ସ୍ତ୍ରୀ ଠାରୁ ଅନୁମତି ନେଇ କିନ୍ନରଙ୍କୁ ବାହା ହେଲେ ସ୍ଵାମୀ…ଦେଖନ୍ତୁ ଏ ନେଇ କଣ କହିଲେ ପତ୍ନୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ଅନେକ ପ୍ରକାରର ଚକିତ କରିଦେଉଥିବା ଭଳି ଦୃଶ୍ୟ ସମ୍ବନ୍ଧରେ ଜାଣିଥିବେ କିନ୍ତୁ କିଛି ସେ ମଧ୍ୟରୁ ଅଛି ଯାହା ସତରେ ବହୁତ ଅଲଗା ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ ସେହି ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ଆପଣ ମାନେ କିନ୍ନର ସମ୍ପ୍ରଦାୟର ପ୍ରଥା ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ ।

କିନ୍ନର ମାନଙ୍କୁ ବହୁତ ଶୁଭ ବୋଲି ମାନାଯାଇଥାଏ । ଅନେକ ଶୁଭ କାର୍ଯ୍ୟରେ କିନ୍ନର ମାନଙ୍କ ଆଶୀର୍ବାଦ ଲୋଡା ଯାଇଥାଏ । ସାଧାରଣ ଲୋକ ମାନେ କିନ୍ନର ମାନଙ୍କୁ ନିଜ ଘରକୁ ଡାକି ସନ୍ନମାନ ପୂର୍ବକ ଖାଇବାକୁ ଦେଇ ତାଙ୍କଠାରୁ ଆଶୀର୍ବାଦ ଲୋଡା କରିଥାନ୍ତି । ତେବେ ନିକଟରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଆପଣ ମାନେ ସାଧାରଣ ବାହାଘର ନିଶ୍ଚିତ ବାହାରେ ଦେଖିଥିବେ ଏବଂ ଯୋଗ ମଧ୍ୟ ଦେଇଥିବେ କିନ୍ତୁ ଏଭଳି ଏକ ବାହାଘର ଦେଖିବାକୁ ମିଳିଛି ଯାହା ଅତି ରୋମାଞ୍ଚକ ହେବା ସହିତ ପ୍ରଶଂସାର ବିଷୟ ଅଟେ ।

ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ବାହାଘର । କିନ୍ନର ମାନଙ୍କ ସହାୟତାରେ କିନ୍ନର ଓ ଜଣେ ବିବାହିତା ବ୍ୟକ୍ତିଙ୍କ ମଧ୍ୟରେ ବାହାଘର । ଏହି ବିବାହ ହେଉଛି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଧୂକୁଟି ଗ୍ରାମର । ଏହି ଗ୍ରାମର ବିବାହିତ ବ୍ୟକ୍ତି ଫକିର ନିଆଲ ବିବାହିତ ହୋଇ ଘର ସଂସାର କରି ସ୍ତ୍ରୀ ଏବଂ ଜଣେ ପାଞ୍ଚ ବର୍ଷର ପୁଅ ରହିଥିବା ବେଳେ ପୁଣି ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି ।

ଫଳରେ ସେ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ଦାଦପୁର ଗାଁର ସଂଗୀତା କିନ୍ନରକୁ ଜଣେ ବିବାହିତ ବ୍ୟକ୍ତି ବାହା ହୋଇଛନ୍ତି । ତେବେ ଉଭୟ ସଂଗୀତା କିନ୍ନର ଓ ଫକିର ନିଆଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଉଭୟଙ୍କ ସହମତିରେ ନର୍ଲା ରୋଡ କିନ୍ନରଙ୍କ ବାସ ଗୃହରେ ବିବାହ ସମ୍ପାଦନ ହୋଇଥିବା ଜଣା ପଡିଛି ।

ଏହାକୁ ନେଇ କିନ୍ନର ସମ୍ପ୍ରଦାୟ ବେସ ଖୁସ ମଧ୍ୟ ଅଛନ୍ତି । ଏବଂ ସେମାନେ ଆନନ୍ଦର ସହିତ ବିବାହ କାର୍ଯ୍ୟ ସମାପନ କରିଲେ । ନାଚ ଗୀତ ସହତ ଉତ୍ତମ ଉତ୍ତମ ଭୋଜନ ମଧ୍ୟ ପ୍ରସ୍ତୁତ କରି ବିବାହ ମୂହୁର୍ତ୍ତର ଫାଇଦା ଉଠାଇଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *