Interesting Gk Questions- ଏମିତି ଗୋଟିଏ ପରିବା ନାମ କୁହ ଯେଉଁଥିରେ ଜିଲ୍ଲା, ଭାଷା ଏବଂ ଦେଶ ଏହି 3 ଟି ନାମ ଆସିଥାଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ଖାଇବାକୁ ଦେଲେ ବଞ୍ଚେ ଏବଂ ପିଇବାକୁ ଦେଲେ ମରେ ସେ କିଏ ?

ଉତ୍ତର;- ନିଆଁ ।

୨;- ଏମିତି ଗୋଟିଏ ପରିବା ନାମ କୁହ ଯେଉଁଥିରେ ଜିଲ୍ଲା, ଭାଷା ଏବଂ ଦେଶ ଏହି ତିନୋଟି ନାମ ଆସିଥାଏ ?

ଉତ୍ତର;- BHINDI-ଭେଣ୍ଡି, BHIND-ଭିଣ୍ଡୁ, HINDI-ହିନ୍ଦୀ, HIND-ହିନ୍ଦୁ ।

୩;- ଏମିତି କେଉଁ ଟେବୁଲ ଅଛି ଆମେ ତାକୁ ଖାଇଥାଉ ?

ଉତ୍ତର;- ଭେଜିଟେବୁଲ ।

୪;- ଆପଣଙ୍କର କେଉଁ ଆବାଜ ଆପଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ଖରାପ ଭାବନ୍ତି ?

ଉତ୍ତର;- ଘୁଙ୍ଗୁଡି ।

୫;- ପଥର ହେଲେବି ସେ ପାଣି ସେହିଟା କ’ଣ ?

ଉତ୍ତର;- ବରଫ ଏବଂ କୁଆପଥର ।

୬;- ଖାଇଲେ କିଏ ମରେ ?

ଉତ୍ତର;- ଭୋକ ।

୭;- ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର;- ଝାଳ ।

୮;- କାହାକୁ ଟାଣିଲେ ଛୋଟ ହୁଏ ?

ଉତ୍ତର;- ବିଡି କିମ୍ବା ସିଗାରେଟ ।

୯;- ମୁଁ ସବୁଠାରେ, ମାତ୍ର କେହି ଧରିପାରନ୍ତି ନାହିଁ ?

ଉତ୍ତର;- ପବନ ।

୧୦;- ପଥର ହେଲେବି ସେ ପାଣି, ତାହା କ’ଣ ?

ଉତ୍ତର;- ବରଫ, କୁଆ ପଥର ।

୧୧;- କାହାର ଦାନ୍ତ ଅଛି, କିନ୍ତୁ ସେ କାମୁଡି ପାରେନା ?

ଉତ୍ତର;- ପାନିଆ ।

୧୨;- କାହାର ଆଖି ଅଛି, କିନ୍ତୁ ସେ ଦେଖି ପାରେନା ?

ଉତ୍ତର;- ନଡିଆ ।

୧୩;- କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?

ଉତ୍ତର;- ପତାକା ।

 

୧୪;- ଚଲାଇଲେ ଚାଲେ, କିନ୍ତୁ ଆଗକୁ ଯାଇ ପାରେନା ?

ଉତ୍ତର;- ପଙ୍ଖା ।

୧୫;- ମୁର୍ତ୍ତୁ ପରେବି ଠିଆ ହୋଇପାରେ, ସେ କିଏ ?

ଉତ୍ତର;- ଗଛ ।

୧୬;- ଭଙ୍ଗା ହେଲେବି ସେ ଗୋଟିଏ, ତାହା କ’ଣ ?

ଉତ୍ତର;- ଖିଲିପାନ ।

୧୭;- ମନା କଲେବି ସାଙ୍ଗ ଛାଡେନା, ସେ କିଏ ?

ଉତ୍ତର;- ଆମ ଛାଇ ।

୧୮;- ଉତ୍ତାପ ନ ପାଇ ଭି ଗରମ ହୁଏ, ସେ କିଏ ?

ଉତ୍ତର;- ମୁଣ୍ଡ ।

୧୯;- ଆଖି ଥିଲେ ଭି ସେ ଅନ୍ଧ, ସେ କିଏ ?

ଉତ୍ତର;- ମୂର୍ଖଲୋକ ।

୨୦;- ପୋଡେ କିନ୍ତୁ ନିଆଁ ନୁହେଁ, ତାହା କ’ଣ ?

ଉତ୍ତର;- ଲଙ୍କା ।

 

୨୧;- ଦିନରେ କାମ ନକରି କିଏ ମଜୁରୀ ପାଏ ?

ଉତ୍ତର;- ରାତ୍ର ଜଗୁଆଳି ।

୨୨;- “ନ” ରୁ ଆରମ୍ଭ “ନ” ରେ ଶେଷ, ଯିଏ ଦେଖେ ସାରା ଦୁନିଆ ଦୃଶ୍ୟ, କୁହନ୍ତୁ ତାର ନାମଟି କ’ଣ ?

ଉତ୍ତର;- ନୟନ ।

୨୩;- କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଅନେଶ୍ଵତ ?

ଉତ୍ତର;- ମଶାଣି ।

୨୪;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ପଣସ ।

୨୫;- ଜୀବନକାଳ ମଧ୍ୟରେ ଠାରେ ଫଳଦେଉଥିବା ଗଛଟି କିଏ ?

ଉତ୍ତର;- କଦଳୀ ।

 

୨୬;- କିଏ ଜିଭରେ ଚାଟି ଚାଟି ଖାଏ ?

ଉତ୍ତର;- କୁକୁର ।

୨୭;- ଏକ ବର୍ଷରୁ କମ ସମୟ ବଞ୍ଚୁଥିବା ଗଛଟି କିଏ ?

ଉତ୍ତର;- କାକୁଡି ।

୨୮;- କେଉଁ ଜୀବଟିର ଗୋଟିଏ ମାତ୍ର ଶିଙ୍ଗ ଥାଏ ?

ଉତ୍ତର;- ଗଣ୍ଡା ।

୨୯;- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କ’ଣ କୁହାଯାଏ ?

ଉତ୍ତର;- ଲତା ।

୩୦;- କେଉଁଟି ତୈଳବୀଜ ନୁହେଁ ?

ଉତ୍ତର;- ଗହମ ।

Leave a Reply

Your email address will not be published. Required fields are marked *