ବହୁତ ହିଁ ସୁନ୍ଦର ଦେଖା ଯାଆନ୍ତି West Indies ର Cricketer ମାନଙ୍କ ପତ୍ନୀ, 2 ନମ୍ବର ଙ୍କ Photo ଦେଖିଲେ ଆପଣ ବି ହେଇଯିବେ ଲଟ୍ଟୁ

ବନ୍ଧୁଗଣ ଏହି ଦୁନିଆରେ ବିଭିନ୍ନ ପ୍ରକାରର ଖେଳ ଖଳା ଯାଇଥାଏ ହେଲେ ଅଧିକ ଲୋକପ୍ରିୟତା କ୍ରିକେଟ ଖେଳର ଅଛି । ଦେଶ ବିଦେଶର ଅଧିକାଂଶ ଲୋକ କ୍ରିକେଟ ଖେଳ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଆମ ଭାରତରେ ଅଧିକାଂଶ କ୍ରିକେଟ ପ୍ରେମୀ ଅଛନ୍ତି ବୁଢା ଠାରୁ ନେଇ ଛୁଆ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ଦେଖିବା ପାଇଁ ଭଲ ପାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ୱେଷ୍ଟ ଇଣ୍ଡିଜ କ୍ରିକେଟ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ ହେଲେ ଆପଣ ମାନେ କଣ ଏହି ଖେଳାଳିଙ୍କ ପତ୍ନୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖେଳାଳିଙ୍କ ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

କିରୋନ ପୋଲାର୍ଡ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୱେଷ୍ଟ ଇଣ୍ଡିଜ ଟିମର ଅଲ ରାଉଣ୍ଡର ଖେଳାଳି କିରୋନ ପୋଲାର୍ଡ । ଆପଣ ମାନେ ସମସ୍ତେ କିରୋନ ପୋଲାର୍ଡଙ୍କ ଜବରଦସ୍ତ ଖେଳ ତ ନିଶ୍ଚୟ ଦେଖିଥିବେ । କିରୋନଙ୍କ ପତ୍ନୀଙ୍କ ନାମ ହେଉଛି ଜେନା ଅଲି । ଏହି ଦୁଇଜଣ ଏକ ଲମ୍ବା ରିଲେସନରେ ରହିବା ପରେ ୨୦୧୨ରେ ବିବାହ କରିଥିଲେ । ଜେନା ଅଲି ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ।

ଆନ୍ଦ୍ରେ ରସେଲ- ବନ୍ଧୁଗଣ ଆମ ଲିଷ୍ଟଡ଼ଟ ଦ୍ଵିତୀୟ ସ୍ଥାନରେ ଅଛନ୍ତି ୱେଷ୍ଟ ଇଣ୍ଡିଜ ଟିମର ଅଲ ରାଉଣ୍ଡର ଖେଳାଳି ଆନ୍ଦ୍ରେ ରସେଲ । ଆନ୍ଦ୍ରେ ପ୍ରତ୍ୟକ ଖେଳରେ ନିଜର ଦମଦାର ଖେଳ ପଦର୍ଶନ କରନ୍ତି । ଆନ୍ଦ୍ରେଙ୍କ  ପତ୍ନୀ ହେଉଛନ୍ତି ଜେସୀମା ଲୋରା । ଜେସୀମା ଜଣେ ମଡେଲ ଅଟନ୍ତି ଓ ସେ ବହୁତ ସୁନ୍ଦର ନଜର ଆସନ୍ତି ।

କ୍ରିସ ଗେଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ୱେଷ୍ଟ ଇଣ୍ଡିଜ ଟିମର ଦିଗଜ ବ୍ୟାଟ୍ସ ମ୍ୟାନ କ୍ରିସ ଗେଲ । ଆପଣ ମାନେ ସମସ୍ତେ କ୍ରିସ ଗେଲଙ୍କ ଜବରଦସ୍ତ ବ୍ୟାଟିଂ ତ ନିଶ୍ଚୟ ଦେଖିଥିବେ । କ୍ରିସ ଗେଲ କ୍ରିକେଟ ଖେଳି ପ୍ରସିଦ୍ଧି ହାସଲ କରିଛନ୍ତି । କ୍ରିସ ଗେଲ ପତ୍ନୀଙ୍କ ନାମ ହେଉଛି ନତାସା ବୋରୀଜ । ନତାସା ଜଣେ ଡ୍ୟାନ୍ସର ଅଟନ୍ତି ଓ ସେ ବହୁତ ସୁନ୍ଦର ଦେଖାଯାନ୍ତି ।

ଡ୍ୱେନ ବ୍ରାଭୋ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ୱେଷ୍ଟ ଇଣ୍ଡିଜର ପ୍ରସିଦ୍ଧ ଖେଳାଳି ଡ୍ୱେନ ବ୍ରାଭୋ । ଡ୍ୱେନ ବ୍ରାଭୋ ଭଲ ଖେଳ ପଦର୍ଶନ କରିବା ସହ ଭଲ ସିଙ୍ଗର ଓ ଡ୍ୟାନ୍ସର ଅଟନ୍ତି । ବ୍ରାଭୋ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବ୍ରାଭୋ ପତ୍ନୀଙ୍କ ନାମ ହେଉଛି ରେଗିନା ରେମାଜିତ । ରେଗିନା ସୁନ୍ଦରତା ମାମଲାରେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି ।

ଡେରେନ ସାମୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ୱେଷ୍ଟ ଇଣ୍ଡିଜ ଟିମର ଦମଦାର ଖେଳାଳି ଡେରେନ ସାମୀ । ଆପଣ ମାନେ ସମସ୍ତେ ଡେରେନଙ୍କ ଜବରଦସ୍ତ ଖେଳ ନିଶ୍ଚୟ ଦେଖିଥିବେ । ଡେରେନ ପତ୍ନୀଙ୍କ ନାମ ହେଉଛି କେଥି ଡେନିୟର । ଡେରେନ ଓ କେଥି ୨୦୧୦ରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *