‘ମୁଁ ଆଉ ଦୁଷ୍ଟ ହେବି ନାହିଁ’ ନିଜ ଟୀଚରଙ୍କୁ ମନେଇବା ପାଇଁ କିଛି ଏମିତି କରୁଛି ଏହି କୁନି ପୁଅ, ଯିଏ ଦେଖୁଛି ସିଏ ନ ହସି ରହି ପାରୁନି, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ସାଧାରଣତଃ କୁନି କୁନି ପିଲା ମାନଙ୍କର ଏହିଭଳି କିଛି ମଜାଦାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଥାଏ ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରିଛନ୍ତି । ସେ ଦୃଶ୍ୟ କୁ ଅନେକ ବହୁତ ପସନ୍ଦ କରିଥାନ୍ତି । ମାତ୍ର କିଛି ଭି-ଡି-ଓ ଏଭଳି ରହିଥାଏ ଯାହାକୁ ବାରମ୍ବାର ଦେଖିବାକୁ ଭଲ ଲାଗିଥାଏ । ଆଜି ଆମ୍ଭେ ଏକ ଏଭଳି ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦେଖିଲେ ଆପଣଙ୍କ ମନ ଆନନ୍ଦରେ ଭରିଯିବ ।

ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଏକ ବିଦ୍ୟାଳୟରେ ଏକ କୁନି ଛାତ୍ର ନିଜ ଶିକ୍ଷୟତ୍ରୀ ଙ୍କୁ କହୁଛନ୍ତି । ମିସ ମୋର ଭୁଲ ହୋଇଯାଇଛି । ଆଉଆ ଏଭଳି ଭୁଲ ମୁଁ କେବେ କରିବି ନାହିଁ । ତେବେ ଉଭୟ ଶିକ୍ଷୟତ୍ରୀ ଏବଂ ଛାତ୍ର କିଭଳି କଥା ହେଉଛନ୍ତି ଆସନ୍ତୁ ସେ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ମିସ କୁ କହୁଛି କୁନି ଛାତ୍ର ମିସ ସତରେ କହୁଛି ଆଉ ଏଭଳି କିଛି କରିବି ନାହିଁ । ଏହାପରେ ଶିକ୍ଷୟତ୍ରୀ କହୁଛନ୍ତି ତୁମେ ସବୁବେଳେ କହୁଛ ଏଭଳି କରିବ ନାହିଁ ଭୁଲ କିନ୍ତୁ ପୁଣି କରୁଛ ।

ମିସ କୁହନ୍ତି ତମେ ବାରମ୍ବାର ଏଭଳି କରୁଛ ପୁଣି ମନା କରୁଛ ପୁଣି କରୁଛ ବଦମାସି । ମିସ କୁହନ୍ତି ଯେ ପ୍ରମିସ କରୁଛ ଯେ କରିବା ନାହିଁ ? କିନ୍ତୁ ଯଦି କରିଲ ତେବେ ? ଏଭଳି ମିସ କହିବା ବେଳେ କୁନି ଛାତ୍ରଟି ଯାଇ ମିସ ଙ୍କୁ କୁଣ୍ଡାଇ ତାଙ୍କ ଗାଲକୁ କିସ କରିବାରେ ଲାଗିଲା । କହିଲା ଯେ ଆଉ ଏଭଳି ଭୁଲ ହେବ ନାହିଁ ।

mam ଆଉ ମୁଁ ଏଭଳି କରିବି ନାହିଁ  ସତ କହୁଛି । ତେବେ ଏହିଭଳି କିଛି କ୍ୟୁଟ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ସମସ୍ତେ ବେସ ପ୍ରଶଂସା କରିଛନ୍ତି । ଏଥିରୁ ଜଣା ପଡୁଛି ଯେ କୁନି ଛାତ୍ର ଜଣକ ନିଜ ମିସ କୁ କିଭଳି ଭାବରେ ଭଲ ପାଉଛି । ଏହାକୁ ଦେଖି ଅନେକ ପ୍ରଶଂସକ କହିଛନ୍ତି ଯେ ଛାତ୍ର ଏବଂ ଶିହୟୟତ୍ରୀ ମଧ୍ୟରେ ଏଭଳି ସମ୍ପର୍କ ଖୁବ ସ୍ୱଳ୍ପ ଦେଖିବାକୁ ମିଳିଥାଏ । ଯ

ଦି ସବୁ ବିଦ୍ୟାଳୟରେ ଏଭଳି ଛାତ୍ରଛାତ୍ରୀ ମାନଙ୍କର ମନକୁ ମୋହି ତଥା ମନକୁ ବୁଝି ଶିକ୍ଷା ପ୍ରଦାନ କରାଯାଏ, ତେବେ ନିଶ୍ଚିତ ଭାବରେ ସ୍କୁଲ ଯିବାକୁ ପିଲାମାନେ ଆଉ ଭୟ ତଥା ବାହାନା କରିବେ ନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ କ’ଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *