Bollywood ର Vivah ଫିଲ୍ମ ରୁ ଫେମସ ହୋଇଥିବା ଷ୍ଟାରଙ୍କର ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ଆପଣ ମାନେ ସମସ୍ତେ ୨୦୦୬ରେ ଆସିଥିବା ଫିଲ୍ମ ‘ବିବାହ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ବଲିଉଡ ଅଭିନେତା ସାହିଦ କପୁର ଓ ଅମୃତା ରାଓ । ଏହି ଫିଲ୍ମଟି ଏକ ପାରିବାରିକ ଫିଲ୍ମ ଥିଲା ଓ ଏହାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ । ଆଜି ମଧ୍ୟ ଏହି ଫିଲ୍ମକୁ ଦର୍ଶକ ମାନେ ବହୁତ ଆଗ୍ରହର ସହ ଦେଖୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କଳାକାର ଓ ସେମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।


ସୀମା ବିଶ୍ଵାସ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୀମା ବିଶ୍ଵାସ । ସୀମା ରଜନୀ ର ମା’ର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମରେ ସେ ବହୁତ ଭଲ ଭାବରେ ମା ହେବାର ଭୂମିକା ପଦର୍ଶନ କରିଥିଲେ । ସୀମାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ନିଖିଲେସ ଶର୍ମା । ଯାହାଙ୍କ ସହ ସେ ୨୦୦୩ରେ ବିବାହ କରିଥିଲେ ।

ଆଲୋକ ନାଥ- ବନ୍ଧୁଗଣ ଏହି ଫିଲ୍ମରେ ରଜନୀର ପିତା ଓ ପୁନମର ଦାଦାର ଭୂମିକା ପଦର୍ଶନ କରିଥିଲେ ଆଲୋକ । ଆଲୋକଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଆଲୋକଙ୍କ ପତ୍ନୀଙ୍କର ନାମ ହେଉଛି ଆସୁ ସିଂହ, ଆସୁ ଏକ ହାଉସ ୱାଇଫ ଅଟନ୍ତି । ଏହି ଦୁଇଜଣ ୧୯୮୭ ମସିହାରେ ବିବାହ କରିଥିଲେ ।

ସାହିଦ କପୁର- ଏହି ଫିଲ୍ମର ମୁଖ୍ୟ ଅଭିନେତା ବା ମୁଖ୍ୟ ଭୂମିକା ପଦର୍ଶନ କରିଥିଲେ ସାହିଦ କପୁର । ସାହିଦଙ୍କର ଏଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ସାହିଦଙ୍କର ରିଅଲ ଲାଇଫ ସ୍ତ୍ରୀ ହେଉଛନ୍ତି ମୀରା ରାଜପୁତ । ମୀରା ଏକ ସାଧାରଣ ସ୍ଵଭାବର ଝିଅ ଅଟନ୍ତି । ସହିଦ ମୀରାଙ୍କ ସହ ୨୦୧୫ରେ ବିବାହ କରିଥିଲେ । ବିବାହ ପରେ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଛନ୍ତି ।

ମନୋଜ ଜୋଶୀ- ଏହି ଫିଲ୍ମରେ ମନୋଜ ଭଗତର ଭୂମିକା ପଦର୍ଶନ କରିଥିଲେ । ଦର୍ଶକ ମାନେ ମଧ୍ୟ ଭଗତଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଭଗତଙ୍କର ରିଅଲ ଲାଇଫ ସ୍ତ୍ରୀ ହେଉଛନ୍ତି ଚାରୁ ଜୋଶୀ ଓ ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ଅମୃତା ରାଓ- ଅମୃତା ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ପୁନମର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମ ପରଠାରୁ ଅମୃତା ବହୁତ ଲୋକପ୍ରିୟତା ହାସିଲ କରିପାରିଥିଲେ । ଅମୃତାଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଆରଜେ ଅନମୋଲ । ଏହି ଦୁଇଜଣ ପରସ୍ପରକୁ ୭ ବର୍ଷ ପର୍ଯ୍ୟନ୍ତ ଡେଟ କରିବା ପରେ ୧୫ ମେ ୨୦୧୬ରେ ପରସ୍ପରକୁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *