Vidya Balan ଙ୍କୁ କିସ୍ କରିବା ପରେ Emraan Hashmi ଙ୍କ ଅବସ୍ଥା ହେଇ ଯାଉଥିଲା ଖରାପ, ବାରମ୍ବାର ପଚାରୁଥିଲେ ଏହି ଗୋଟିଏ ପ୍ରଶ୍ନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ବଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଇମ୍ରାନ ହାସମୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଇମ୍ରାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ଇମ୍ରାନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ଇମ୍ରାନ ନିଜ ଅଧିକାଂଶ ଫିଲ୍ମରେ କି-ସି-ଙ୍ଗ ସିନ୍ କରନ୍ତି ଓ ଏହି କି-ସି-ଙ୍ଗ ସିନ୍ ପାଇଁ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଇମ୍ରାନଙ୍କୁ ଲୋକମାନେ ‘ସିରିଏଲ କିସର’ ନାମରେ ମଧ୍ୟ ଜାଣି ଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଇମ୍ରାନ ଓ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସହ ଜଡିତ ଏକ କଥା ବିଷୟରେ କହିବାକୁ ଯାଉଛୁ ।

ଏହି କଥା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏମିତିରେ ଇମ୍ରାନ ଓ ବିଦ୍ୟା ଅନେକ ଫିଲ୍ମରେ କାମ କରିଛନ୍ତି । ୨୦୧୩ରେ ଏହି ଦୁଇଜଣଙ୍କର ଗୋଟେ ଫିଲ୍ମ ଆସିଥିଲା ଯାହାର ନାମ ଥିଲା ‘ଘନଚକର’ । ଏହି ଫିଲ୍ମରେ ଇମ୍ରାନ ଓ ବିଦ୍ୟାଙ୍କ ମଧ୍ୟରେ ବହୁତ ଇ-ଣ୍ଟି-ମେ-ଟ ସିନ୍ ଥିଲା । ଏହି ଫିଲ୍ମଟିକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଥିଲେ । ଏଇ ଫିଲ୍ମରେ ଇମ୍ରାନ ଓ ବିଦ୍ୟାଙ୍କ ମଧ୍ୟରେ ହେଇଥିବା କି-ସି-ଙ୍ଗ ସିନ୍ ଅଧିକ ଚର୍ଚାରେ ଥିଲା ।

 

କୁହାଯାଏ ସୁ-ଟି-ଙ୍ଗ ସେଟରେ ବିଦ୍ୟାଙ୍କ ସହ କି-ସି-ଙ୍ଗ ସିନ୍ କରିବା ପରେ ଇମ୍ରାନ ବିଦ୍ୟାଙ୍କୁ ଗୋଟିଏ ପ୍ରଶ୍ନ ପଚାରୁ ଥିଲେ । ଏହି କଥାର ଖୁଲାସା ବିଦ୍ୟା ନିଜେ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବିଦ୍ୟାଙ୍କୁ ଚୁ-ମ୍ବ-ନ କରିବା ପରେ ଇମ୍ରାନ ତାଙ୍କୁ କଣ ପଚାରୁ ଥିଲେ । ବନ୍ଧୁଗଣ ବିଦ୍ୟାଙ୍କ ମତରେ, ଏହି ଫିଲ୍ମର ସମସ୍ତ କି-ସି-ଙ୍ଗ ସିନ୍ ପରେ ଇମ୍ରାନ ହାସମୀ ଟେ-ନ-ସ-ନ ହେଇ ଯାଉଥିଲେ । ଚିନ୍ତାର କାରଣ ଥିଲେ ବିଦ୍ୟାଙ୍କ ସ୍ଵାମୀ ବା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁର ।

ଫିଲ୍ମର ସମସ୍ତ କି-ସି-ଙ୍ଗ ସିନ୍ ପରେ ଇମ୍ରାନ ବିଦ୍ୟାଙ୍କୁ ପଚାରୁ ଥିଲେ- ‘ତମ ସ୍ଵାମୀ କଣ କହିବେ ?, ‘ତମକୁ କଣ ଲାଗୁଛି ସେ ମୋତେ ମୋ ପେମେଣ୍ଟ ଚେକ ଦେବେ’? । ବିଦ୍ୟା ଏହି କଥାର ଖୁଲାସା ଅଭିନେତ୍ରୀ ନେହା ଧୂପିଆଙ୍କ ଚା-ଟ ସୋ ‘ନୋ ଫିଲ୍ଟର’ ରେ ପଚାରି ଥିଲେ । ବନ୍ଧୁଗଣ ଇମ୍ରାନ ହାସମୀ ଫିଲ୍ମରେ କି-ସି-ଙ୍ଗ ସିନ୍ କରନ୍ତି ହେଲେ ଅସଲ ଜୀବନରେ ସେ ବହୁତ ଭଲ ମଣିଷ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ଇମ୍ରାନ ହାସମୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *