ମୃତ୍ୟୁର ମାତ୍ର କେଇ ଘଣ୍ଟା ପୂର୍ବର ଭିଡିଓ ହେଲା ଭାଇରାଲ, KGF ଷ୍ଟାର Yash ଙ୍କ ସହିତ ଜମେଇକି ନାଚୁଥିବାର ନଜର ଆସିଲେ Puneeth Rajkumar, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଅ-କା-ଳ ବି-ୟୋ-ଗ ବିଷୟରେ ନିଶ୍ଚୟ ଜାଣିଥିବେ । ଗତ ପହରଦିନ ପୁନୀତ ହା-ର୍ଟ ଆ-ଟା-କ କାରଣରୁ ଏ ଦୁନିଆ ଛାଡି ଚାଲି ଯାଇଥିଲେ । ଗତ ୨୯ ଅକ୍ଟୋବରରେ ହାର୍ଟ ଆ-ଟା-କ-ରେ ପୁନୀତଙ୍କ ଦେ-ହା-ନ୍ତ ହୋଇଥିଲା । ବନ୍ଧୁଗଣ ପୁନୀତ ୨୯ ଅକ୍ଟୋବର ସଖାଳ ସମୟରେ ଜିମ୍ ରେ ବାୟାମ କରୁଥିଲେ ଓ ସେହି ସମୟରେ ହଠାତ ତାଙ୍କୁ ହାର୍ଟ ଆ-ଟା-କ ଆସିଥିଲା ।

ଯାହାଫଳରେ ତାଙ୍କୁ ତୁରନ୍ତ ଏକ ପ୍ରାଇଭେଟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବି ତାଙ୍କୁ ବଞ୍ଚା ଯାଇପାରି ନଥିଲା । ମାତ୍ର ୪୬ ବର୍ଷ ବୟସରେ ପୁନୀତ ଏହି ଦୁନିଆ ଛାଡି ଚାଲିଗଲେ । ପୁନୀତ ଯିବା ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ପୁନୀତଙ୍କ ଦେ-ହା-ନ୍ତ ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଦେଶରେ ଥିବା ଅନେକ ମୁଖ୍ୟମନ୍ତ୍ରୀ ଶୋକ କରିଥିଲେ ।

ବନ୍ଧୁଗଣ ପୁନୀତ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ଥିଲା । ପୁନୀତ ଯିବା ପରେ ତାଙ୍କର ସମସ୍ତ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି । ଏହା ମଧ୍ୟରେ ପୁନୀତଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ପୁନୀତଙ୍କ ଦେ-ହା-ନ୍ତ-ର କିଛି ଘଣ୍ଟା ପୂର୍ବରୁ ଏହି ଭି-ଡି-ଓ ଅ-ପ-ଲୋ-ଡ ହୋଇଥିଲା ।

https://twitter.com/i/status/1454026193997426692

ଏହି ଭିଡିଓରେ ପୁନୀତ କନ୍ନଡ ଅଭିନେତା ୟଶ ଓ ଶିବ ରାଜକୁମାରଙ୍କ ସହ ନଜର ଆସୁଛନ୍ତି । ଏହି ତିନିଜଣ ଏକା ସହ ସ୍ଟେଜରେ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଥିଲେ । ବନ୍ଧୁଗଣ ଏହା ଥିଲା ପୁନୀତଙ୍କର ଶେଷ ଭିଡିଓ ଯେଉଁଥିରେ ସେ ବହୁତ ଖୁସି ନଜର ଆସୁଛନ୍ତି । ପୁନୀତ ମାତ୍ର ୧୦ ବର୍ଷ ବୟସରୁ ଏକ ଶିଶୁ କଳାକାର ରୂପେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ।

ସେ କନ୍ନଡ ଇଣ୍ଡଷ୍ଟ୍ରିରେ ୨୯ଟି ଫିଲ୍ମ କରିଛନ୍ତି ଓ ସେଥିମଧ୍ୟରୁ ଅଧିକାଂଶ ଫିଲ୍ମ ସୁପର ହିଟ ହୋଇଛି । ହେଲେ ଆଜି ସେ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ବନ୍ଧୁଗଣ ପୁନୀତଙ୍କ ମୃ-ତ୍ୟୁକୁ ତାଙ୍କ ପରିବାର ଲୋକ ସହଜରେ ସ୍ଵୀକାର କରିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୁନୀତ ରାଜକୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *