କ୍ୟୁଟ ପ୍ରେମୀ ଯୁଗଳଙ୍କ ଜବରଦସ୍ତ ଡ୍ୟାନ୍ସ, ସୋସିଆଲ ମୋଡିଆରେ ନିଆଁ ପରି ହେଉଛି ଭାଇରାଲ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନ୍ଧାର ରାତି କୁ ଫାଙ୍କା ରାସ୍ତା, ଯମେଇକି ନାଚିଲେ ପୁଅ ଝିଅ ଏବଂ ଭି-ଡି-ଓ ଭା-ଇ-ରା-ଲ ହେବା ସାଙ୍ଗକୁ ସେମାନେ ହେଲେ ଫେମସ । ତେବେ ସମସ୍ତେ ଜାଣିଛନ୍ତି ଯେ  ନାଚିବା ଏକ କଳା ମାତ୍ର କିଏ କେମିତି ନାଚିବ ଏବଂ କେଉଁଠି ନାଚିବ ତାହା ନିଜ ଉପରେ ନିର୍ଭର କରେ । କେହି କେହି ଏହାକୁ ନିଜ ପେସା ଭାବରେ ଗ୍ରହଣ କରିଛନ୍ତି ତ ଆଉ କେହି କେହି ନିଜ ନିଜ ଖୁସି ପାଇଁ ନାଚନ୍ତି । 

ଏ କଥା ମଧ୍ୟ ସତ ଯେ କେହି କେହି ଷ୍ଟ୍ରେସ ରିଲିଜ ନିମନ୍ତେ ନାଚିଥାନ୍ତି । ତେବେ ବର୍ତ୍ତମାନ ଇଣ୍ଟରନେଟରେ ସେହିଭଳି ଏକ ଭି-ଡି-ଓ ହୋଇଛି ଭା-ଇ-ରା-ଲ । ଏଥିରେ ଉଭୟ ରାସ୍ତାରେ ବେଫିକର ହୋଇ ନାଚୁଛନ୍ତି । ଟ୍ଵିଟରରେ ଏହି ଭିଡିଓ ପ୍ରେରଣା ମହେଶ୍ଵରୀଙ୍କ ଦ୍ଵାରା ସେୟାର କରାଯାଇଅଛି । ଏହା ଏକ ଛାତ ଉପରୁ ସୁଟ କରାଯାଇଅଛି ।

ଏହି ଭିଡିଓ ରେ ଜଣେ ପୁଅ ଏବଂ ଝିଅ ଷ୍ଟ୍ରିଟ ଲାଇଟ ତଳେ ଫାଙ୍କା ରାସ୍ତାରେ ନାଚୁଥିବା ଦେଖିବାକୁ ମିଳିଛି । ମାତ୍ର ସେମାନେ ଭାବୁଛନ୍ତି ଯେ ଏହା କେବଳ ସୁନସାନ ରାସ୍ତା । କେହି ତାଙ୍କୁ ଦେଖି ପାରୁନାହାଁନ୍ତି । ମାତ୍ର ସେ ଜାଣି ନାହାଁନ୍ତି ଯେ ତାଙ୍କ ନାଚକୁ ରେକର୍ଡ କରାଯାଉଛି ବୋଲି । ଏହି ଦୁହିଙ୍କ ପରିଚୟ ସମ୍ବନ୍ଧରେ ଜଣାପଡିନାହିଁ ମାତ୍ର ଉଭୟ ଭଲ ଡ୍ୟାନ୍ସର ବୋଲି ଜଣାପଡ଼ୁଛନ୍ତି ।

କାରଣ ଉଭୟଙ୍କ ତାଳ ଏବଂ ମେଳ ସଂପୂର୍ଣ୍ଣ ମ୍ୟାଚ । ଏହା ସହିତ ଜବରଦସ୍ତ ରିଦିମ । ସେମାନଙ୍କ ନାଚ ଦେଖିଲେ ଆପଣ ମଧ୍ୟ କହିବେ ସଂପୂର୍ଣ୍ଣ ପ୍ରଫେସନାଲ ଡ୍ୟାନ୍ସର । ୧୬ ସେକେଣ୍ଡ ର ଏହି ଭି-ଡି-ଓ କୁ ଦେଢ ହଜାରରୁ ଅଧିକ ରି ଟ୍ଵିଟ କରିବା ସହିତ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ଅନେକ କମେଣ୍ଟ କରିଛନ୍ତି ଜଣେ ୟୁଜରସ ଲେଖିଛନ୍ତି ଯେ ମୁଁ ଜାଣିନାହିଁ ଏହି ଦୁଇଜଣ କିଏ ? ଭାଇ ଭଉଣୀ ନା ପ୍ରେମୀ ?

ସେମାନେ ଖୁସିରେ ଖୁବ ସୁନ୍ଦର ଭାବରେ ନାଚୁଛନ୍ତି ତାହା ସତରେ ବହୁତ ଖୁସିର କଥା । ଡ୍ୟାନ୍ସ କରିବାକୁ ସୁନସାନ ରାସ୍ତା ଖୁବ କାବ୍ୟତ୍ମକ । ସେହିଭଳି ଆଉ ଜଣେ ଲେଖିଛନ୍ତି ଯେ ବୋଧ ହୁଏ କେଉଁ ଡ୍ୟାନ୍ସ ରିୟାଲିଟି ସୋ ପାଇଁ ଅଭ୍ୟାସ କରୁଛନ୍ତି । ଆଉ କିଛି ଲେଖିଛନ୍ତି ଯେ ସେମାନେ ଇନଷ୍ଟାଗରାମ ନିମନ୍ତେ ଋଲ୍ସ ବନାଉଛନ୍ତି ।

ଆଉ ଜଣେ ଲେଖିଛନ୍ତି ଧ୍ୟାନ ଦେଇ ଦେଖନ୍ତୁ କେହି ତାଙ୍କ ରିଲ ସୁଟ କରୁଥିବେ । ସେହିଭଳି ଆଉ ଜଣେ ଲେଖିଛନ୍ତି ଯେ ନବରାତ୍ରି ପାଇଁ ନୂଆ ଗର୍ବା ଡ୍ୟାନ୍ସ କରୁଛନ୍ତି । ତେବେ ତାହା ଯାହା ମଧ୍ୟ ହେଉ ଦୁହେଁ ବର୍ତ୍ତମାନ ଫେମସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *