ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ଭଗବାନଙ୍କ ଭକ୍ତ ହୋଇ ରହିବା ପାଇଁ ପସନ୍ଦ କରିଥାନ୍ତି, ହେଲେ କିଛି ଲୋକ ମା କାଳୀଙ୍କ ଠାରୁ ଦୂରରେ ରହିବା ପାଇଁ ଚାହାନ୍ତି । ମା କାଳୀ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଏହି ଲୋକମାନଙ୍କର ସବୁ ପ୍ରକାରର ମନସ୍କାମନା ମା କାଳୀ ପୂର୍ଣ୍ଣ କରିଥାନ୍ତି । ଯଦି ମା କାଳୀଙ୍କ କୃପାଦୃଷ୍ଟି କୌଣସି ମଣିଷ ଉପରେ ରହିଥାଏ, ତେବେ ସେହି ମଣିଷର ଭାଗ୍ୟ ବଦଳିଯାଇଥାଏ ।
ଆଜି ଆମେ ଆପଣଙ୍କୁ ଏପରି ୧୦ ଟି ନାମ ବିଷୟରେ କହିବୁ, ଯେଉଁମାନେ ସାକ୍ଷାତ ମା କାଳୀଙ୍କ ଅଂଶ ହୋଇଥାନ୍ତି । ଏହି ଲୋକମାନେ ମା କାଳୀଙ୍କର ପରମ ଭକ୍ତ ହୋଇଥାନ୍ତି, ଯାହାଫଳରେ ଏହି ଲୋକମାନଙ୍କ ସହ ଶତ୍ରୁତା କରିବା ମୁର୍ଖାମି ଅଟେ । ତେବେ ଆସନ୍ତୁ ଜାଣିବା ଏହି ୧୦ଟି ନାମ ଥିବା ଲୋକମାନଙ୍କ ବିଷୟରେ ।
୧. ଯେଉଁ ଲୋକମାନଙ୍କ ନାମ Rରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ଆଶୀର୍ବାଦ ଥାଏ ଏବଂ ଏହି ଲୋକମାନଙ୍କ ଉପରେ ମା କାଳୀ ସର୍ବଦା ପ୍ରସନ୍ନ ଥାନ୍ତି । ଏହି ଲୋକମାନେ ମା କାଳୀଙ୍କ ଠାରୁ ଦୂରରେ ରହିପାରିବେ ନାହିଁ । ଏହି ଲୋକମାନଙ୍କର ମନ ସଫା ଥାଏ ।
୨. ଯେଉଁ ଲୋକମାନଙ୍କ ନାମ M ରୁ ଆରମ୍ଭ ହୋଇଥାଏ ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ଆସି ନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।
୩. ଯେଉଁ ଲୋକମାନଙ୍କ ନାମ P ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀ ବହୁତ ପ୍ରସନ୍ନ ରହିଥାନ୍ତି । ଏହି ନାମ ଥିବା ଲୋକମାନେ ମା କାଳୀଙ୍କର ପରମ ଭକ୍ତ ଅଟନ୍ତି । ମା କାଳୀଙ୍କ ଆଶୀର୍ବାଦ ସର୍ବଦା ଏହି ଲୋକମାନଙ୍କ ଉପରେ ରହିଥାଏ ।
୪. ଯେଉଁ ଲୋକମାନଙ୍କ ନାମ V ରୁ ଆରମ୍ଭ ହୋଇଥାଏ ମା କାଳୀ ସେହି ଲୋକ ମାନଙ୍କୁ ସର୍ବଦା ଖୁସିରେ ରଖନ୍ତି । ଅନ୍ୟ ଲୋକମାନେ ଯଦି ଏହି ଲୋକମାନଙ୍କ ସହ ଶତ୍ରୁତା କରିବେ, ତେବେ ସେମାନଙ୍କୁ ମା କାଳୀଙ୍କ ସାମ୍ନା କରିବାକୁ ପଡିଥାଏ । ଏହି ନାମ ଥିବା ଲୋକମାନେ ମା କାଳୀଙ୍କର ବିଶେଷ କୃପାଦୃଷ୍ଟି ପାଇଥାନ୍ତି ।
୫. ଯେଉଁ ଲୋକମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ମନ ବହୁତ ସଫା ଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।
୬. ଯେଉଁ ବ୍ୟକ୍ତି ମାନଙ୍କ ନାମ A ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ମା କାଳୀଙ୍କ ଆଶୀର୍ବାଦ ରହିଥାଏ । ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ଆସିନଥାଏ ଓ ଏମାନେ ସର୍ବଦା ଖୁସିରେ ରୁହନ୍ତି ।
୭. ଯେଉଁ ଲୋକମାନଙ୍କ ନାମର ଆରମ୍ଭ Bରୁ ଆରମ୍ଭ ହୋଇଥାଏ ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।
୮. ଯେଉଁ ଲୋକମାନଙ୍କ ନାମ C ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କର ପରମ ଭକ୍ତ ହୋଇଥାନ୍ତି । ଏମାନେ ସର୍ବଦା ମା କାଳୀଙ୍କୁ ପୂଜା କରିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ସମସ୍ୟା ଦେଖା ଦେଇନଥାଏ ।
୯. ଯେଉଁ ଲୋକମାନଙ୍କ ନାମ J ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କ ଉପାସକ ଅଟନ୍ତି । ଏହି ଲୋକମାନେ ସର୍ବଦା ମା କାଳୀଙ୍କ ଆରାଧନା କରିଥାନ୍ତି ।
୧୦. ଯେଉଁ ଲୋକମାନଙ୍କ ନାମ D ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ଆସିମ କୃପା ଦୃଷ୍ଟି ରହିଥାଏ । ଏମାନେ ତାଙ୍କ ଜୀବନରେ ସମସ୍ତ ପ୍ରକାରର ସଫଳତା ହାସଲ କରନ୍ତି ଓ ମା କାଳୀଙ୍କ ଆରାଧନା କରନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।