ମହିଳା ଗାଇଲେ ଏମିତି ଗୀତ…ରାତାରାତି ହେଲା ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ମହିଳା ଜଣକ ଏଭଳି ଗୀତ ଗାଉଛନ୍ତି ଯାହା ଆପଣ ମଧ୍ୟ ଦେଖିଲେ ହସି ହସି ଗଡିଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଆପଣ ମାନେ ସାଧାରଣତଃ “ନିଦ ଭରା ଆଖି ମଧୁଭରା ରାତି” ସଂଗୀତ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଏହି ମହିଳା ଜଣଙ୍କ ଏହି ଗୀତଟିକୁ କିଛି ଏଭଳି ଭାବରେ ଗାଇଛନ୍ତି ଯାହା ବେସ ମନୋଲୋଭା ହୋଇଛି । ଏହି ଗୀତଟି ସେ ସଂପୂର୍ଣ୍ଣ ଖାଦ୍ୟ ଉପରେ ଗାଇଛନ୍ତି । 

ଭାତ ଠାରୁ ଆରମ୍ଭ କରି ଅନେକ ଖାଦ୍ୟ ସାମଗ୍ରୀ ଯେମିତିକି ମୋମୋ ଗୁପଚୁପ କୁ ମଧ୍ୟ କହିଛନ୍ତି । ତେବେ ଆପଣ ମାନେ ଅନେକ ଗୀତ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାର ଦେଖିଥିବେ । କିନ୍ତୁ ମହିଳା ଜଣଙ୍କ ଯେଉଁ ଗୀତ ଟିକୁ ଗାଇ ଫେମସ ହେବାରେ ଲାଗିଛନ୍ତି ତାହା ଓଡିଆ ସିନେମାର ଗୀତଟି । ଏହାକୁ ସୋସିଆଲ ମିଡିଆରେ ବହୁତ ଲୋକେ ଦେଖିସାରିଲେଣି । ଏବଂ ବହୁତ ଜଣ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହା ସହିତ ଏହାକୁ ଦେଖି ଅନେକ ଲୋକେ ହସି ହସି ମଧ୍ୟ ଗାଡି ଯାଉଛନ୍ତି ।

ଏଭଳି ଏକ ନିଆରା ଢଙ୍ଗରେ ଗୀତ ଗାଇ ସମସ୍ତଙ୍କ ମନକୁ ସାନ୍ତ୍ଵନା ଦେବା ତଥା କେତେକ ଙ୍କ ମୁହଁରେ ହସ ଫୁଟାଇବା ଏହା ପ୍ରାୟ ସମସ୍ତେ କରିପାରି ନଥାନ୍ତି । ମହିଳା ଜଣଙ୍କ ଏହି ଭି-ଡି-ଓ ରେ ଏଭଳି ଭାବରେ ଗୀତ ଗାଇଛନ୍ତି ଯେ ଯାହାକୁ ଦେଖି କୁନି କୁନି ପିଲା ବେସ ଆନନ୍ଦ ଉଠାଇଛନ୍ତି ।

ତେବେ ମହିଳା ଙ୍କ ନାମ କ’ଣ ତଥା ସେ କେଉଁଠିକାର କିଛି ଏ ସମ୍ବନ୍ଧରେ ଜଣାପଡିନାହିଁ । ମାତ୍ର ଏହି ଗୀତଟି ଲୋକଙ୍କୁ ବେସ ପସନ୍ଦ ହୋଇଛି ବୋଲି ସେମାନେ କହିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ନୀତିଦିନ କିଛି ନା କିଛି ପୋଷ୍ଟ ନିଶ୍ଚିତ ଭାବରେ ହୋଇଥାଏ । ଏହି ଭି-ଡି-ଓ ଟି ଅପଲୋଡ ହେବା ପରେ ଦର୍ଶକ ମାନେ ମହିଳାଙ୍କ ସ୍ଵରରୁ କିଛି ଏଭଳି ଗୀତ ଶୁଣିବାକୁ ଡିମାଣ୍ଡ କରିଛନ୍ତି ।

ଏହା ବର୍ତ୍ତମାନ ତାଙ୍କ ନିମନ୍ତେ ବେସ ଆନନ୍ଦର ବିଷୟ ଅଟେ ଯେ ତାଙ୍କୁ ବହୁତ ଦର୍ଶକେ ପସନ୍ଦ କରିଛନ୍ତି । ତେବେ ଆଶା ଅଛି ଯେ ମହିଳା ଜଣଙ୍କ ପୁନ୍ନର୍ବାର ଏହିଭଳି ଆଧୁନିକ ସଂଗୀତରେ ନିଜ ଭାବଢଙ୍ଗ ମିଶାଇ ଦର୍ଶକଙ୍କ ମନ ମୋହିନେବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *