9 ମାର୍ଚ୍ଚ, ବିଜୟା ଏକାଦଶୀ, ତୁଳସୀରେ ଚଢାଇ ଦିଅନ୍ତୁ କେବଳ ଏହି 1 ଜିନିଷ, ଶତୃନାଶ, ଦୁଃଖନାଶ ହେବା ସହ ଦରିଦ୍ରତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ‘ବିଜୟ ଏକାଦଶୀ’ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଏକାଦଶୀରେ ରଖାଯାଇଥାଏ । ଏହି ବର୍ଷ ବିଜୟ ଏକାଦଶୀ ବ୍ରତ ମାର୍ଚ୍ଚ ୯ ତାରିଖ ଦିନ ପଡିବାକୁ ଯାଉଛି । ଏହି ଦିନରେ ଶ୍ରୀ ହରିଙ୍କ ପାଇଁ ବ୍ରତ ଓ ପୂଜା ଅର୍ଚନା କରିବା ଦ୍ଵାରା ମଣିଷର ସମସ୍ତ ଇଛା ପୂରଣ ହୋଇଥାଏ । ଏହି ଏକାଦଶୀ ଖରାବେଳ ସମୟ ୩ଟା ୪୪ ମିନିଟରେ ଓ ଶେଷ ହେବ ୧୦ ମାର୍ଚ ୩ଟା ୨ ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ବନ୍ଧୁଗଣ ବିଜୟଏକାଦଶୀ ବ୍ରତର ପାଳନ ଆପଣ ୧୦ ମାର୍ଚ୍ଚ ସଖାଳ ସମୟ ୬ଟା ୩୬ ମିନିଟ ରୁ ସଖାଳ ୮ଟା ୫୮ ମିନିଟ ମଧ୍ୟରେ କରିଦିଅନ୍ତୁ ।

ବନ୍ଧୁଗଣ ଏହି ବିଜୟ ଏକାଦଶୀ ହେଉଛି ବିଜୟ କରେଇବାର ଏକାଦଶୀ । ଏହି ଏକାଦଶୀ ହେଉଛି ହିନ୍ଦୁଧର୍ମର ଏକ ପବିତ୍ର ପର୍ବ । ପୌରାଣିକ ମତ ଅନୁଯାଇ ଭଗବାନ ଶ୍ରୀ ରାମ ଲଙ୍କା ବିଜୟ ଓ ସମୁନ୍ଦ୍ର ପାରି କରିବା ପାଇଁ ଏହି ବିଜୟ ଏକାଦଶୀ ବ୍ରତ ରଖିଥିଲେ ।

ବନ୍ଧୁଗଣ ଏହି ବିଜୟ ଏକାଦଶୀରେ ସମସ୍ତେ ଅଲଗା ଅଲଗା ଉପାୟରେ ବ୍ରତ ପାଳନ କରିଥାନ୍ତି । ହେଲେ ଏହି ଦିନରେ ତୁଳସୀ ଗଛର ବିଶେଷ କୃପା ପାଇବା ପାଇଁ କିଛି ବିଶେଷ ଉପାସନା କରାଯାଇଥାଏ । ଆଜିଆମେ ଆପଣ ମାନଙ୍କୁ ଏହି ବିଶେଷ ଉପାସନା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।                                                                                                                                                                                                                                                                                                                                                                               ବନ୍ଧୁଗଣ ତୁଳସୀ ଗଛର ବିଶେଷ କୃପା ପାଇବା ପାଇଁ ଆପଣ ସର୍ବ ପ୍ରଥମେ ସଖାଳ ସମୟରେ ଉଠି ସ୍ନାନ କରନ୍ତୁ ଓ ଏକ ନୂଆ ବସ୍ତ୍ର ପିନ୍ଧି ସୂର୍ଯ୍ୟ ଦେବତାଙ୍କୁ ଗୋଟେ କଳସ କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏହାପରେ ଆପଣ ଏକ ଦୁତୀୟ କଳସରେ ଅଳ୍ପ କ୍ଷୀର ଓ ଅଳ୍ପ ମିଶ୍ରି ମିଶାଇ ତୁଳସୀ ଗଛ ମୂଳରେ ଅର୍ପଣ କରିଦିଅନ୍ତୁ ।

ଏହାପରେ ଆପଣ ନିଜ ମନୋସ୍କମାନ ବିଷୟରେ ତୁଳସୀ ଗଛକୁ କହି ଏକ ମୁଦ୍ରା ଓ ଏକ ଲବଙ୍ଗକୁ ତୁଳସୀ ଗଛ ମାଟିରେ ପୋତି ଦିଅନ୍ତୁ । ଯଦି ଆପଣ ପୂର୍ବରୁ ଏମିତି ମୁଦ୍ରା ଓ ଲବଙ୍ଗକୁ ତୁଳସୀ ଗଛ ମାଟିରେ ପୋତିଛନ୍ତି ତା ହେଲେ ଆପଣ ସେହି ଦୁଇଟି ଜିନିଷକୁ ନିକଟରେ ଥିବା କୌଣସି ମନ୍ଦିରରେ ରଖିଦିଅନ୍ତୁ ।

ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ଯା ଆସୁଛି ଓ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଛି ତା ହେଲେ ଆପଣ ଏହି ଗୋଟିଏ ଉପାୟକୁ ନିଶ୍ଚୟ କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣ ତୁଳସୀ ଗଛର ବିଶେଷ କୃପା ପାଇପାରିବେ ଓ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯାକୁ ଆପଣ ଦୂର କରିପାରିବେ । ଏହି ଉପାୟକୁ ଆପଣ ବିଜୟ ଏକାଦଶୀ ଦିନ ନିଶ୍ଚୟ କରନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *