ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ପ୍ରେମ କରି ନାମ ନେଇଛନ୍ତି ।
ଯୁବକ ଜଣକ ଏକ 15 ବର୍ଷର ଝିଅକୁ ପ୍ରେମ କରୁଥିଲେ ଆଉ ତାଙ୍କ ପ୍ରେମ ବିଷୟରେ ଝିଅର ମାଆ-ବାପାଙ୍କୁ ଜଣା ପଡିଗଲା । ହେଲେ ଯୁବକଙ୍କ କହିବା ମୁତାବକ ସେ ଜାଣି ନଥିଲେ ଝିଅକୁ 15 ବର୍ଷ ବୋଲି ଝିଅ ତାର ବୟସ 18 ବୋଲି କହିଥିଲା । ବାପା-ମାଆ ପୁଅକୁ ଅତି ଚତୁରତାର ସହ ଦେଖା କରିବାକୁ ଡାକି ପୋଲିସ ହାତରେ ଗିରଫ କରେଇ ଛନ୍ତି ।
ତେବେ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ସାଇବର ଥାନା ପୋଲିସ ଯୁବକ ଜଣକଙ୍କୁ ଗିରଫ କରିଛି । ଯୁବକ ଜଣକ ଏନେଇ ନିଜର ବୟାନ ଗଣମାଧ୍ୟମକୁ ଦେଇଛନ୍ତି । ଯୁବକଙ୍କ କହିବା ମୁତାବକ-‘ସେ ଝିଅ ସ୍କୁଲକୁ ଯାଏ ବସ ଡ୍ରାଇଭର, ପାନ ଦୋକାନୀ ସମସ୍ତଙ୍କ ନମ୍ବରରୁ ମୋତେ କଲ୍ କରେ । ତାଙ୍କ ମାଆ ତାକୁ ବହୁତ ବାଡାନ୍ତି ଗାଳି କରନ୍ତି ହେଲେ ସେ ମାନେ ନାହିଁ ଏବେ ଦୁଇ ଦିନ ହେଲା କଥା ହେଇନି ସେ ହାତ କାଟିଛି ।
ତାଙ୍କ ମାଆ ମୋ ଘର ଲୋକଙ୍କୁ ଫୋନ କରି କହିଲେ ତମେ ତମ ଲୋକ ମାନଙ୍କୁ ଆସ କଥା ହେବା ତମେ ଆମ ଝିଅକୁ ନେଇଯିବ । ସେ ଯେଉଁ ଭାଷା ମୋ ମାଆ ଭଉଣୀକୁ କହିଛି ମୋ ପାଖରେ ରେକର୍ଡିଙ୍ଗ ଅଛି ମୁଁ ଭାଇରାଲ କରିବି ହେଲା । ସେ ବହୁତ ଗାଳି ଦେଇଛି ମୁଁ ତାଙ୍କର କଣ କରିଥିଲି’ । ତା ହେଲେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।