ଚକ୍ରବ୍ୟୁହରେ ଫସିଛନ୍ତି Babushan ! ନିଜ ଇଶାରାରେ ନଚାଉଛନ୍ତି Prakruti, ବାବୁସାନଙ୍କୁ ଭିଡିଓ କରିବାକୁ ଚାପ ପକାଇଛନ୍ତି ପ୍ରକୃତି ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋଟିଏ ହୋଟେଲରେ ବାବୁସାନ ଏବଂ ପ୍ରକୃତି ଗୋଟିଏ ହୋଟେଲର ଗୋଟିଏ ରୁମରେ । ସେପଟେ ସେହି ହୋଟେଲରେ ପ୍ରକୃତିଙ୍କ ମା’ ବାପା ମଧ୍ୟ ଅଛନ୍ତି । ଚେନ୍ନାଇର ଗୋଟିଏ ହୋଟେଲରେ ନଜର ଆସିଥିଲେ ବାବୁସାନ ଏବଂ ପ୍ରକୃତି ମିଶ୍ର । ୨୪ ତାରିଖ ଦିନ ଦୂହିଁଙ୍କୁ ଗୋଟିଏ ରୁମରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏଥି ସହିତ ପ୍ରକୃତିଙ୍କ ମା ମଧ୍ୟ ଦୁହିଁଙ୍କ ସହିତ କଥା ହେଉଥିବା ହୋଟେଲର ସି-ସି-ଟି-ଭି କ୍ୟାମେରାରେ ଦେଖିବାକୁ ମିଳିଛି । ହୋଟେଲ ରୁମ ବାହାରେ ଛିଡା ହୋଇ କବାଟ ବାଡଉଛନ୍ତି ପ୍ରକୃତିଙ୍କ ମା’ ।

କିଛି ସମୟ ପରେ ଘର ଭିତରୁ ବାହାରୁଛନ୍ତି ପ୍ରକୃତି । ଏହାପରେ ଆଉଜଣେ ଯୁବତୀ ଘର ଭିତରୁ ବାହାରି ତାଙ୍କ ମା’ଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେଉଛନ୍ତି । ପୁଣି ପ୍ରକୃତି ଘର ଭିତରକୁ ଯାଉଛନ୍ତି ଘର ଭିତରେ ଅଛନ୍ତି ବାବୁସାନ । ଏବଂ ବାହାରେ ଅପେକ୍ଷା କରୁଛନ୍ତି ମା’ କୃଷ୍ଣପ୍ରିୟା । ଏହାପରେ ପ୍ରକୃତି ପୁଣିଥରେ ବାହାରକୁ ଆସୁଛନ୍ତି । ପରେ ରୁମରୁ ବାହାରୁଛନ୍ତି ବାବୁସାନ ।

ଦୁହେଁ ସେହି ପୋଷାକରେ ଅଛନ୍ତି ଯେଉଁ ପୋଷାକ ପିନ୍ଧି ସେମାନେ ସୋ-ସି-ଆ-ଲ ମି-ଡି-ଆରେ ଭି-ଡି-ଓ ସେୟାର କରି ସ୍ପଷ୍ଟିକରଣ ରଖିଥିଲେ । ଦୁହେଁ ହୋଟେଲର ଦ୍ଵିତୀୟ ଫ୍ଲୋରରେ ରହିଥିବା ବେଳେ କିଛି ସମୟ ପରେ ଦୁହେଁ ପ୍ରଥମ ଫ୍ଲୋର କୁ ଆସିଥିଲେ । ପ୍ରକୃତି ସହିତ ତାଙ୍କ ବାପା ମା’ ହୋଟେଲରେ ଫଟୋ ମଧ୍ୟ ଉଠାଇଛନ୍ତି । ମାତ୍ର ପ୍ରକୃତିଙ୍କ ସଫେଇ ପରିବାର ସହିତ ରହି ନିଜକୁ ହାଲ୍କା ଅନୁଭବ କରୁଛନ୍ତି ବୋଲି ଫେସବୁକରେ ଏଭଳି ଏକ ଫଟୋ ସେୟାର କରି ସେ ଏହିଭଳି ଲେଖିଥିଲେ ।

ମାତ୍ର ସି-ସି-ଟି-ଭି ଫୁଟେଜ କହୁଛି ଯେ ବାବୁସାନ ନିଜ କଣ୍ଟ୍ରୋଲରେ ନାହାଁନ୍ତି । ଜଣେ ଯୁବତୀ ତାଙ୍କୁ ନମସ୍କାର କରି ରୁମ ଭିତରେ ଭର୍ତ୍ତି କରୁଛନ୍ତି । କିନ୍ତୁ ବାବୁସାନ ବାରମ୍ବାର ସେହି ଘରୁ ବାହାରି ଆସୁଛନ୍ତି । ପ୍ରକୃତି ଏବଂ ତାଙ୍କ ମା’ ଚାଲିଯିବା ପରେ ସେଠାରେ ଝୁଲି ଝୁଲି ଚାଲୁଛନ୍ତି ବାବୁସାନ । ସେ ଶ୍ଵଭାବିକ ଥିବା ମନେ ହେଉନଥିଲା । ହୋଟେଲ ବାହାରକୁ ଯାଉଛନ୍ତି ଏବଂ କାରରେ ବସି ଚାଲିଯାଉଛନ୍ତି ବାବୁସାନ ।

ସେହି କାରରେ ପ୍ରକୃତିଙ୍କ ପରିବାର ଲୋକେ ଥିବା ଜଣାଯାଉଛି । ତେବେ ଜଣାଯାଇଅଛି ଯେ ବାବୁସାନ ଡିପ୍ରେସନରେ ଅଛନ୍ତି । ଏବଂ ସେ ପ୍ରକୃତିଙ୍କ ପରିବାର ପଛେ ପଛେ ହୋଟେଲ ଛାଡିଛନ୍ତି କିନ୍ତୁ ବାବୁସାନ ନିଜ ପରିବାର ସହିତ ଯୋଗାଯୋଗରେ ଥିବା ସୂଚନା ମିଳିଛି । ଏବଂ ଖୁବ ଶୀଘ୍ର ସେ ଓଡିଶା କୁ ଫେରି ଆସିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *