ସ୍ୱାମୀ ଓ ସ୍ତ୍ରୀଙ୍କର ଏହି ଭୁଲ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ, ଜାଣି ରଖନ୍ତୁ ନହେଲେ…

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କହିବୁ ଯେ ଜନ୍ମ ସମୟରେ ସନ୍ତାନ କେଉଁ ଭୁଲ ପାଇଁ ବିକଳାଙ୍ଗ ହୋଇଥାଏ ଓ ତାର ଅକାଳ ମୃତ୍ୟୁ ବରଣ କାହିଁକି ହୋଇଥାଏ । ଏଥିସହ ଗୋଟେ ଶିଶୁକୁ କିପରି ସୁସ୍ଥ ଓ ସୁନ୍ଦର ଜୀବନ ସହ ଧାର୍ମିକ ଓ ଧନଶାଳୀ ହେବାକୁ ପଡିବ ଏହାର ବହୁତ କିଛି ଜ୍ୟୋତିଷ ମତ ରହିଥାଏ । ଯଦି ଆପଣ ଜାଣିବାକୁ ଚାହାଁନ୍ତି ତାହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଗର୍ଭବତୀ ସମୟରେ ଯଦି ମହିଳା ସନ୍ଧ୍ୟା ସମୟ ପରେ ଘରୁ ବାହାରକୁ ବାହାରି ଥାନ୍ତି ତେବେ ପିଲା ନିର୍ବୁଦ୍ଧିଆ ଜାତ ହୁଏ । ଏଥିସହ ବହୁତ କିଛି କାରଣ ମଧ୍ୟ ଅଛି ଯାହାଫଳରେ ମହିଳା ଓ ପୁରୁଷଙ୍କ ଭୁଲପାଇଁ ମଧ୍ୟ ସନ୍ତାନ ବିକଳାଙ୍ଗ ହୋଇଥାନ୍ତି । କିଛି ସନ୍ତାନ ଅଛନ୍ତି ଯିଏକି ଜନ୍ମର କିଛି ସମୟ ପରେ ଅକାଳ ମୃତ୍ୟୁ ବରଣ କରିଥାନ୍ତି କାରଣ ସ୍ୱାମୀ ଓ ସ୍ତ୍ରୀ ଯଦି ପୂର୍ଣ୍ଣମୀ କିମ୍ବା ଅମାବାସ୍ୟା ଦିନ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତାହେଲେ ଏହିପରି ଘଟିଥାଏ । ଆସନ୍ତୁ ଜାଣିବା ରାତ୍ରର କେଉଁ ସମୟରେ ଶାରୀରିକ ସମ୍ବନ୍ଧ କରିବା ଉଚିତ ଓ କେଉଁ ସମୟରେ ଉଚିତ ନୁହେଁ ।

ଯଦି ସନ୍ଧ୍ୟା 6 ଟାରୁ ରାତି 9 ଟା ଭିତରେ ଆପଣ ଶାରୀରିକ ସମ୍ବନ୍ଧ କରୁଥାନ୍ତି ତାହେଲେ ସନ୍ତାନ ଅଳ୍ପ ଆୟୁଷ ଗାମୀ ହୋଇଥାଏ । ଯଦି ଆପଣ ରାତ୍ର 9 ଟାରୁ 12 ଭିତରେ ଶାରୀରିକ ସମ୍ବନ୍ଧ କରୁଥାନ୍ତି ତାହେଲେ ସନ୍ତାନ ରୋଗିନା ହୋଇଥାଏ । ଯଦି ଆପଣ ରାତ୍ର 12 ଟାରୁ 3 ଭିତରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରୁଛନ୍ତି ତାହେଲେ ସନ୍ତାନ ମୂର୍ଖ ହେବାସହ ଅଧାର୍ମିକ ହୋଇଥାଏ । ଯଦି ଆପଣ ରାତି 3 ଟାରୁ ସକାଳ 6 ଟା ଭିତରେ ସେକ୍ସ କରୁଛନ୍ତି ତାହେଲେ ଆପଣ ଙ୍କ ସନ୍ତାନ ସର୍ବଗୁଣ ଅଧିକାରୀ ହେବାସହ ସୁନ୍ଦର ହୋଇଥାଏ ଓ ବହୁତ ଜ୍ଞାନୀ ହୋଇଥାଏ ।

ଏହାଛଡା ନାରୀ ଋତୁମତି ହେବାର ତିନିଦିନ ମଧ୍ୟରେ ମିଳନ କଲେ ସନ୍ତାନଟି ବିକଳାଙ୍ଗ ହୋଇଥାଏ । ଚାରିଦିନରେ ମିଳନ କଲେ ସନ୍ତାନଟି ଦରିଦ୍ର ହୋଇଥାଏ ଓ କାଙ୍ଗାଳ ମଧ୍ୟ ହୋଇଥାଏ । ପାଞ୍ଚଦିନରେ ମିଳନ କଲେ ସନ୍ତାନଟି ବହୁତ ସୁନ୍ଦର ହୋଇଥାଏ । ଛଅ ଦିନରେ ମିଳନ କଲେ ସନ୍ତାନଟି ବଦଗୁଣ ସମ୍ପନ୍ନ ହୋଇଥାଏ ଓ ସାତଦିନରେ ମିଳନ ହେଲେ ସନ୍ତାନ ଟି ଅପୁତ୍ରିକ ହୋଇଥାଏ । ଆଠଦିନର ମିଳନ କଲେ ସନ୍ତାନଟି ଧନବାନ ସୁଖୀ ଓ ଧାର୍ମିକ ହୋଇଥାଏ । ନଅ ଦିନରେ ମିଳନ କଲେ ସନ୍ତାନଟି ସୁନ୍ଦର ହୋଇଥାଏ । ଦଶଦିନରେ ମିଳନ ହେଲେ ସନ୍ତାନ ସୁଖୀ ହୋଇଥାଏ । ଏଗାର ଦିନରେ ମିଳନ ହେଲେ ସନ୍ତାନଟି ଧର୍ମ ହୀନ ହୋଇଥାଏ ।

ବାର ଦିନରେ ମିଳନ ହେଲେ ସନ୍ତାନଟି ସୁସନ୍ତାନ ହୋଇଥାଏ । ତେର ଦିନରେ ମିଳନ ହେଲେ ସନ୍ତାନ ମହାପାପୀ ହୋଇଥାଏ । ଚଉଦ ଦିନରେ ସନ୍ତାନ ସୁସ୍ଥ ଓ ସୁନ୍ଦର ହୋଇଥାଏ । ପନ୍ଦର ଦିନରେ ସନ୍ତାନଟି ଧର୍ମ ପରାୟଣ ହୋଇଥାଏ ଓ କନ୍ୟା ହେଲେ ପତି ପରାୟଣ ହୋଇଥାଏ । ଷୋହଳ ଦିନରେ ମିଳନ ହେଲେ ସନ୍ତାନ ସୁଶୀଳ ହୋଇଥାଏ ଓ ଶାନ୍ତ ସରଳ ମଧ୍ୟ । ସେହିପରି ରାତ୍ରିର 12 ଟା ପର ସମୟ ରେ ଅର୍ଧ ରାତ୍ରି ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ସନ୍ତାନ ବିକଳାଙ୍ଗ ହେବାସହ ଅଧା ବୟସରେ ତାର ମୃତ୍ୟୁ ହୋଇଯାଇଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ କାମନ୍ଧ ହୋଇ ଏହି ସମୟରର ଶାରୀରିକ ସମ୍ବନ୍ଧ କରୁଥାନ୍ତି ତାହେଲେ ତାଙ୍କୁ ଏହିସବୁ ସମସ୍ୟା ଭୋଗିବାକୁ ପଡିଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *