ଏବେ ଦୀପିକା ପାଇଁ ଦିନେଶଙ୍କ ବାପା ଦେବେ ଧାରଣ, ଦେଖନ୍ତୁ କଣ କହିଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀର୍ଘ ୪୦ ଦିନରୁ ଉର୍ଦ୍ଦ ହେଲାଣି ଦୀପିକା ଏବଂ ଦିନେଶ ଙ୍କ ମାମଲା ଅଡୁଆ ସୂତା ଭଳି ଗୁଡେଇ ଗୁଡେଇ ଚାଲିଛି । ତେବେ ଦିନକୁ ଦିନ କାହାଣୀ ରେ ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିନେବା ଦୀପିକା ବର୍ତ୍ତମାନ କେଉଁ ଅଭିଯୋଗ କରିଛନ୍ତି ? ଦୀପିକା ଙ୍କ ଶ୍ଵଶୁର କହିଲେ ମୋ ପୁଅ ମୋ ପୁଅ ନୁହେଁ ଏବଂ ମୋ ସ୍ତ୍ରୀ ମୋ ସ୍ତ୍ରୀ ନୁହେଁ । ଏହି କଥା ଶୁଣି ଦୀପିକା କହିଲେ ଯେ ହଉ ମତେ ଜାଗା ଦିଅନ୍ତୁ ବାରଣ୍ଡାରେ ଏଠି ବର୍ଷା ହେଉଛି ମୁଁ ସେଠାରେ ବସିବି ।

ମାତ୍ର ଦିନେଶ ଙ୍କ ବାପା କହିଲେ ଯେ କାହିଁକି ଏଠାରେ ବସିଛୁ ବର୍ଷା ହେଉଛି ତୁ ଚାଲିଯା’ । ଦୀପିକା କୁହନ୍ତି ଯେ ଆପଣଙ୍କ ପୁଅକୁ ଡାକନ୍ତୁ ସେ ବାପାର ପରିଚୟ ଦେଲେ ମୋ ପୁଅକୁ ମୁଁ ଏଠାରୁ ଯିବିଭାରି । ମାତ୍ର ପରବର୍ତ୍ତୀ ସମୟରେ ଦୀପିକାଙ୍କ ଶ୍ଵଶୁର କହିଲେ ଯେ ମୁଁ ରାତିରେ ଧାରଣା ଦେବି । ଅର୍ଥାତ ଦୀପିକା ଯେଉଁଠାରେ ବସିଛନ୍ତି ତାହାର ବିପରୀତ ପାର୍ଶ୍ଵରେ ସେ ଧାରଣା ଦେବେ । ଏହାପରେ ଦୀପିକା କହିଲେ ଭଲ କଥା ମାତ୍ର ପୋଲିସ ଙ୍କୁ ପଚାରନ୍ତୁ ଯେ ଆପଣ କେବେ ଆସି ଧାରଣାରେ ବସିବେ ?

ପ୍ରମିଳା ତ୍ରିପାଠୀ ଭୁବନେଶ୍ଵର ଯାଇଥିଲେ ଏବଂ ସେ ଏକ ଖୁସି ଖବର ଦେବେ ବୋଲି କହିଛନ୍ତି । ଦୀପିକାଙ୍କ ଶଶୁର କହିଲେ ତାଙ୍କ ଘର ସାମ୍ନାରେ ଯେଉଁ ଗ୍ୟାରେଜ ଅଛି ସେଠାରେ ସେ ଧାରଣାରେ ବସିବେ । ଏହି ସମ୍ବନ୍ଧରେ ସେ ପୋଲିସ ପ୍ରୋଟେସନ ଲୋଡା ବୋଲି କହିଛନ୍ତି ।

ମାତ୍ର ବର୍ତ୍ତମାନ ବହୁତ ଖରା ହେଉଛି ଏବଂ କାହା କାହା ସହିତ ପ୍ରମିଳା ମା’ କଥା ହେଇଛନ୍ତି ତଥା କେଉଁ କେଉଁ ଲେଟର ଆସିଛି ତଥା କଣ ସେହି ଖୁସି ଖବର ସେ ବିଷୟରେ କାଲି ସେ ଜଣାଇବେ ବୋଲି କହିଛନ୍ତି । ପ୍ରମିଳା ମା’ ସରପ୍ରାଇଜ ଦେବେ ବୋଲି କହିଛନ୍ତି ଦୀପିକା କୁ । ତେବେ ଏ ସବୁ ଦୃଶ୍ୟ ଆଉ କେତେ ଦିନ ଧରି ଲାଗି ରହିବ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ।

ସମ୍ପର୍କରେ ଆଗକୁ ବଢିବା ପୂର୍ବରୁ ଥରେ ଏହା ପରବର୍ତ୍ତୀ ପରିଣାମ କଣ ହେବ ଚିନ୍ତା କରିଥିଲେ ବୋଧ ହୁଏ ଉଚିତ ହୋଇଥାନ୍ତା । ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ଏଥି ନିମନ୍ତେ କିଏ ଦାୟୀ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *