Aryan khan ଙ୍କୁ ବେଲ ମିଳିବା ପରେ ସୋସିଆଲ ମିଡିଆରେ ହେଲା memes ର ବର୍ଷା, ଲୋକ କଲେ ଏମିତି funny memes ଦେଖିଲେ ହସି ହସି ଗଡିବେ ଆପଣ

ବନ୍ଧୁଗଣ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆରିୟନ ଖାକ ଜାମିନ ପାଇବା ପରେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ବି-ବା-ଦ ଲାଗି ରହିଛି । ମୁମ୍ବାଇ ଡ୍ର-ଗ କେ-ସ-ରେ ଫ-ସି-ଥି-ବା ଆରିୟନ ଖାନ ଗତ ବହୁତ ଦିନ ଧରି ଆର୍ଥର ରୋଡ ଜେ-ଲ-ରେ ଥିଲେ ଓ ଗତ ପହଡଦିନ ସେ ଘରକୁ ଫେରିଛନ୍ତି । ଶାହରୁଖ ଖାନଙ୍କ ସହ ତାଙ୍କ ପରିବାର ଲୋକ ଏଥିପାଇଁ ବହୁତ ଅଧିକ ଖୁସି ଅଛନ୍ତି । ବର୍ତ୍ତମାନ ଅରିୟାନ ଖାନଙ୍କ ଜାମିନକୁ ନେଇ ବହୁତ ଚର୍ଚା ହେଉଛି ।

ଅନ୍ୟ ପକ୍ଷରେ ସୋ-ସି-ଆ-ଲ ମି-ଡି-ଆ-ରେ ୟୁ-ଜ-ର୍ସ ମାନେ ଆରିୟନ ଖାନଙ୍କ ଜା-ମି-ନକୁ ନେଇ ବହୁତ କମେଣ୍ଟ ଓ ଟ୍ରୋ-ଲ କରୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅରିୟାନ ଖାନଙ୍କ ଜାମିନ ପରେ ଶାହରୁଖ ଖାନଙ୍କ ପତ୍ନୀ ଗୌରି ଖାନଙ୍କ ଏକ ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ବଲିଉଡ ଫିଲ୍ମ ‘କଭି ଖୁସି କଭି ଗମ’ ଫିଲ୍ମର ଜୟା ବଚ୍ଚନଙ୍କ ଫଟୋକୁ ଏଡିଟ କରି ଗୌରିଙ୍କ ମୁହଁ ରଖାଯାଇଛି । ଗୌରିଙ୍କ ଏହି ଫଟୋକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ବହୁତ ମେମ୍ସ ହେଉଛି । ଏହା ଛଡା ଜଣେ ୟୁଜର୍ସ କମେଣ୍ଟ କରି କହିଛି,ଯଦି ଆଜି ଅରିୟାନ ଖାନଙ୍କୁ ଜାମିନ ମିଳି ନଥାନ୍ତା ତା ହେଲେ ମୋର ଟଙ୍କା ପ୍ରତି ବିଶ୍ଵାସ ଉଠିଯାଇଥାନ୍ତା । ଅନ୍ୟ ପକ୍ଷରେ ଆମିର ଖାନଙ୍କ ଫିଲ୍ମ ‘ପିକେ’ର ଏକ ଫଟୋ ମଧ୍ୟ ବହୁତ ଭା-ଇ-ରା-ଲ ହେଉଛି ।

ସେହି ଫଟୋ ଦ୍ଵାରା ଲୋକମାନେ ଅରିୟାନ ଖାନଙ୍କ ଜା-ମି-ନ ପ୍ରତି ଆଶ୍ଚର୍ଯ୍ୟ ହେଉଥିବାର ମେମ୍ସ ବନାଇ ଛନ୍ତି । ଅରିୟାନ ଖାନଙ୍କ ଜା-ମି-ନ ପରେ ଶାହରୁଖ ଖାନଙ୍କ ଘର ମନ୍ନତରେ ଖୁସିର ମାହୋଲ ଅଛି । ଏହାକୁ ନେଇ ମଧ୍ୟ ଏକ ମେମ୍ସ ଭା-ଇ-ରା-ଲ ହେଉଛି ଯେଉଁଥିରେ ଲୋକମାନେ ରୋଷେଇ କରୁଛନ୍ତି । ଏହାର ମତଲବ ହେଉଛି ଅରିୟାନ ଖାନଙ୍କ ଫେରିବା ଖୁସି ମନ୍ନତରେ ଖୁସିର ଭୋଜି ହେଉଛି ।

ଅନ୍ୟ ପକ୍ଷରେ ଅରିୟାନ ଖାନଙ୍କ ଗି-ର-ଫ ହେବ ପରେ ଏକ ପ୍ରାଇଭେଟ ଡିଟେକ୍ଟିଭର ଫଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ ଗୁରୁବାର ଏହି ଡିଟେକ୍ଟିଭଙ୍କୁ ପୋଲିସ ଗି-ର-ଫ କରିଛି । ଗି-ର-ଫ କରିବା ପରେ ଲୋକମାନେ ଏହି ବ୍ୟକ୍ତିଙ୍କୁ ନେଇ ଅନେକ ମେମ୍ସ ବନାଉ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ମେମ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *