ବୈଜ୍ଞାନିକ ମାନେ ପ୍ରମାଣ କଲେ ରାମାୟଣ କାଳ୍ପନିକ ନଥିଲା ସତ ଥିଲା, ଦେଖନ୍ତୁ ରାମାୟଣ ର 5 ଟି ଜୀବନ୍ତ ପ୍ରମାଣ

ବନ୍ଧୁଗଣ ଏହି ଦୁନିଆରେ ଏମିତି କିଛି ଜିନିଷ ରହିଛି ଯାହା ପ୍ରମାଣ କରିଦେଉଛି ଯେ, ରାମାୟଣ କଥା କାଳ୍ପନିକ ନୁହେଁ ବୋଲି । ବହୁତ ଲୋକ ଏସବୁକୁ ଏକ ପୌରଣିକ କଥା ବୋଲି କୁହନ୍ତି । କିନ୍ତୁ ରାମ ସେତୁ ଠାରୁ ନେଇ ରାବଣ ମହଲ ପର୍ଯ୍ୟନ୍ତ ବାସ୍ତବରେ ଥିବାର କିଛି ପ୍ରମାଣ ମିଳିଛି । ବନ୍ଧୁଗଣ ବୈଜ୍ଞାନିକ ମାନେ ରାମାୟଣ କଥା ସହ ଜଡିତ ଅନେକ ସ୍ଥାନକୁ ଯାଇ ରିସର୍ଚ କରିଛନ୍ତି ଓ ସେହି ରିସର୍ଚରେ ଏମିତି ସବୁ ପ୍ରମାଣ ମିଳିଛି ।

ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରାମାୟଣ ସହ ଜଡିତ ଏପରି କିଛି କଥା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ନିଶ୍ଚୟ ମାଣିବେ ଯେ, ରାମାୟଣ ଏକ ସତ୍ୟ କଥା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ରାମାୟଣ କଥାରେ ରାମ ସେତୁର ବର୍ଣ୍ଣନା କରାଯାଇଛି । ଏହି ସେତୁଟି ଭାରତରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଇଛି । ଆଜି ଏହି ସେତୁକୁ ବାସ୍ତବରେ ଖୋଜା ଯାଇଛି । ଏହି ସେତୁଟି ପଥରରେ କରା ଯାଇଛି ଓ ପଥର ଗୁଡିକ ଭାସୁଛି । ଲୋକ ମାନଙ୍କ ମତରେ ସେହି ସେତୁରେ ବ୍ୟବହାର ହୋଇଥିବା ପଥର ଗୁଡିକ ବର୍ତ୍ତମାନ ଅଲଗା ଅଲଗା ହୋଇ ସମୁଦ୍ରରେ ଭାସୁଛି । ଯଦି ଆପଣ ଗୁଗଲ ମ୍ୟାପରେ ଦେଖିବେ ତା ହେଲେ ଆପଣଙ୍କୁ ରାମ ସେତୁ କ୍ଲିଅର ନଜର ଆସିବ ।

୨. ବନ୍ଧୁଗଣ ରାମାୟଣ କଥାରେ ରବଣ ଦେବୀ ସୀତାଙ୍କୁ ଲଙ୍କାର ଏକ ସ୍ଥାନରେ ରଖିଥିଲେ ସେହି ସ୍ଥାନର ନାମ ହେଉଛି କୋବରା ହୁଡ କେଭ । ଏହି ଗୁମ୍ଫାଟି ଶ୍ରୀଲଙ୍କାରେ ଅଛି ଓ ବୈଜ୍ଞାନିକ ମାନେ ଏହି ସ୍ଥାନରେ ବହୁତ ପରୀକ୍ଷା କରିଛନ୍ତି । ଏହି ଗୁମ୍ଫାର ବିଚିତ୍ର ଆକୃତିକୁ ଦେଖି ଜଣା ପଡିଛି ଯେ, ଏହାକୁ କୌଣସି ମଣିଷ ତିଆରି କରିପାରିବ ନାହିଁ । ଏହି ଗୁମ୍ଫାରେ ଲକ୍ଷ ଲକ୍ଷ ବର୍ଷର ପୁରୁଣା ଚିତ୍ର ମାନ ସବୁ ଅଙ୍କନ ହୋଇଛି ।

୩. ବନ୍ଧୁଗଣ ରାମାୟଣ କଥା ଅନୁସାରେ ପ୍ରଭୁ ହନୁମାନ ସଂପୂର୍ଣ୍ଣ ଲଙ୍କାରେ ନିଆଁ ଲଗାଇ ଦେଇଥିଲେ । ଯାହାଦ୍ୱାରା ସାରା ଲଙ୍କା ଜଳି ପାଉଁଶ ହୋଇଯାଇଥିଲା ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ ବର୍ତ୍ତମାନ ସେହି ଜଳି ଯାଇଥିବା ପଦାର୍ଥ ମିଳି ଯାଇଛି । ଅନୁସନ୍ଧାନ କାରୀ ମାନେ ରାବଣର ସାମ୍ରାଜ୍ୟରେ ପରୀକ୍ଷା କରିଥିଲେ ଓ ସେହି ସ୍ଥାନରେ କିଛି ଜଳି ଯାଇଥିବା ପଦାର୍ଥ ମିଳିଥିଲା ।

୪. ରାବଣକୁ ମା-ରି-ବା ପରେ ପ୍ରଭୁ ଶ୍ରୀରାମ ଏକ ଶିବଲିଙ୍ଗକୁ ନିଜ ହାତରେ ଗଢି ଥିଲେ । ଯେହେତୁ ସେ ଏକ ବ୍ରାହ୍ମଣର ହ-ତ୍ୟା କରିଥିଲେ ତେଣୁ ତାଙ୍କୁ ଏଥିପାଇଁ ପଶ୍ଚ୍ଯାତାପ କରିବାକୁ ପଡିଥିଲା । ଶ୍ରୀରାମ ଭଗବାନ ଶିବଙ୍କୁ ସ୍ମରଣ କରି ତାଙ୍କର ଏକ ଶିବଲିଙ୍ଗ କରିଥିଲେ ଓ ସେହି ଶିବଲିଙ୍ଗଟି ଆଜି ମଧ୍ୟ ଅଛି ଓ ତାର ନାମ ହେଉଛି ରାମ ଲିଙ୍ଗମ ।

Leave a Reply

Your email address will not be published. Required fields are marked *