘଟଣା ଘଟିପାରେ । ଏଣୁ ସାବଧାନତାର ସହିତ ଜୀବନ ଅତିବାହିତ କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  

Leave a Reply

Your email address will not be published. Required fields are marked *