ବେଶ୍ୟା କହିବାରୁ ଗର୍ଜିଲେ ଦୀପିକା, କହିଲେ ‘ଯିଏ ଯାହା କହୁଛ କୁହ ..ବେଶ୍ୟା କୁହ ଯାହା କୁହ…ହେଲେ ମୁଁ କେବେ ବି ତୁମକୁ…’ ଦେଖନ୍ତୁ Video

ବନ୍ଧୁଗଣ ଦୀପିକା ଆଜିକୁ 11 ଦିନ ହେଲାଣି ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଦିନେଶ ଓ ଦୀପିକାଙ୍କ ନିଆରା ପ୍ରେମ କାହାଣୀ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ହେଲେ ଭୁଲ ବଶତଃ ଦିନେଶ ଦୀପିକାଙ୍କୁ ପ୍ରେଗନେଣ୍ଟ କରିଦେଲେ । ଏବେ ଦୀପିକା ଏକ ପୁତ୍ର ସନ୍ତାନର ମାଆ ହୋଇ ସାରିଛନ୍ତି ହେଲେ ଦିନେଶଙ୍କର ଖୋଜ ଖବର ମିଳୁ ନାହିଁ ।

ନିଜର ହକ୍ ପାଇବା ପାଇଁ ଦୀପିକା ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ଦୀପିକା ଗଣମାଧ୍ୟମ ସାମ୍ନାକୁ ଆସି ବହୁତ ଥର ନିଜର ଦୁଃଖ ପ୍ରକାଶ କରିସାରିଲେଣି ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ।

ବନ୍ଧୁଗଣ ଗତ କିଛି ସମୟ ତଳେ ଦିନେଶଙ୍କ ଘର ବାହାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଗତ କାଲି ଦିନେଶ ନିଜ ଘରକୁ ଫେରିଥିଲେ । ଦିନେଶ ଗଣମାଧ୍ୟମକୁ କହିଛନ୍ତି ଦୀପିକାଙ୍କ କୋଳରେ ଥିବା ଛୁଆ ତାଙ୍କର ନୁହେଁ ଆଉ ଦୀପିକାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଅନ୍ୟ ପରେ ଦିନେଶଙ୍କ ମାଆ ଦୀପିକାଙ୍କ ପାଲ ଭାଙ୍ଗିବା ସହ ତାଙ୍କୁ ବହୁତ ଗାଳି ଗୁଳଜ କରିଛନ୍ତି ।

କାଲି ଠାରୁ ଦିନେଶଙ୍କ ମାଆ ଦୀପିକାଙ୍କୁ ଠେଲି ବାହାର କରିବାକୁ ଚେଷ୍ଟା କରିଛନ୍ତି ଆଉ ସେ ଦୀପିକାଙ୍କୁ ବେଶ୍ୟା ବୋଲି କହିଛନ୍ତି । ବେଶ୍ୟା କହିବା ପରେ ଦୀପିକା ଗର୍ଜନ କରିଛନ୍ତି । ଦୀପିକା କହିଛନ୍ତି-‘ମୋତେ ଓ ମୋ ପୁଅକୁ ନ୍ୟାୟ ନ ମିଳିବା ଯାଏଁ ମୁଁ ଏ ଜାଗାରୁ ହଟିବି ନାହିଁ । ଯିଏ ଯାହା କରୁଛି କରୁ ଯଦି ମୋତେ ହାତ ଲଗେଇଲେ କଣ କଲେ ଯାହାବି ମୋର ହେବ ଏ ସାହି ବାସିନ୍ଧା, ତାର ପରିବାର, ଆଇଆଇସି ସାର, ଏସପି ସାର ସମସ୍ତେ ଦାୟୀ ।

ମୁଁ ଏସପିକୁ ଜଣେଇଛି ପୁଅକୁ ଡାକ ଆଉ ମୋତେ ନ୍ୟାୟ ଦିଅ । ତମେ ଯାଅ ଏସପିକୁ କୁହ ଯାହା କରୁଛ କର’ । ତା ହେଲେ ବନ୍ଧୁଗଣ ଏହି ମାମଲାଟି ଏବେ ଏକେ ନୂଆ ମୋଡ ନେଇଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *