କିଏ ଦେଲା କୋଟି କୋଟି ଟଙ୍କା ତ କିଏ ଦେଇଦେଲା ଅଧା ସମ୍ପତ୍ତି, ଏହା ଅଟେ Bollywood ର ସବୁଠୁ ମହଙ୍ଗା 5 ଡିଭୋର୍ସ, ନଂ 1 ର ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଯୋଡି ଅଛନ୍ତି ଯେଉଁ ମାନେ ବିବାହ କରି ବହୁତ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ଅନ୍ୟ ପକ୍ଷରେ ଏଭଳି କିଛି ଯୋଡି ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ବିବାହ ସଫଳ ହୋଇପାରିଲା ନାହିଁ ଯାହାଫଳରେ ଏହି ଯୋଡି ମାନେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । ତଲାକ ହେବା ପରେ ନିଜ ପାର୍ଟନରକୁ କିଛି ସମ୍ପତ୍ତି ଦେବାକୁ ପଡିଥାଏ ।

ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଏପରି କଳାକାର ଅଛନ୍ତି ଯେଉଁ ମାନେ ନିଜ ପାର୍ଟନରଙ୍କୁ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ମହଙ୍ଗା ତଲାକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହ୍ରିତିକ ରୋଷନ ଓ ଶୁଜେନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଷନ ଓ ତାଙ୍କ ପତ୍ନୀ ଶୁଜେନ ଖାନ । ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଏହି କପଲ ଡେଟ କରିବା ପରେ ପରସ୍ପର ସହ ବିବାହ କରିଥିଲେ । ହ୍ରିତିକ ଓ ଶୁଜେନଙ୍କ ଦୁଇଟି ଛୁଆ ମଧ୍ୟ ଅଛନ୍ତି ହେଲେ ୨୦୧୩ରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ଏହି ତଲାକରେ ଶୁଜେନ ହ୍ରିତିକଙ୍କ ଠାରୁ ୪୦୦ କୋଟି ଟଙ୍କା ଆଣିଥିଲେ ।

କରିସ୍ମା କପୁର ଓ ସଞ୍ଜୟ କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କ ସ୍ଵାମୀ ସଞ୍ଜୟ କପୁର । ଏହି ଦୁଇଜଣ ୨୦୦୩ରେ ପରସ୍ପର ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଥିଲେ ହେଲେ ୧୦ ବର୍ଷ ଏକା ସହ ରହିବା ପରେ ଏମାନଙ୍କର ତଲାକ ହୋଇଗଲା । ତଲାକ ପରେ ସଞ୍ଜୟ କରିସ୍ମାଙ୍କୁ ଏକ ମହଙ୍ଗା ଘର ଦେଇଥିଲେ ।


ସେଫ ଅଲି ଖାନ ଓ ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ ଅମୃତା ସିଂହ । ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ ହେଲେ ୧୩ ବର୍ଷ ପରେ ୨୦୦୪ରେ ଏହି ଦୁଇଜଣଙ୍କର ତଲାକ ହୋଇଥିଲା । ତଲାକ ପରେ ସେଗ ଅମୃତାଙ୍କୁ କୋଟି କୋଟି ଟଙ୍କା ଦେଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ସେଫ ୫ କୋଟି ଟଙ୍କା ଦେଇଥିଲେ ।

ଅରବାଜ ଖାନ ଓ ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ ଓ ଅଭିନେତ୍ରୀ ମଲାଇକା ଅରୋରା । ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ ହେଲେ ୨୦୧୭ରେ ଏହି ଦୁଇଜଣଙ୍କର ତଲାକ ହୋଇଗଲା । ତଲାକ ପରେ ମଲାଇକା ଅରବାଜଙ୍କୁ ୧୦ କୋଟି ଟଙ୍କା ମାଗିଥିଲେ ହେଲେ ଅରବାଜ ତାଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ ।

ଆଦିତ୍ୟ ଚୋପଡା- ପାୟଲ ଖନ୍ନା- ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଚୋପଡାଙ୍କ ବିବାହ ୨୦୦୧ ମସିହାରେ ପାୟଲ ଖନ୍ନାଙ୍କ ସହ ହୋଇଥିଲା । ହେଲେ ସେମାନଙ୍କ ସମ୍ପର୍କ ୨୦୦୯ରେ ଭାଙ୍ଗିଯାଇଥିଲା । ଡିଭୋର୍ସ ଦ୍ଵାରା ଆଦିତ୍ୟଙ୍କୁ ୫୦ କୋଟି ଟଙ୍କା ପାୟଲଙ୍କୁ ଦେବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *